profoundly Meaning in Odia (Oriya). ( profoundly ଶବ୍ଦର ଓଡିଆ ଅର୍ଥ)
ଗଭୀର ଭାବରେ, ଭୟଙ୍କର,
Adverb:
ଭୟଙ୍କର,
People Also Search:
profoundnessprofounds
profs
profulgent
profumo
profundities
profundity
profuse
profusely
profuseness
profusion
profusions
prog
progenies
progenitor
profoundly తెలుగు అర్థానికి ఉదాహరణ:
ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା ।
ଶୁକଦେବ ମହାରାଜ ନେପାଳର ରାଜକୀୟ କୋର୍ଟରେ କାର୍ଯ୍ୟରତ ଥିବାବେଳେ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଅନୁରକ୍ତ ହୋଇଗଲେ ଓ ଭାରତ ନାଟ୍ୟମ ତଥା ନାଟ୍ୟ ଶାସ୍ତ୍ର ବିଷୟ ଗଭୀର ଭାବରେ ଶିକ୍ଷା ଲାଭ କରିଥିଲେ ।
ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ ।
ଜୟରମନ କେତେକ ବନ୍ଧୁଙ୍କ ସହ ତାଙ୍କୁ ପରିଚିତ କରେଇ ଦେଇଥିଲେ ଯେଉଁମାନେ ତାଙ୍କର ଅତି ଅନ୍ତରଙ୍ଗ ହୋଇ ଗଭୀର ଭାବରେ ତାଙ୍କର ଯତ୍ନ ନେଉଥିଲେ ।
ଏଥିରେ ବିଷୟଗୁଡ଼ିକ ଅକ୍ଷର କ୍ରମରେ ରହିଛି ଏବଂ କେତେ ଜାଗାରେ ଗଭୀର ଭାବରେ ଆଲୋ ଚିତ ହୋଇ ଛି ।
ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା ।
|ଗଭୀର ଭାବରେ ଆହତ ଜଟାୟୁଙ୍କୁ ଦେଖି ରାମା ମ୍ରିୟମାଣ ହେଲେ ଓ ତାଙ୍କୁ ମୋକ୍ଷ ପ୍ରାପ୍ତ କରିବା ପାଇଁ ଭୂମି ତଳକୁ ଏକ ଶର ନିକ୍ଷେପ କଲରିଥିଲେ ଯାହାଦ୍ୱାରା ସପ୍ତ ନଦୀ ସେହି ସ୍ଥଳରେ ପହଞ୍ଚି ଥିଲେ ।
ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।
ହିନ୍ଦୁମାନେ ସେମାନଙ୍କର ପବିତ୍ର ଗ୍ରନ୍ଥରେ ଆହୁରି ଗଭୀର ଭାବରେ ଗର୍ଭପାତ ଏବଂ ଅକାଳ ପ୍ରସବ ଉପରେ ପାର୍ଥକ୍ୟ ଦର୍ଶାଇଛନ୍ତି ।
ତାଙ୍କ ପରିବାର ଏକାସରାନା ଧର୍ମର ସତ୍ୟ ଜୀବନ ସହିତ ଗଭୀର ଭାବରେ ଜଡ଼ିତ ଥିଲା ।
profoundly's Usage Examples:
The group has been called "clowns" and "profoundly sickening" by Chris Finlayson, the New Zealand attorney-general responsible for.
She posits that they have been profoundly shaped not only by technology but also by the recession and an increasing sense of existential threat.
trip can range from feelings of mild anxiety and alienation to profoundly abject terror, ultimate entrapment, or complete loss of self-identity (such bad.
power plants are profoundly exposed to various covering administrative purviews, steps have been taken to structure the interagency coordination.
Mort Artu, Gaheris is represented as the most cherished, and his death anguishes Gawain profoundly.
This journal, which was founded in 1903, was profoundly colonialistic and directed to a white audience; it did not include contributions from.
sarcastic remarks about the actual art currents of the day in Vienna, which slumbered profoundly under the spell of Italian superficiality.
moving beyond what they deemed the profoundly flawed mode of critical intellection and reflection that characterizes Modernity and predominates in the academic.
Forster also criticises hero-worship and profoundly distrusts so-called "great men".
There are many different inma, all profoundly significant to the culture.
2002) was a German fashion designer credited with developing practical stretch pants, thereby profoundly affecting the direction of the ski fashion industry.
In this view, natural reason is so profoundly hostile to the divine that holding it above faith is tantamount to worshiping.
Synonyms:
deeply,