princekin Meaning in Odia (Oriya). ( princekin ଶବ୍ଦର ଓଡିଆ ଅର୍ଥ)
ରାଜକୁମାର,
Noun:
ପ୍ରିନ୍ସଟନ୍ |,
People Also Search:
princekinsprincelet
princelets
princelier
princeliest
princelike
princeling
princelings
princely
princes
princess
princess grace of monaco
princess pine
princesses
princessly
princekin తెలుగు అర్థానికి ఉదాహరణ:
ଜଣେ ଯୁବ ରାଜକୁମାର ହିସାବରେ ସେ ଶକ୍ତି ପାଇଁ ମୋହଗ୍ରସ୍ତ ଥିଲେ ଏବଂ ସିଂହାସନ ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ ।
|ଯେତେବେଳେ ରାଜକୁମାରୀ ୟାମାତୋହିମେନୋ ମିକୋତୋ ଉଜିତାଚୀ ଗ୍ରାମରେ ପଦାର୍ପଣ କଲେ, ସେ ସେହି ସ୍ଥାନକୁ ଚିହ୍ନିତ କରିବା ପାଇଁ ସେଠାରେ ୫୦ଟି ଘଣ୍ଟି ବାନ୍ଧିଦେଲେ ।
ତୁମେ ଯାଇ ରାଜକୁମାରୀ ରୁକ୍ମଣୀଙ୍କୁ କୁହ ଯେ ମୁଁ ନିଶ୍ଚିତ ଭାବେ ତାଙ୍କୁ ବିବାହ କରିବି ।
ଜଣାପଡିଲା ସେମାନେ ହେଉଛନ୍ତି ପ୍ରେମା , ଦିଶା ଓ ତାଙ୍କ ମୁଖ୍ୟ ବାଇଜି(ମାୟା) ଯିଏକି ରାଜକୁମାର'ର ଭଉଣୀ ଥିଲା ।
ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ସନ୍ତୋଷୀ ।
ତାଙ୍କ ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ଅଗ୍ନି ଦେବ ତାଙ୍କୁ ପ୍ରେମ କରିବାକୁ ଲାଗିଲେ ଓ ରାଜକୁମାରୀ ମଧ୍ୟ ଅଗ୍ନିଙ୍କ ପ୍ରେମ ସ୍ୱୀକାର କରିଥିଲେ ।
ତାଙ୍କୁ ମଧ୍ୟ ଯୁବ ରାଜକୁମାରମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବା ଦାୟିତ୍ୱ ଦିଆଯାଇଥିଲା ।
ଭିକାଜି କାମା, ଡାଃ ଆନି ବେଶାନ୍ତ, ପ୍ରୀତି ବାଡେଲାଲ, ବିଜୟଲକ୍ଷ୍ମୀ ପଣ୍ଡିତ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଳନୀ, ଅରୁଣା ଆସଫ ଅଲି, କସ୍ତୁରବା ଗାନ୍ଧୀ ଓ ଆହୁରି ଅନେକ ନହିଲା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ତ୍ୟାଗ ସ୍ୱୀକାର କରିଥିଲେ ।
୨୦୧୦ ମସିହାରେ ରାଜକୁମାର ଏହି ଉପନ୍ୟାସଟିର ଇଂରାଜୀ ଅନୁବାଦ କରିଥିଲେ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ଏହାକୁ ପ୍ରକାଶନ କରିଥିଲା ।
ବାଲେଶ୍ୱର ରାଜକୁମାର ବୈକୁଣ୍ଠ ନାଥ ଦେ ଏମାନଙ୍କୁ ପ୍ରୋତ୍ସାହିତ କଲେ ।
ଦଶରଥ ସେତେବେଳେ ରାଜକୁମାର ଥିଲେ, ସେ ସରଜୁ ନଦୀ କୂଳକୁ ଶିକାର କରିବାକୁ ଯାଇଥିଲେ ।
ତାଙ୍କ ଚିତ୍ରନାଟ୍ୟର ପ୍ରଥମ ଚଳଚ୍ଚିତ୍ର ରାଜକୁମାରୀ ୧୯୪୭ ମସିହାରେ ମୁକ୍ତିଲାଭ କରିଥିଲା ।
ବିବାହର କିଛି ବର୍ଷ ପରେ ଥରେ ଟ୍ରୟ ରାଜକୁମାର ପ୍ୟାରିସ ସ୍ପାର୍ଟା ବୁଲିବାକୁ ଆସିଥିଲେ ।