<< preservationist preservations >>

preservationists Meaning in Odia (Oriya). ( preservationists ଶବ୍ଦର ଓଡିଆ ଅର୍ଥ)



ସଂରକ୍ଷଣବାଦୀ,

ରକ୍ଷଣଶୀଳ |,

preservationists తెలుగు అర్థానికి ఉదాహరణ:

|ଜଣେ ପ୍ରତିବଦ୍ଧ ସଂରକ୍ଷଣବାଦୀ, ସୁଗତା କୁମାରୀ ଥିରୁବନନ୍ତପୁରମ ପ୍ରକୃତିର ସଂରକ୍ଷଣ ପାଇଁ ସଚିବ ଭାବରେ କାର୍ଯ୍ୟ କରିଥିଲେ ।

|ଆଧାର|ଦକ୍ଷିଣ ଏସୀୟ ଖାଦ୍ୟ ଫତେ ସିଂ ରାଠୋର୍ (୧୦-ଅଗଷ୍ଟ-୧୯୩୮ରୁ ୧-ମାର୍ଚ୍ଚ-୨୦୧୧) ଜଣେ ଭାରତୀୟ ବ୍ୟାଘ୍ର ସଂରକ୍ଷଣବାଦୀ

ଲାଓରେ ପ୍ରବାହିତ ମେକଂଗ୍ ନଦୀର ଉପତ୍ୟକାରେ କାନାଡାର ସଂରକ୍ଷଣବାଦୀ ଇଆନ୍ ବେର୍ଡ୍ ଲାଓ ସାମାଜିକ ମାଛଶିକାର ଓ ଡଲ୍‍ଫିନ୍ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।

ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।

| ଶିକାରୀରୁ ସଂରକ୍ଷଣବାଦୀ |ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ ।

|ଆଧାର ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।

|ଗ୍ୟାଲେରି|ଆଧାର|ଚିକେନ କର୍ଣ୍ଣାଟକର ଅଧିବାସୀ କୋଟା ଉଲ୍ଲାସ କାରନ୍ଥ (K. Ullas Karanth) ଜଣେ ସଂରକ୍ଷଣବାଦୀ ଜୀବବିଜ୍ଞାନୀ ଓ ବ୍ୟାଘ୍ରବିଶେଷଜ୍ଞ ।

ଈଂରେଜ ଶାସନାଧୀନ ଭାରତର ପ୍ରସିଦ୍ଧ ଶିକାରୀ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ ଏହି ଦୁଇଟି କଲରାପତରିଆ ବାଘଙ୍କ ଶିକାର କରିଥିଲେ ।

ଡଲ୍‍ଫିନ୍ ଧରିବା ବା ଶିକାର କରିବା ଉପରେ ନିଷେଧାଦେଶ, ଡଲ୍‍ଫିନ୍‍ମାନଙ୍କ ବ୍ୟବସାୟ ବନ୍ଦ କରିବା, ସ୍ଥାୟୀ ଜାଲର ବ୍ୟବହାର ଉପରେ ରୋକ ଲଗାଇବା ଇତ୍ୟାଦି ଏଠାରେ ନିଆଯାଇଥିବା କେତେକ ସଂରକ୍ଷଣବାଦୀ ପଦକ୍ଷେପର ଉଦାହରଣ ।

ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍‍ଙ୍କ ନାମାନୁସାରେ ରଖାଯାଇଛି ।

ସଂରକ୍ଷଣବାଦୀ ବିଲୀ ଅର୍ଜନ୍ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ଜାନୁଆରୀ ୧୯୭୭ ମସିହାରେ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା ।

preservationists's Usage Examples:

A group of community preservationists led by Margot Gayle and Ruth Wittenberg formed the Committee of Neighbors to Get the Clock on Jefferson Market Courthouse Started and campaigned to have the building converted into a library.


For four years, Spaghetti Warehouse worked with local preservationists in an effort to save this structure, which was finally razed in 1994.


They were joined by preservationists, including Professor Sean Duffy, Head of the Department of History at Trinity College Dublin and Dr.


In 1999, Sheffer had the Art Deco interior gutted as unsalvageable, angering some neighborhood preservationists.


Although most were broken up when the railway closed, several parts have survived, and have been retrieved and stored by the railway preservationists.


Colonel was considered one of the first preservationists in Los Angeles, and his private collection formed the basis of the Natural History Museum of Los Angeles County.


PreservationSome of the stock of the LMR did pass into the hands of preservationists, for example Hunslet Austerity 0-6-0ST No.


Colonel was considered one of the first preservationists in Los Angeles, and his private collection formed the basis of the.


Swan Auditorium and iconic Rotunda were spared by preservationists and retrofitted.


Other uses of the termPersons who work to preserve ancient or endangered languages are called language preservationists.


Local preservationists were upset over the bulldozing of the 100-year-old structure.


After years of discussions and negotiations, historic preservationists were successful in getting sufficient funding in the early 2000s for another restoration project, and the fort was reopened to the public for the first time in decades on December 10, 2004.



Synonyms:

reformist, meliorist, crusader, social reformer, reformer,

Antonyms:

conservative,

preservationists's Meaning in Other Sites