proficience Meaning in Odia (Oriya). ( proficience ଶବ୍ଦର ଓଡିଆ ଅର୍ଥ)
ଦକ୍ଷତା,
Noun:
କୌଶଳ, ବ୍ୟାଖ୍ୟା,
People Also Search:
proficiencesproficiencies
proficiency
proficient
proficiently
proficients
profile
profiled
profiler
profilers
profiles
profiling
profilist
profit
profit and loss
proficience తెలుగు అర్థానికి ఉదాహరణ:
ଉମେଶଚନ୍ଦ୍ର ପଦ୍ମମାଳୀର ମୁଖବନ୍ଧରେ ଓଡ଼ିଆ ଭାଷାରେ ନିଜର କମ ଦକ୍ଷତା ସ୍ୱୀକାର କରି ଲେଖିଥିଲେ ଯେ, ସେ ହୁଏତ ଏଥିପାଇଁ ହାସ୍ୟାସ୍ପଦ ହୋଇପାରନ୍ତି ।
ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।
|୨୦୦୭ରେ ଶ୍ରେଷ୍ଠ ଖେଳାଳି ହିସାବରେ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପାଇଥିଲେ ।
ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।
| ଉତ୍ତର ଜୀବନ |ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।
ପରେ ପରେ ସାହିତ୍ୟ, ଗଣିତ, ସଙ୍ଗୀତ ଓ ଜ୍ୟୋତିଷ ବିଦ୍ୟାରେ ତାଙ୍କର ଦକ୍ଷତା ଥିଲା ।
ଉଭୟ ଓଡ଼ିଆ ଓ ଅସମୀୟା ଭାଷାରେ ଦକ୍ଷତା ରଖିଥିବା ଜ୍ୟୋତ୍ସ୍ନା ୧୦ରୁ ଅଧିକ ଅସମୀୟା ଲେଖକଙ୍କର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି ।
|ନେତୃତ୍ୱର ଗବେଷଣାରୁ ବହୁ ସିଦ୍ଧାନ୍ତ ଉତ୍ପାଦନ ହୋଇଛି ଯେଉଁଥିରେ ଲକ୍ଷଣ,ସ୍ଥିତି,କାର୍ଯ୍ୟ,ବ୍ୟବହାର,ଶକ୍ତି,ଦୃଷ୍ଟି,ମୂଲ୍ୟ, ଅନ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ଦକ୍ଷତା ଏବଂ ବୁଦ୍ଧିମତା ଅନ୍ୟତମ ।
ଏହାକୁ ଭାରତ ସରକାର ସମର୍ଥନ କରନ୍ତି ଏବଂ ସୌନ୍ଦର୍ଯ୍ୟ ଶିଳ୍ପ ପାଇଁ ଦକ୍ଷତା ତାଲିମ ପ୍ରଦାନ କରନ୍ତି ।
ଏହାଛଡା ମହିଳା ସଶକ୍ତିକରଣ, ସାମାଜିକ ଭେଦଭାବ ଦୂର, ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବୃଦ୍ଧି ପରି ଲକ୍ଷ୍ୟପୂରଣ ଦିଗରେ ଗ୍ରାମବିକାଶ କାର୍ଯ୍ୟ କରୁଛି ।
'ଦକ୍ଷିଣ ଭାରତର ମୀରା' ଉପାଧୀରେ ସମ୍ମାନୀତ|ଏହି କଣ୍ଠଶିଳ୍ପୀ, ଓଡ଼ିଆ ସମେତ ପ୍ରାୟ ୧୮ଟି ଭାରତୀୟ ଭାଷାରେ ଗୀତ ଗାଇବାର ଦକ୍ଷତା ରଖନ୍ତି ଓ ଏଯାବତ ୧୦୦୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିସାରିଛନ୍ତି ।
proficience's Usage Examples:
His proficience in Indian languages led to him being appointed an examiner in Urdu at.
National research, development and proficience.
Watching her growing familiarity and proficience in labour law, workers of the movement requested Sudha to pursue law.
cycles, they experience different age and developmental perspectives and proficiences with respect to others as a matter of course.