<< protectionist protections >>

protectionists Meaning in Odia (Oriya). ( protectionists ଶବ୍ଦର ଓଡିଆ ଅର୍ଥ)



ସଂରକ୍ଷଣବାଦୀ,

Noun:

ସଂରକ୍ଷଣବାଦୀ,

protectionists తెలుగు అర్థానికి ఉదాహరణ:

|ଜଣେ ପ୍ରତିବଦ୍ଧ ସଂରକ୍ଷଣବାଦୀ, ସୁଗତା କୁମାରୀ ଥିରୁବନନ୍ତପୁରମ ପ୍ରକୃତିର ସଂରକ୍ଷଣ ପାଇଁ ସଚିବ ଭାବରେ କାର୍ଯ୍ୟ କରିଥିଲେ ।

|ଆଧାର|ଦକ୍ଷିଣ ଏସୀୟ ଖାଦ୍ୟ ଫତେ ସିଂ ରାଠୋର୍ (୧୦-ଅଗଷ୍ଟ-୧୯୩୮ରୁ ୧-ମାର୍ଚ୍ଚ-୨୦୧୧) ଜଣେ ଭାରତୀୟ ବ୍ୟାଘ୍ର ସଂରକ୍ଷଣବାଦୀ

ଲାଓରେ ପ୍ରବାହିତ ମେକଂଗ୍ ନଦୀର ଉପତ୍ୟକାରେ କାନାଡାର ସଂରକ୍ଷଣବାଦୀ ଇଆନ୍ ବେର୍ଡ୍ ଲାଓ ସାମାଜିକ ମାଛଶିକାର ଓ ଡଲ୍‍ଫିନ୍ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।

ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।

| ଶିକାରୀରୁ ସଂରକ୍ଷଣବାଦୀ |ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ ।

|ଆଧାର ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।

|ଗ୍ୟାଲେରି|ଆଧାର|ଚିକେନ କର୍ଣ୍ଣାଟକର ଅଧିବାସୀ କୋଟା ଉଲ୍ଲାସ କାରନ୍ଥ (K. Ullas Karanth) ଜଣେ ସଂରକ୍ଷଣବାଦୀ ଜୀବବିଜ୍ଞାନୀ ଓ ବ୍ୟାଘ୍ରବିଶେଷଜ୍ଞ ।

ଈଂରେଜ ଶାସନାଧୀନ ଭାରତର ପ୍ରସିଦ୍ଧ ଶିକାରୀ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ ଏହି ଦୁଇଟି କଲରାପତରିଆ ବାଘଙ୍କ ଶିକାର କରିଥିଲେ ।

ଡଲ୍‍ଫିନ୍ ଧରିବା ବା ଶିକାର କରିବା ଉପରେ ନିଷେଧାଦେଶ, ଡଲ୍‍ଫିନ୍‍ମାନଙ୍କ ବ୍ୟବସାୟ ବନ୍ଦ କରିବା, ସ୍ଥାୟୀ ଜାଲର ବ୍ୟବହାର ଉପରେ ରୋକ ଲଗାଇବା ଇତ୍ୟାଦି ଏଠାରେ ନିଆଯାଇଥିବା କେତେକ ସଂରକ୍ଷଣବାଦୀ ପଦକ୍ଷେପର ଉଦାହରଣ ।

ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍‍ଙ୍କ ନାମାନୁସାରେ ରଖାଯାଇଛି ।

ସଂରକ୍ଷଣବାଦୀ ବିଲୀ ଅର୍ଜନ୍ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ଜାନୁଆରୀ ୧୯୭୭ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା ।

protectionists's Usage Examples:

Animal protectionists agree with abolitionists that the animal welfare model of animal protection—whereby.


" When the Panic of 1857 struck later that year, protectionists, led by the economist Henry C.


in half; some hundred free-trade Peelites followed Peel, while 230 protectionists formed the new Conservative Party, with Stanley (later the Earl of Derby).



Synonyms:

exponent, proponent, advocator, advocate,

Antonyms:

nonpartisan,

protectionists's Meaning in Other Sites