priam Meaning in Odia (Oriya). ( priam ଶବ୍ଦର ଓଡିଆ ଅର୍ଥ)
ପ୍ରିୟମ୍,
(ଗ୍ରୀକ୍ ପୁରାଣ |,
People Also Search:
priapicpriapism
priapus
pribble
price
price bracket
price control
price controlled
price fixing
price freeze
price gouging
price increase
price index
price level
price list
priam తెలుగు అర్థానికి ఉదాహరణ:
|ଅଭିନୟ|ପ୍ରିୟମ୍ବଦା ରାୟ|ରାଈଚରଣ ଦାସ|ଶରତ ପୂଜାରୀ|ମ. ରାମଦାସ|ଲଲାଟେନ୍ଦୁ ରଥ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ।
| ରାଜନୈତିକ ଜୀବନ |ପ୍ରିୟମ୍ବଦା ଦେବୀ ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
କୁନା ତ୍ରିପାଠୀ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ବିନାୟକ ମିଶ୍ର, ନବ ଆଚାର୍ଯ୍ୟ, ରୀନା ବେହେରା, ସୁବ୍ରତ ଦାସ, ଜୀମୁତା, ଜୟନ୍ତି କର, ମନୋଜ ପଣ୍ଡା, ନିମାନନ୍ଦ ପାତ୍ର, ପ୍ରିୟମ୍ବଦା ରାୟ, ତୃପ୍ତି ସିହ୍ନା, ଶ୍ରୀକୃଷ୍ଣ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ ।
|ପ୍ରିୟମ୍ବଦା ରାୟ, ରାଈଚରଣ ଦାସ, ଶରତ ପୂଜାରୀ, ମ. ରାମଦାସ, ଲଲାଟେନ୍ଦୁ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
|ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ପାଇଁ ପ୍ରିୟମ୍ବଦା ଦେବୀ ଚାରିଥର ଗିରଫ ହୋଇ କରାଦଣ୍ଡ ଭୋଗିଥିଲେ ।
| ଜନ୍ମ |ପ୍ରିୟମ୍ବଦା ଦେବୀ ୧୮୯୮ ମସିହାରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ବାପାଙ୍କ ନାମ ମୋହନ ମେହେର ଓ ପତ୍ନୀଙ୍କ ନାମ ପ୍ରିୟମ୍ବଦା ମେହେର ।
| ପୁରସ୍କାର ଓ ସମ୍ମାନ |ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରିୟମ୍ବଦା ଦେବୀଙ୍କର ମହତ୍ତ୍ୱପୂର୍ଣ୍ଣ ଅଂଶଗ୍ରହଣ ପାଇଁ ତାଙ୍କୁ ଭାରତ ସରକାରଙ୍କଦ୍ୱାରା କାଂସ୍ୟ ପଦକରେ ପୁରସ୍କୃତ କରାଯାଇଥିଲା ଏବଂ ଓଡ଼ିଶା ସରକାର ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ ।
|ଅଭିନୟ|ସିଦ୍ଧାନ୍ତ ମହାପାତ୍ର|ଅଜିତ ଦାସ|ଅନୁରାଧା|ଚନ୍ଦ୍ରଶ୍ରୀ|ସାତ୍ୱକି ମିଶ୍ର|ରାଇମୋହନ ପରିଡ଼ା|ଅଞ୍ଜନା ଦାସ|ମହେଶ ପଇଦି|ପ୍ରିୟମ୍ବଦା ରାୟ|ଜୟୀରାମ ସାମଲ|ବ୍ରଜ ସିଂହ|ତନୁଶ୍ରୀ|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।
ଏଥିରେ ମୁଖ୍ୟ ଭୂମିକାରେ ପ୍ରକୃତି ମିଶ୍ର, ପାର୍ଥସାରଥୀ ରାୟ ଓ ପ୍ରିୟମ୍ବଦା ରାୟ ଅଭିନୟ କରିଛନ୍ତି ।
|ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ମାମା ମିଶ୍ର, ଜ୍ୟୋତି ମିଶ୍ର, ଉଷସୀ ମିଶ୍ର, ହର ପଟ୍ଟନାୟକ, ସୁରେଶ ବଳ, ନମ୍ରତା ଦାସ, ସରୋଜ ଦାସ, ସାତ୍ୱକୀ ମିଶ୍ର, ପିଣ୍ଟୁ ନନ୍ଦ, ପିତବାସ, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରିୟମ୍ବଦା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
priam's Usage Examples:
29: Mensibus etiam iuxta propriam linguam vocabula imposuit, cum ante id temporis apud Francos partim latine partim barbaris.
The tufted gray langur (Semnopithecus priam), also known as Madras gray langur, and Coromandel sacred langur, is an Old World monkey, one of the species.