<< prime meridian prime mover >>

prime minister Meaning in Odia (Oriya). ( prime minister ଶବ୍ଦର ଓଡିଆ ଅର୍ଥ)



ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ,

Noun:

ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ,

prime minister తెలుగు అర్థానికి ఉదాహరణ:

ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ଗଣ-ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରି ଘୋଷଣା କରିଥିଲେ ବୋଲି ମତ ଦେଇଥିଲେ, ମାତ୍ର ଗଣ-ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହାକୁ ଖଣ୍ଡନ କରିବା ସହ ସେମିତି କିଛି ଆଲୋଚନା ହୋଇନଥିବା ଜଣାଇଥିଲେ ।

|୨୦୦୭ରେ ଶ୍ରେଷ୍ଠ ଖେଳାଳି ହିସାବରେ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପାଇଥିଲେ ।

|‎ ନବେମ୍ବର ୮ - ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ|‎ ନବେମ୍ବର ୧୦ - କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକଲା ଅପରାଧ ଶାଖା ।

ସେ ଉତ୍ତର ପ୍ରଦେଶ ରାଜ୍ୟର ଶିକ୍ଷାମନ୍ତ୍ରୀ (୧୯୯୧-୯୨) ମୁଖ୍ୟମନ୍ତ୍ରୀ(୨୦୦୦-୨୦୦୨), ତତ୍କାଳୀନ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଏବଂ ଭାରତର ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି (୨୦୦୫-୨୦୦୯) ଥିଲେ ।

୨୦୦୯ ମସିହାରେ ବିଧାୟକ ଭାବରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ।

୨୦୧୪ରେ "ଚୁପ୍‍ଚାପ୍‍ ରାତି ଟୁପ୍‍ଟାପ୍‍ କଥା"ରେ କମଳଲୋଚନ, "ଅାସିଛି ମଙ୍ଗଳ ଗ୍ରହର ଝିଅ"ରେ ରୁଦ୍ରପ୍ରସାଦ ସାମନ୍ତରାୟ, "ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ'ରେ ମଧୁ ମହାପାତ୍ର, "ଲେଡି ଡନ୍‍'ରେ କୃତିବାସ କରଶର୍ମା ଚରିତ୍ରରେ ଅଭିନୟ କରିଥିଲେ ।

୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଭଦ୍ରକର ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେ ୧୯୫୪ରୁ ୧୯୬୩ ମଧ୍ୟରେ ତାମିଲନାଡୁର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

|ପ୍ରାୟ ୭୦୦ ଆସନ ବିଶିଷ୍ଟ ଏହି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଗୃହ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ନାମରେ ନାମିତ ।

| ନରେନ୍ଦ୍ର ମୋଦୀଙ୍କ ସହିତ କାର୍ଯ୍ୟ |୨୦୦୧ ମସିହାରେ, ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ସେହି ମାସ, ଅକ୍ଟୋବର, ୨୦୧୮ରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ।

ଅର୍ଥାତ୍‌ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୁଅନ୍ତି ।

prime minister's Usage Examples:

The GovernorThe Governor, appointed by the British monarch (on the advice of the prime minister), maintained executive power in Malta throughout British rule.


from government ministers, who are nominated by the prime minister and form the Federal Executive Council.


Lü Jia, the last prime minister of the Kingdom, was a Yue citizen, and over 70 of his kinsmen served as officials in various parts of the government.


McMahon to Richard Nixon, suggesting that his character traits have been overemphasised, while Troy Bramston viewed him as "a prime minister who clearly understood.


He never held the title "prime minister" as is commonly misconceived.


president, prime minister, rabbi, emperor, or other person who has been "permitted to retain as an honorary title the rank of the last office held".


On June 21 four members of the government were arrested by the Soviet authorities, supposed prime minister Kazys Škirpa was put under [arrest] in Berlin, and another minister was also unable to come.


been four bachelor and nine widower prime ministers; the last bachelor was Edward Heath (1970–1974) and the last widower was Ramsay MacDonald (1924, 1929–1935).


She currently resides with the prime minister of the United Kingdom, John Major and his wife.


Quattrocchi's role in this scandal, and his proximity to Indian prime minister Rajiv Gandhi through his Italian wife Sonia Gandhi is thought to have contributed to the defeat of the Congress Party in the 1989 elections.


It speaks frankly to the party leader / prime minister.


Two prime ministers have died in office (Macdonald and Sir John Thompson).



Synonyms:

premier, head of state, PM, British Cabinet, chief of state,

Antonyms:

last,

prime minister's Meaning in Other Sites