prestige Meaning in Odia (Oriya). ( prestige ଶବ୍ଦର ଓଡିଆ ଅର୍ଥ)
ପ୍ରତିଷ୍ଠା, ସମ୍ମାନ,
Noun:
ପ୍ରତିଷ୍ଠା, ସମ୍ମାନ, ଖ୍ୟାତି,
People Also Search:
prestigesprestigious
prestissimo
presto
preston
prestos
prestressed
presumable
presumably
presume
presumed
presumedly
presumer
presumers
presumes
prestige తెలుగు అర్థానికి ఉదాహరణ:
ତାଙ୍କ ନାମରେ ଅଶୋକ ସ୍ମୃତି ସମିତି ପ୍ରତିଷ୍ଠା କରାଯାଇ, ପ୍ରତିବର୍ଷ ଅଶୋକ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥାଏ ।
ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କଦ୍ୱାରା ପ୍ରତିଷ୍ଠା କରାଇଥିଲେ ।
ରାମଙ୍କ ଜଣେ ପୂର୍ବଜ ରାଜା ମୁଚୁକୁନ୍ଦ ଏହି ନଗରୀର ପ୍ରତିଷ୍ଠାତା ବୋଲି ଅନ୍ୟ ଏକ ସ୍ଥାନରେ କୁହାଯାଇଛି ।
ସେ ଥିଲେ ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଓ ପରାମର୍ଶକ ।
ସେମାନଙ୍କର ଭାରତୀୟ ପରିବାରଠାରୁ ଅଲଗା, ସେମାନେ ଏକକ ଭାବରେ ତାଲିକାଭୁକ୍ତ ହୋଇଥିବାରୁ ସେମାନେ ଆବାସ ଗୃହ ପାଇଁ ଯୋଗ୍ୟ ହୋଇନଥିଲେ | ସେନ ତାଙ୍କ ସ୍ୱାମୀ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ବଙ୍ଗାଳୀ ହାଉସିଂ ଆକ୍ସନ୍ ଗ୍ରୁପ୍ ପ୍ରତିଷ୍ଠା କରିଥିଲେ, ଯାହାଦ୍ୱାରା ପୂର୍ବ ଲଣ୍ଡନରେ ବାଂଳାଦେଶୀ ସମ୍ପ୍ରଦାୟ ପାଇଁ ବ୍ରିକ୍ ଲେନ୍ ଏକ ନିରାପଦ ବାସସ୍ଥାନ ଭାବରେ ପ୍ରତିଷ୍ଠିତ ହୋଇଥିଲା।
ବହୁ ପ୍ରାଚୀନ ସମୟରୁ ଏହାର ଦକ୍ଷିଣ ମୋନ୍ ଅଞ୍ଚଳରେ ବାହାରୁ ଆସିଥିବା ଲୋକଙ୍କଦ୍ୱାରା ଏକ ସଭ୍ୟତାର ପ୍ରତିଷ୍ଠା ହେବାର ପ୍ରମାଣ ମଧ୍ୟ ମିଳେ ।
ପ୍ରକୃତରେ ୧୦୦୯ ମସିହାରେ ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟ ପାହାଡ଼ ଓ ଜଙ୍ଗଲ ଘେରା ଏହି ଅଞ୍ଚଳକୁ ନେଇ ମାଉଣ୍ଟ ଅଲିପସ ନ୍ୟାଶନାଲ ମନୁମେଣ୍ଟ ପ୍ରତିଷ୍ଠା କରିଥିଲେ ।
|GKGokhale.jpg|ଗୋପାଳ କୃଷ୍ଣ ଗୋଖଲେ, ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ସର୍ଭିସେସ୍ ଅଫ୍ ଇଣ୍ଡିଆ ସୋସାଇଟିର ପ୍ରତିଷ୍ଠାତା ଥିଲେ ।
ସେ ଗୌଡ଼ୀୟ ବୈଷ୍ଣବଧର୍ମର ଜଣେ ପ୍ରକ୍ଷାତ ଧର୍ମୀୟ ନେତା, ଗୁରୁ ଓ ଗୌଡ଼ୀୟ ମଠମାନଙ୍କର ପ୍ରତିଷ୍ଠାତା ଅଟନ୍ତି ।
କଥିତଅଛି କି ଏଠାରେ ଇନ୍ଦ୍ର ତପସ୍ୟା କରି, ଶକ୍ରେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ।
|୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା ।
| ଇତିହାସ |ଭାରତ ସରକାରଙ୍କ ପ୍ରଣୀତ ପରିବାର ଅଦାଲତ ଅଧିନିୟମ, ୧୯୮୪ର ଧାରା ୩ ଆଧାରରେ ୨୦୧୬ ମସିହା ଜୁନ ମାସରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ସଂଖ୍ୟା ୫୨୭୫L,ତା-୪.୬.୨୦୧୬ ଅନୁସାରେ ଏହି ଅନୁଷ୍ଠାନର ପ୍ରତିଷ୍ଠା ନିମିତ୍ତ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
prestige's Usage Examples:
to brown tones have fallen into disfavor, it has lost prestige among hybridizers.
He also mentions that the Qurayza were addressed as Ahlu al-halqa (people of the weapons) by the Quraysh and notes that these weapons strengthened their position and prestige in the tribal society.
Both ladies and gentlemen will be turned away if they fail to comply with the dress code, regardless of their prestige in rowing or elsewhere.
Oldman"s poise and prestige are counterpointed by an ongoing scam whereby his friend Billy Whistler (Donald Sutherland).
The building"s finely wrought façade, dominated by spires and campaniles seemingly out of a Perrault fairy tale, enhances the prestige of the liqueur.
or history" as examples, and describes science as enabling such "new mysticisms" that "borrow prestige").
This decision was made partly for reasons of prestige, as the capture of Kimberley (which contained the famous Imperialist and former Prime Minister of Cape Colony, Cecil Rhodes) would be a major propaganda victory for the British.
virtually compulsory for Swiss prestige name watches in the highest price bracket, it is the lesser-known place name "Fleurier" that graces the watches.
A substratum or substrate is a language that has lower power or prestige than another.
It has been argued by some historians that his behaviour left him open to clerical domination, and reduced his prestige and respect amongst the Frankish nobility.
Issue 307 of Dragon magazine featured D20 content related to ASOIAF, including stats for Tyrion Lannister, Sandor Clegane and other prominent characters; adventure hooks; and a brother of the Night's Watch prestige class.
A consul elected to start the year—called a consul ordinarius ("ordinary consul")—held more prestige than a suffect consul,.
tend "to provide an "official" imprimatur to their activities, and to that extent it may provide them prestige and indirect financial benefit".
Synonyms:
prestigiousness, standing,
Antonyms:
obscurity, honor, prominence,