<< presentation presentations >>

presentational Meaning in Odia (Oriya). ( presentational ଶବ୍ଦର ଓଡିଆ ଅର୍ଥ)



ଉପସ୍ଥାପନା,

Adjective:

ଉପସ୍ଥାପନା,

presentational తెలుగు అర్థానికి ఉదాహరణ:

ଏଥିରେ କିନ୍ତୁ ମୂଳ ରାମାୟଣର ସମସ୍ତ ବିଷୟ ବସ୍ତୁକୁ ଅବିକଳ ଉପସ୍ଥାପନା ନ କରି କବି ଅନେକ ପରିବର୍ତ୍ତନ କରିଥିଲେ ।

ସେ ବିଭିନ୍ନ ମଞ୍ଚରେ ତାଙ୍କର ବ୍ୟଙ୍ଗ କବିତାମାନ ଉପସ୍ଥାପନା କରିବା ସହ ଛୋଟ ଛୋଟ ହସ କଥା ଉପସ୍ଥାପନା କରିଥାନ୍ତି ।

ବିଭିନ୍ନ ରେଖାଚିତ୍ର ଓ ସୂଚକର ସହାୟତା ନେଇ ବିବେଚିତ ତଥ୍ୟର ଉପସ୍ଥାପନା କରାଯାଏ ।

ନିହାରିକା 'ବନୁଙ୍ଗି ମିସ୍ ଇଣ୍ଡିଆ' କାର୍ଯ୍ୟକ୍ରମର ମଧ୍ୟ ଉପସ୍ଥାପନା କରିଥିଲେ ।

| ଗଠନ ଓ ବିଷୟବସ୍ତୁ |ସାର୍ବଜନୀନ ଘୋଷଣାର ଦ୍ୱିତୀୟ ଚିଠା ବା ଡ୍ରାଫ୍ଟକୁ ରେନେ କାସିନ (René Cassin) ଉପସ୍ଥାପନା କରିଥିଲେ ।

ଉମାରାଣୀ ରେଡ଼ିଓରେ କ୍ଷୁଦ୍ରଗଳ୍ପର ଉପସ୍ଥାପନା କରିଥିଲେ ।

|ଅନ୍ୟାନ୍ୟ କାର୍ଯ୍ୟ|୨୦୧୭ ଅକ୍ଟୋବର ମାସରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଏକ ନିତିଦିନିଆ ଖେଳ କାର୍ଯ୍ୟକ୍ରମର ୟୁ-ଟ୍ୟୁବ୍ ଚେନାଲରେ ମିଆ ଖଲିଫା ଗିଲବର୍ଟ ଆରେନାସ୍‌ଙ୍କ ସ‌ହ ଉପସ୍ଥାପନା କାର୍ଯ୍ୟ କରିଥିଲେ ।

୨୦୧୬ ମସିହାରେ ଆଧାର ବିଲକୁ ଏକ ଅର୍ଥ ବିଲ ଭାବରେ ଉପସ୍ଥାପନାକୁ ମଧ୍ୟ ସେ ବିରୋଧ କରିଥିଲେ ।

| ଅଭିନତା ଜୀବନ |ଅଭିନେତା ଭାବେ ନିଜକୁ ଉପସ୍ଥାପନା କରିବା ପୂର୍ବରୁ ସେ ଡେଭିଡ ଧାବନଙ୍କ ପାଖରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

ଯଦିଓ ଅନେକେ ତାଙ୍କୁ ଉତ୍ତର-ସଂରଚନାବାଦୀ ଓ ଉତ୍ତର-ଆଧୁନିକତାବାଦୀ ବୋଲି ଧରନ୍ତି, ସେ ନିଜର ଚିନ୍ତନକୁ ଆଧୁନିକତାର ଏକ ଆଲେଚନାତ୍ମକ ଇତିହାସ ଭାବରେ ଉପସ୍ଥାପନା କରୁଥିଲେ ।

ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।

| ଉପସ୍ଥାପନା | ମଞ୍ଚ |ପ୍ରହ୍ଲାଦ ନାଟକରେ ବ୍ୟବହୃତ ବିଶେଷ ମଞ୍ଚସ୍ଥାପତ୍ୟ ଯୋଗୁଁ ଏହା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ।

| ଶାଖାନ୍ୱିତ |ସନ ୧୯୩୯ରେ, କାର୍ତ୍ତିକ କୁମାର ଘୋଷ ଏକ ବଙ୍ଗାଳୀ ନାଟକ ପିଡବ୍ଲ୍ୟୁଡିକୁ ଓଡ଼ିଆ ଭାଷାରେ ରୁପାନ୍ତର କରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉପସ୍ଥାପନା କଲେ ।

presentational's Usage Examples:

representational acting, the audience is studiously ignored and treated as voyeurs.


On its own, this would have made good comedy, as there were also sideswipes at Bear Grylls" and Dan Snow"s annoying presentational tics of adding.


"nbsp;115–123The Representational Revolution.


Grylls" and Dan Snow"s annoying presentational tics of adding drama to the tediously mundane.


Teller: Fool Us and he fooled them with an original Torn and Restored handbill, combined with a presentational angle involving a "Grappler" that he purchased.


"hypertext" is also sometimes used to describe tables, images, and other presentational content formats with integrated hyperlinks.


concrete poetry but with the characteristics of intermedia in which non-representational language and visual elements predominate.


Non-representational theory is the study of a specific theory focused on human geography.


A statue is a free-standing sculpture in which the realistic, full-length figures of persons or animals or non-representational forms are carved or cast.


On the other hand, weak representationalism claims only that phenomenal character supervenes on intentional content.


” Further, these kinds of idealization can be differentiated in terms of ‘representational ideals’, which Weisberg sees as “regulat[ing] which factors are to be included in models, set[ting] up the standards theorists use to evaluate their models, and guid[ing] the direction of theoretical inquiry.


All ITV plc regions received ITV 50 presentational material including branded graphics and station idents.


Other paintings, depicting patterned quadrilaterals and other symbols, are obscure in their meaning and may be non-representational.



presentational's Meaning in Other Sites