<< prophase prophecies >>

prophases Meaning in Odia (Oriya). ( prophases ଶବ୍ଦର ଓଡିଆ ଅର୍ଥ)



ଭବିଷ୍ୟବାଣୀ,

ବିଭାଜନର ପ୍ରଥମ ପର୍ଯ୍ୟାୟ |,

prophases తెలుగు అర్థానికి ఉదాహరణ:

ପରିଭାଷାରେ ଅନ୍ତର ହେବା ପରେ ମଧ୍ୟ, ଜ୍ୟୋତିଷ ବିଦ୍ୟାର ଏକ ସାମାନ୍ୟ ଧାରଣା ରହିଛି ଯେ, ଖଗୋଳିୟ ପିଣ୍ଡ ନିଜ କ୍ରମ ସ୍ଥାନରୁ ଭୁତ ଏବଂ ବର୍ତ୍ତମାନର ଘଟଣା ଓ ଭବିଷ୍ୟବାଣୀ (prediction)କୁ ବୁଝିବାରେ ସାହାଯ୍ୟ କରିପାରେ ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ ମଧ୍ୟ ସେଇଆ ଥିଲା ।

| ଆଧାର |କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା ଜିଲ୍ଲାର ଗାଆଁ ଓ ସହର ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।

ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା ।

ଏହା ଛଡ଼ା ସେ ବିଶ୍ୱଯୁଦ୍ଧ, କଂଗ୍ରେସ ଦଳର ଫାଟ, ଓଡ଼ିଶା ରାଜ୍ୟ ଗଠନ, ଭି.ଭି. ଗିରିଙ୍କର ରାଷ୍ଟ୍ରପତିତ୍ୱ ଇତ୍ୟାଦି ବିଷୟରେ ମଧ୍ୟ ସଫଳ ଭବିଷ୍ୟବାଣୀ କରିଥିଲେ।

|'ଉତ୍ସବ ତତ୍ତ୍ୱାଭିଧାନ' ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ ।

ପୂର୍ବୋକ୍ତ ଭବିଷ୍ୟବାଣୀ ହୋ‍ଇଥିଲା ଯେ ମେଟିସ୍‍ଙ୍କ ସନ୍ତାନ ଜିଉସ୍‍ଙ୍କଠାରୁ ଅଧିକ ଶକ୍ତିଶାଳୀ ହେବ ।

ହିନ୍ଦୁ ପୁରାଣରେ କଂସର ଚାକରାଣୀ ଥିଲା କୁବଜୀ ଯେଉଁ କଂସକୁ ତାଙ୍କର ଭଣଜା କୃଷ୍ଣ ହତ୍ୟା କରିବା କଥା ଭବିଷ୍ୟବାଣୀ ହୋଇଥିଲା ।

|ସେ ନିଜକୁ ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ।

ଏହା ମଧ୍ୟ ଭବିଷ୍ୟବାଣୀ କରିଥଲା ଯେ ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ପିଲାଟିକୁ ତାଙ୍କ କୋଳରେ ବସାଇବା ମାତ୍ରେ ଏବଂ ତାଙ୍କର ସେହି ଅତିରିକ୍ତ ଅଙ୍ଗଗୁଡିକ ଅଦୃଶ୍ୟ ହୋଇଯିବ, ଶେଷରେ ସେ ସେହି ବ୍ୟକ୍ତିଙ୍କ ହାତରେ ହିଁ ନିଧନ ହେବ ।

ଗୋଟିଏ ସ୍ଥାନରେ ଭବିଷ୍ୟତର ଭିନ୍ନ ଭିନ୍ନ ସମୟରେ ପୃଥିବୀ ଅବସ୍ଥାର (atmosphere ) ବୈଜ୍ଞାନିକ ଓ ଟେକନୋଲୋଜି ବ୍ୟବ‌ହାର କରାଯାଇଥିବା ଭବିଷ୍ୟବାଣୀକୁ ପାଣିପାଗ କୁହାଯାଏ ।

Synonyms:

phase of cell division, mitosis,

Antonyms:

overstatement,

prophases's Meaning in Other Sites