presidential Meaning in Odia (Oriya). ( presidential ଶବ୍ଦର ଓଡିଆ ଅର୍ଥ)
ଅଧ୍ୟକ୍ଷତା, ରାଷ୍ଟ୍ରପତି, ରାଷ୍ଟ୍ରପତି ସମ୍ବନ୍ଧୀୟ,
Adjective:
ଅଧ୍ୟକ୍ଷତା, ରାଷ୍ଟ୍ରପତି,
People Also Search:
presidential directivepresidential term
presidents
presidentship
presidentships
presider
presides
presidia
presidial
presidiary
presiding
presiding officer
presidio
presidios
presidium
presidential తెలుగు అర్థానికి ఉదాహరణ:
ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ଓଡ଼ିଆ ଭାଷାର ଗୁଣାତ୍ମକ ମୂଲ୍ୟବୃଦ୍ଧି ସମ୍ପର୍କିତ ପ୍ରକଳ୍ପରେ ସେ ଅଧ୍ୟକ୍ଷତା କରିଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନଦ୍ୱାରା ପ୍ରକାଶିତ ପୁସ୍ତକ ‘ଓଡ଼ିଆ ଭାଷାର ଇତିବୃତି’ ତାଙ୍କ ଅଧ୍ୟକ୍ଷତାରେ ସଂକଳିତ ହୋଇଥିଲା ।
: ଭୁବନେଶ୍ୱରରେ ପ୍ରଥମ ଜାତୀୟ ବିଶ୍ୱକୋଷ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ।
ଏହିସବୁ ଗ୍ରାମର ପଣ୍ଡିତମାନେ ମୁକ୍ତିମଣ୍ଡପର ଅଧ୍ୟକ୍ଷତା କରନ୍ତି ।
୧୯୦୬ରେ କୋଲକାତା କଂଗ୍ରେସରୁ ଅବସର ପରେ ଆୟୋଜିତ ମହିଳା ସମ୍ମିଲନରେ ଅଧ୍ୟକ୍ଷତା କରିଥିଲେ ।
ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।
| ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପାଳି(1993–1994) |ରଣସିଂହେ ପ୍ରେମାଦାସଙ୍କ ଅଧ୍ୟକ୍ଷତାରେ ବିକ୍ରମସିଙ୍ଘେଙ୍କୁ ଶିଳ୍ପ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା, ଯେଉଁଥିରେ ସେ ଔଦ୍ୟୋଗିକ ସଂସ୍କାର ଆରମ୍ଭ କରିଥିଲେ ଏବଂ 'ବିୟାଗାମା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍' ପ୍ରତିଷ୍ଠା କରିଥିଲେ ।
ବେସାନ୍ତ ଟିଲ୍ଲେଟ୍ଙ୍କୁ ଅଧ୍ୟକ୍ଷତା କରିବାରେ ସାହାଯ୍ୟ କରିଥିଲେ ।
୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା ।
|ପ୍ରାକ୍ ଜୀବନ|ସନ ୧୭/୦୫/୧୯୩୮ରେ ରେଭନ୍ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁକାନ୍ତ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଚ୍ଛିନ୍ନ ଉତ୍କଳ ଅବକାଶ ବାହିନୀର ଚିନ୍ତାମଣି ପାଣିଗ୍ରାହୀ ଜଣେ ସକ୍ରିୟ ସଭ୍ୟ ଥିଲେ ।
୧୯୬୪ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର କାର୍ଯ୍ୟାଳୟ ମଧ୍ୟ ଏବେ ଏହି କୋଠାଟିରେ ଚାଲୁଛି ।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ବିଚାରପତି ଖାନବିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ ।
ଏହି ସମୟ ମଧ୍ୟରେ ସେ କମ୍ୟୁନିଷ୍ଟ ଆନ୍ଦୋଳନଦ୍ୱାରା ଆକର୍ଷିତ ହୋଇଥିଲେ ଏବଂ ସେ ସାହିତ୍ୟ ପ୍ରଭାକର ସାହାରାଣା ସାଙ୍ଗମ୍ (ରାଇଟର୍ସ କୋଅପରେଟିଭ୍ ସୋସାଇଟି)ର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ | ସେ କେରଳ ସାହିତ୍ୟ ଏକାଡେମୀ ଅଧ୍ୟକ୍ଷତା କରିଥିଲେ ଏବଂ ସାହିତ୍ୟ ଏକାଡେମୀ ସହିତ ଏହାର ସାଧାରଣ ପରିଷଦର ସଦସ୍ୟ ଭାବରେ ମଧ୍ୟ ଜଡ଼ିତ ଥିଲେ।
presidential's Usage Examples:
This has never taken place; in 2006, when Turkmenistan's only presidential vacancy occurred due to Niyazov's death in office, the State Security Council of Turkmenistan transferred the right to act as President to the first deputy chairman of the Cabinet of Ministers on an ad-hoc basis.
The party endorsed Raymond Hakena, a former member of 1980s band Sanguma, in the 2008 presidential by-election after Kabui's death, but lost to James Tanis.
8% of the vote in the 2000 presidential election, coming in third place.
the upper house has less power and tends to have a more advisory role, but in others, particularly federal presidential systems, the upper house has equal.
The vice president cannot assume presidential functions on temporary absences of the president such as official trips abroad or vacations.
During the 2012 presidential election, Patrick served as a surrogate for the Obama campaign.
)The jury returned guilty verdicts on November 6, 1980, two days after the presidential election.
Extended family lifeRaven Hill and Woodland When his presidential term ended on December 9, 1844, Houston turned his attention to the Raven Hill plantation he had acquired that year northwest of Grand Cane and east of Huntsville.
"Madagascar: Rajoelina could throw in the towel of the Malagasy presidential race".
Nixon"s state funeral is unique among recent presidential state funerals in that, in accordance with his own wishes, none of the elements of the.
He was also an informal advisor to Michael Dukakis's 1988 presidential campaign.
Synonyms:
statesmanlike, statesmanly,
Antonyms:
undiplomatic, unpresidential, unstatesmanlike,