<< progressive vaccinia progressiveness >>

progressively Meaning in Odia (Oriya). ( progressively ଶବ୍ଦର ଓଡିଆ ଅର୍ଥ)



ଧୀରେ ଧୀରେ, ବାସ୍ତବରେ,

Adverb:

ବାସ୍ତବରେ,

progressively తెలుగు అర్థానికి ఉదాహరణ:

ମଦ୍ୟପାନ ପରେ ମିଳୁଥିବା କ୍ଷଣ ସ୍ଥାୟୀ ସୁଖ ବାସ୍ତବିକ ଜୀବନ ଠାରୁ ଦୁରକୁ ଚାଲିଯିବାର ଏକ ରାସ୍ତା ଦେଖାଇଥାଏ, ତେଣୁ ଧୀରେ ଧୀରେ ପାନ କରି ଏହା ମଦ୍ୟ ଆସକ୍ତି ରୂପ ନେଇଯାଏ ।

କର୍ଣ୍ଣାଟକର ଏହି ପ୍ରଚୀନ ଜନଜାତି ଧୀରେ ଧୀରେ ନିଜ ପାରମ୍ପରିକ ଆଚାର, ସଂସ୍କୃତି ଓ ଜୀବନଯାପନରୁ ଆଧୁନିକୀକରଣ ଦିଗକୁ ଗତି କରୁଛି ।

ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ୱୀପମାନଙ୍କର ସୃଷ୍ଟି ହୁଏ ।

ସେତେବେଳେ ପ୍ରଥମ ବ୍ୟକ୍ତି ଅନ୍ୟମାନଙ୍କ ପ୍ରାଣ ଧୀରେ ଧୀରେ ଶୋଷି ନେଉଥିବା ବିଶ୍ୱାସ କରାଯାଉଥିଲା ।

ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା ।

. ଔଷଧଦ୍ୱାରା ରୋଗ ହେଉଥିଲେ ଉକ୍ତ ଔଷଧ ଧୀରେ ଧୀରେ ବନ୍ଦ କରିଦିଆଯାଏ ଅର୍ବୁଦ‌ଦ୍ୱାରା ହେଉଥିଲେ ତାହାକୁ ମିଶ୍ରିତ ଚିକିତ୍ସା କରାଯାଏ ଯେପରିକି ଅପରେଶନ, କେମୋଥେରାପି ଓ ରାଡିଏସନ ଇତ୍ୟାଦି ।

ଔଷଧ ବନ୍ଦ କରିବାକୁ ହେଲେ ଧୀରେ ଧୀରେ ବନ୍ଦ କରାଯାଏ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ ।

| ଜଟିଳତା |ଜଟିଳତା ସଙ୍ଗେ ସଙ୍ଗେ ହୋଇପାରେ ବା ଧୀରେ ଧୀରେ ହୋଇପାରେ ।

|ପ୍ରଥମ ସପ୍ତାହ - ଉତ୍ତାପ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୁଏ, ନାଡ଼ି ଗତି (Pulse rate) ଅପେକ୍ଷାକୃତ ଧୀର ରହେ, କମ୍ ବେଶୀ (Fluctuate) ହୁଏ ।

ଏହା ପରେ ଗରମ ସନ୍ତୁଳା ପାଣି ବା ଷ୍ଟକ୍ ଧୀରେ ଧୀରେ ମିଶାଯାଏ ଓ ଚାଉଳକୁ ମିଶାଇବା ସମୟରେ ଭଲଭାବେ ଘଣ୍ଟାଯାଏ ।

ଲକ୍ଷଣ ସମୂହ ସମୟ କ୍ରମେ ଧୀରେ ଧୀରେ ପ୍ରକାଶ ପାଏ ।

progressively's Usage Examples:

She is obsessed by Faust, and therefore we may hear Faust's themes being introduced progressively into the music, until his and Gretchen's themes form a passionate love duet.


"classical" roles questioned, while other regions, such as the basal temporal language zone, are growing progressively in terms of their recognized importance.


passing high frequencies above the cutoff frequency, and progressively attenuating frequencies below the cutoff frequency.


Whereas Newton observed the colour spectrum cast on a wall at a fixed distance away from the prism, Goethe observed the cast spectrum on a white card which was progressively moved away from the prism.


While throughout the 19th century the area was progressively becoming more densely populated, the dwellers were technically residing outside of Kyiv in village-like (but non-village by status) settlements called Slobidkas (Sloboda, Slobodka in Russian).


Construction of the Coolgardie–Widgiemooltha section was completed in 1934, and opened to traffic progressively between June and September of that year.


3 miles (5 km) to the summit, during which the route gets progressively steeper and rockier, going over many steep rock chutes called "slides".


In 1902, he ran for the Utah State Senate as a progressively-oriented Democrat, and won re-election repeatedly.


The progressively more forceful enunciation of metal vocals has been noted from heavy metal to thrash metal to death.


England, who are aged 66 and over (the age of eligibility increased progressively from 60 in 2010 to 66 in 2020) or who have a disability.


The archbishops of Sens lost the major part of their power in the city, and their sojourns in Paris became progressively less frequent.


the summit, during which the route gets progressively steeper and rockier, going over many steep rock chutes called "slides".


Winter begins sunny and dry but becomes progressively wetter and cloudier.



Synonyms:

more and more, increasingly,

progressively's Meaning in Other Sites