<< printery printing business >>

printing Meaning in Odia (Oriya). ( printing ଶବ୍ଦର ଓଡିଆ ଅର୍ଥ)



ମୁଦ୍ରଣ,

Noun:

ମୁଦ୍ରଣ,

printing తెలుగు అర్థానికి ఉదాహరణ:

ପଣ୍ଡିତ ଗୋପୀନାଥ ନନ୍ଦଙ୍କ "ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ"ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,"ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ"ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ ।

ଏଠାରେ ମୁଦ୍ରଣ ଇତିହାସ ଉପରେ ଅଧିକ ଜାଣିବା ପାଇଁ ଏକ ଅଡିଓଭିଜୁଆଲ ଡିସପ୍ଲେ ସିଷ୍ଟମ ଏବଂ ଟଚସ୍କ୍ରିନ ସୂଚନା ବୋର୍ଡ଼ ରହିଛି ।

| ଆଧାର |୧୮୯୩ ଜନ୍ମ|୧୯୫୨ ମୃତ୍ୟୁ ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ ( ; ୧୩୯୫ – ୩ ଫେବୃଆରୀ ୧୪୬୮) ଥିଲେ ଜଣେ ଜର୍ମାନ୍ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ ଯିଏ ଇଉରୋପରେ ମୁଦ୍ରଣର ପ୍ରାରମ୍ଭ କରିଥିଲେ ।

|ଗୀତା ପ୍ରେସର ପ୍ରଥମ ମୁଦ୍ରଣାଳୟ ୧୯୨୩ ମସିହାରେ ପ୍ରତିଷ୍ଠା ହେଇଥିଲା ।

ଓଡ଼ିଶାରେ ଗଣିତକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୧୯୮୪ ମସିହାରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା ।

ମୁଦ୍ରଣ ବ୍ୟାପକ ଭାବେ ବ୍ୟବହାର ହେବା ପରେ ମଧ୍ୟ ଅନେକ କ୍ଲାସିକ "ଶିଶୁ" କାହାଣୀ ମୂଳତଃ ବୟସ୍କମାନଙ୍କ ପାଇଁ ରଚନା କରାଯାଇଥିଲା ଏବଂ ପରେ ଅଳ୍ପ ବୟସ୍କ ପାଇଁ ଗ୍ରହଣ କରାଯାଇଥିଲା ।

ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ ।

ମୁଦ୍ରଣ ହୋଇଥିଲା ଶତାକ୍ଷି(ଷ୍ଟୋନି ରୋଡ , କଟକ ୨)ରେ ।

ଭାରତରେ ତାଙ୍କଦ୍ୱାରା ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଥିଲା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନାର ଅଭିବୃଦ୍ଧି ହେବା ଦିଗରେ ଅନ୍ୟ ଏକ ପ୍ରଚେଷ୍ଟା।

ଇଂରାଜୀ ଓ ଚୀନା ଭାଷୀ ମୁଦ୍ରଣ ପରେ ଜର୍ମାନୀ ପୁସ୍ତକ ବିକ୍ରୟରେ ତୃତୀୟ ।

୧୯୦୫ ମସିହାରେ ମହୀଶୂରର ସଂସ୍କୃତ ବିଷାରଦ ରୁଦ୍ରପଟ୍ଟଣ ଶାମାଶାସ୍ତ୍ରୀ ଏହି ଗ୍ରନ୍ଥର ପୁନରାବିଷ୍କାର କରି ୧୯୦୯ ମସିହାରେ ଏହାର ମୁଦ୍ରଣ କରାଇଥିଲେ ।

ଆଧୁନିକ ଅଫସେଟ ମୁଦ୍ରଣ ବ୍ୟ ବହାର କରି ଛପାଯାଇଥିବା କିଛି ଛପା ନମୁନା ମଧ୍ୟ ଏଠାରେ ରହିଛି ।

| ଲେଟର ପ୍ରେସ ପ୍ରିଣ୍ଟିଂ ଗ୍ୟାଲେରି |ଭାରତର ସ୍ୱାଧୀନତା ପୂର୍ବରୁ ପୂର୍ବତନ ଶାସକମାନଙ୍କଦ୍ୱାରା ବ୍ୟବହୃତ ମୁଦ୍ରଣ ଯନ୍ତ୍ରପାତି ସମେତ ଓଡ଼ିଶା ସରକାରୀ ମୁଦ୍ରଣାଳୟର ବିଭିନ୍ନ ଶାଖାରୁ ସଂଗୃହିତ ଲେଟର ପ୍ରେସଗୁଡ଼ିକ ଏଠାରେ ପ୍ରଦର୍ଶିତ ହୋଇଛି ।

printing's Usage Examples:

processing machines (such as printing presses, laminating, coating and slitting machines) and converts or changes the web of material into an intermediate.


children"s book by David Baldacci Finisher, a device for post-printing actions (stapling, hole-punching, folding, or collating) usually as a multi-function printer.


18th-century Japanese woodblock printing and has been described as "joyfully, subversively feminine.


The press hall there was responsible for printing several newspaper titles, including The Sentinel, and many northern editions of The Daily Mail.


as receptionist, conference rooms, desk space, mailboxes, printing and faxing at a permanent address, which are owned and maintained by the virtual office.


In 1924, the Republican and American began printing their Sunday comic pages in color and started selling their color printing services to other newspapers.


You see I am a publisher as well as a composer and have a big printing house of my own in New York.


As a result, Godzilla: Kingdom of Monsters #1 was thus able to sell out its 1st printing.


The Crnojević printing house (Serbian: Штампарија Црнојевића, romanized: Štamparija Crnojevića) or Cetinje printing house (Serbian: Цетињска штампарија.


which is for printing colour negatives, and Ilfochrome, for colour transparencies.


Some fonts oriented towards small print use and printing on poor-quality newsprint paper may have slab serifs.


Underprinting is used as a security measure to prevent forgery, or the cleaning of a postmark from a used stamp.



Synonyms:

writing,

Antonyms:

demonetization, antitype,

printing's Meaning in Other Sites