pronunciation Meaning in Odia (Oriya). ( pronunciation ଶବ୍ଦର ଓଡିଆ ଅର୍ଥ)
ଉଚ୍ଚାରଣ,
Noun:
ଉଚ୍ଚାରଣ,
People Also Search:
pronunciationsproo
prooemium
proof
proof sheet
proofed
proofing
proofings
proofless
proofread
proofreader
proofreaders
proofreading
proofreads
proofs
pronunciation తెలుగు అర్థానికి ఉదాహరణ:
|ଚୀନୀ ଶବ୍ଦ ବାକ୍ (肉) ଅର୍ଥ ମାଂସ (ବିଶେଷରେ ଘୁଷୁରୀ ମାଂସ)କୁ ହୋକ୍କିଏନ୍ ଉଚ୍ଚାରଣରେ ବାକ୍ କୁହାଯାଏ କିନ୍ତୁ ତ୍ୟୋଚ୍ୟୁମାନେ ଏହାକୁ ନେକ୍ ବୋଲି କୁହନ୍ତି ।
ଏହି ସମୟରେ ଏହାକୁ "ଟୋକେଇ" କୁହାଯାଉଥିଲା ଯାହାର ଚୀନ ଭାଷାରେ ଟୋକିଓ ଉଚ୍ଚାରଣ କରାଯାଉଥିଲା।
ସେଠାରେ ଏହା ଲାଲ (ଉଚ୍ଚାରଣ hóng zǎo) ବା କଳା (ଉଚ୍ଚାରଣ hēi zǎo) ରଙ୍ଗର ହୋଇଥାଏ ।
ମେଘାଳି ମାନଚିତ୍ରକୁ କିଛି ସମୟ ନିରେଖି ରହିବା ପରେ ସେଥିରେ ଦର୍ଶା ଯାଇଥିବା ସମସ୍ତ ସ୍ଥାନର ନାମ ନିର୍ଭୁଲ ଭାବେ ଉଚ୍ଚାରଣ କରିବା ଦେଖି ପିତାମାତା ଆଶ୍ଚର୍ୟ୍ୟ ହୋଇଥିଲେ ।
| ଆଧାର |ଏସିଆର ଦେଶ ପାରୋ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର (ଇଂରାଜୀ ଭାଷାରେ Paro International Airport, ଯୋଂଗ୍ଖା ଭାଷାରେ སྤ་རོ་གནམ་ཐང༌, ଉଚ୍ଚାରଣ - ପାରୋ ଗ୍ନାମ୍ ଥାଂଗ୍) ଭୁଟାନର ଚାରୋଟି ବିମାନ ବନ୍ଦର ମଧ୍ୟରୁ ଏକ ଏବଂ ଦେଶର ଏକମାତ୍ର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ।
|ବୈଦିକ କାଳରେ ସାମବେଦ ମନ୍ତ୍ରର ଉଚ୍ଚାରଣ ସେହି ସମୟର ବୈଦିକ ସପ୍ତକ ଅନୁସାରେ ସାତ ସ୍ୱର ପ୍ରୟୋଗ ସହିତ କରାଯାଉଥିଲା ।
ତାଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ ଆରମ୍ଭରେ "ମମ ପ୍ରାଣ ଗୌରାଙ୍ଗ ହେ' ବୋଲି ଉଚ୍ଚାରଣ କରନ୍ତି ।
|୧୯୦୧ରେ ଜାପାନୀ ଲେଖକ ଉଚିଡ଼ା ରୋଆନ୍ ନିଜ ରଚନା 犬物語 (ଉଚ୍ଚାରଣ: ଇନୁ ମୋନୋଗାତାରି, ଅର୍ଥ: ଏକ କୁକୁରର କାହାଣୀ)ରେ ସ୍ୱଦେଶୀ କୁକୁରଙ୍କ ଲୋକପ୍ରିୟତା ହ୍ରାସ ପାଇବାର ସମାଲୋଚନା କଲାବେଳେ କହିଥିଲେ ଯେ ଏମାନେ ବଳିଆ କୁକୁରଙ୍କ ବଂଶଧର ।
|ଆକାଶବାଣୀରେ, ଦିନର ଆରମ୍ଭ ହୁଏ 'ବନ୍ଦେ ମାତରମ୍' ଉଚ୍ଚାରଣରୁ ।
ଆହୁରି ମଧ୍ୟ ଏହା ଧ୍ୱନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳି ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ ।
"ମୋହମ୍ମଦ ଅଜିମ", ଯିଏ କାବୁଲର ଶାସକ ଥିଲେ;|ଭାରତର ଇତିହାସ ଭାଙ୍ଗରା (ਭੰਗੜਾ (Gurmukhi), (Shahmukhi); ଉଚ୍ଚାରଣ ) Listen ଶବ୍ଦ ପଞ୍ଜାବ ଅଞ୍ଚଳର 'ମଝାରେ ଉତ୍ପତ୍ତି ହୋଇଥିବା ଏକ ପାରମ୍ପରିକ ନୃତ୍ୟକୁ ବୁଝାଇଥାଏ, ଯାହା ଭାରତର ପଞ୍ଜାବରୁ ଉତ୍ପତ୍ତି ହୋଇଥିବା ପାରମ୍ପରିକ ଭାଙ୍ଗରାଠାରୁ ମୁକ୍ତ ଏବଂ ଆଧୁନିକ ଭାଙ୍ଗରା ପ୍ରବାସୀ ପଞ୍ଜାବୀଦ୍ୱାରା ଉନ୍ନତ କରାଯାଇଅଛି ।
pronunciation's Usage Examples:
These faults may include errors of pronunciation, misspellings, word malformations, and malapropisms.
The term, resembling the pronunciation for mother (see Mama and papa), is considered polite and respectful in the Chinese language.
4) The meter calls for a 2-syllable pronunciation of "worthier" in the 6th line.
instances of speakers correcting their own slips of the tongue or mispronunciations (before anyone else gets a chance to).
Arenys de Munt (Catalan pronunciation: [əˈɾɛɲz ðə ˈmun], arenys being Catalan for "sands (of a seasonal creek)", and de munt for "up hill" as opposed to.
Sounds that are characteristic of Chiac are the different use of the letters d, t, r, and c (such as the word bec, normally spoken in French with a softer c sound but spoken as beck with a hard c as in the English pronunciation).
This has led to the local English pronunciation .
Two seemingly unmetrical lines can be explained by the Elizabethan pronunciations authórizing (line.
English phonology Engrish Lambdacism and lallation Non-native pronunciations of English Hallé, Best " Levitt (1999:283) citing.
symbol after the Hebrew letter modifies the pronunciation of the letter and is called a geresh.
keening (from caoinim (Irish pronunciation: [ˈkˠiːnʲimʲ]) meaning "I wail") to.
lɛː]) or patera (Latin pronunciation: [ˈpatɛra]) is a shallow ceramic or metal libation bowl.
Kundaung (Burmese: ကွမ်းတောင်, Burmese pronunciation: [kʊ́ɴdàʊɴ];"betel leaf holder") is an offertory commonly carried in Burmese celebrations, such as.
Synonyms:
orthoepy, Received Pronunciation, speech communication, voice communication, spoken language, speech, language, spoken communication, oral communication,
Antonyms:
devolution, play up, foreground, natural language, artificial language,