<< processing time procession >>

processings Meaning in Odia (Oriya). ( processings ଶବ୍ଦର ଓଡିଆ ଅର୍ଥ)



ପ୍ରକ୍ରିୟା,

Noun:

ଟେକ୍ନୋଲୋଜି |,

processings తెలుగు అర్థానికి ఉదాహరణ:

ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ ।

ଏହି ପ୍ରକ୍ରିୟା ସମୟ ସାପେକ୍ଷ ।

ପ୍ରକ୍ରିୟା ସ୍ୱାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।

ଏକକତ୍ୱରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ନା ବର୍ତ୍ତମାନ ସମୟରେ ଏହି ମହାଜାଗତିକ ପ୍ରକ୍ରିୟା ବୁଝିବାକୁ ଆମ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ – ତାହା ପଦାର୍ଥ ବିଜ୍ଞାନୀମାନଙ୍କୁ ମଧ୍ୟ ଅଜଣା ।

| ଗଣତାନ୍ତ୍ରିକ ସଂସ୍ଥା ଏବଂ ଅନୁଷ୍ଠାନଗୁଡିକୁ ଏବଂ ପ୍ରକ୍ରିୟାର ଅଣଦେଖା |ବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।

କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥାମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ୱାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ ।

|ଉପଯୋଗୀକରଣ|ଉପଯୋଗୀକରଣ ଏପରି ଏକ ପ୍ରକ୍ରିୟା ଅଟେ ଯାହା ଜୀବନ୍ତ ଜିନିଷକୁ ଜୀବନ୍ତ ରଖିବା ଏବଂ ନିଜପରି ଆହୁରି ଅଧିକ ବନେଇବା ପାଇଁ ସାହାଯ୍ୟ କରିଥାଏ ।

ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।

ବହୁ-ଅଣ୍ଡିରା ଦଳରେ ଉଚ୍ଚ-କ୍ରମର ଅଣ୍ଡିରା ମାଙ୍କଡ଼ମାନେ ମୁଖ୍ୟତଃ ଶିଶୁମାନଙ୍କ ପିତା ହୋଇଥାନ୍ତି , ତା’ପରେ ନିମ୍ନ ପଦସ୍ଥ ଅଣ୍ଡିରାମାନଙ୍କୁ ସୁଯୋଗ ମିଳେ ଓ ସମୟେ ସମୟେ ବାହାର ଦଳର ଅଣ୍ଡିରାମାନେ ମଧ୍ୟ ପ୍ରଜନନ ପ୍ରକ୍ରିୟାରେ ଯୋଗଦାନ କରନ୍ତି ।

ଗୁଣନ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:| କ୍ରମବିନିମୟ ନିୟମ |ଗୁଣନ ପ୍ରକ୍ରିୟାରେ ଗୁଣ୍ୟ ଏବଂ ଗୁଣକର ସ୍ଥାନ ବଦଳିଗଲେ ମଧ୍ୟ ଗୁଣଫଳରେ କୌଣସି ପରିବର୍ତ୍ତନ ଦୁଏନାହିଁ ।

ଯେହେତୁ ଶୁନ୍ୟଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।

ସ୍ତନ କ୍ଷୀର ଉତ୍ପାଦନ ଏକ ପ୍ରାକୃତିକ ପ୍ରକ୍ରିୟା, ଯେପର୍ଯ୍ୟନ୍ତ ଶିଶୁ କ୍ଷୀର ପିଇଥାଏ, କ୍ଷୀର ସ୍ତନରେ ଉତ୍ପନ୍ନ ହୁଏ ଏବଂ ଶିଶୁ କ୍ଷୀର ପିଇବା ଛାଡିବାର କିଛି ସମୟ ପରେ ସ୍ତନ ନିଜେ କ୍ଷୀର ତିଆରି ବନ୍ଦ କରେ ।

processings's Usage Examples:

Class of electronic units for electronic data processings.


They do, however, constitute filters, readings, processings of the original pieces.


so many processings and reprocessings – it"s a bit like making soup from the leftovers of.


(2009– ) feature paintings within paintings: carefully rendered "re-processings" of art-canon masterworks, depicted on exhibition walls (information.


Her performances and videos of them are reminiscent of "Freudian processings", and suggest a naive girl who always wears her delicate dress and high.


optical and avoids throttling by intermediate electronic conversions and processings.


of food and its decision making relies on several concurrent neural processings.


Studies that compare adults with adolescents in their processings of basic and social emotions also suggest developmental shifts in brain.


And he was also versed in Maha Mudra processings of liberation from "afflictions" and "obscurations" kleshas of mind.


Coimbatore-Erode-Salem stretch was well known for Industries and Textile processings and it is announced as Coimbatore-Salem Industrial Corridor and further.


so many processings and reprocessings - it"s a bit like making soup from the leftovers of.


dyeing, mechanical, chemical softening, shrinkage and other textile processings.


On 1 February 2020, Santhosh Ananddram tweeted about the processings of the song shoot choreographed by Jani Master.



Synonyms:

refinement, development, vulcanization, vulcanisation, purification, data processing, process, developing, refining, physical process, blowing,

Antonyms:

imperfection, nondevelopment, palingenesis, cenogenesis, devolution,

processings's Meaning in Other Sites