prescindent Meaning in Odia (Oriya). ( prescindent ଶବ୍ଦର ଓଡିଆ ଅର୍ଥ)
ପ୍ରେସିଡେଣ୍ଟ,
Noun:
ପ୍ରିନ୍ସିପାଲ୍, ରାଷ୍ଟ୍ରପତି, ଶାସକ, ଅବସରପ୍ରାପ୍ତ,
People Also Search:
prescindsprescission
prescissions
prescott
prescribable
prescribe
prescribed
prescribed form
prescriber
prescribes
prescribing
prescripe
prescript
prescriptible
prescription
prescindent తెలుగు అర్థానికి ఉదాహరణ:
ତଦାନନ୍ତିନ ଜର୍ଜ ବୁଶଙ୍କୁ ପରାସ୍ତ କରି ସେ ସନ ୧୯୯୨ରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିଲେ ।
ଜୀବତରାମ କୃପାଳିନୀଙ୍କ ପରେ ୧୭ ନଭେମ୍ବରରେ ସେ ତୃତୀୟଥର କଂଗ୍ରେସ ପ୍ରେସିଡେଣ୍ଟ ହୋଇଥିଲେ।
ସେ ଜାତୀୟ ବିଜ୍ଞାନ ଏକାଡେମିର ବାୟୋଲୋଜିକାଲ ବିଜ୍ଞାନ ବିଭାଗର ପ୍ରେସିଡେଣ୍ଟ ଭାବରେ ସନ୨୦୧୪ରେ ନିର୍ବାଚିତ ହୋଇଥିଲେ ।
|ହରତାଳ ପରେ ଆଫ୍ରିକାନ ଡେମୋକ୍ରାଟିକ ରାଳି ନିମନ୍ତେ ମହିଳା କମିଟିର ପ୍ରେସିଡେଣ୍ଟ ଭାବରେ ବଂଗୌର ନିର୍ବାଚିତ ହୋଇଥିଲେ ।
|ପୁରସ୍କାର ଓ ସମ୍ମାନ|ପାକିସ୍ଥାନର ପ୍ରେସିଡେଣ୍ଟ ୧୯୭୮ ମସିହାର ସାବ୍ରି ବ୍ରଦର୍ସ ଦଳକୁ ପ୍ରାଇଡ ଅଫ ପରଫର୍ମାନ୍ସ ପୁରସ୍କାର ଦେଇଥିଲେ ।
ଅଲ୍ ଉତ୍କଳ ବ୍ୟାଙ୍କ ଏମ୍ପଲୟୀ ଆସୋସିଏସନର ସେକ୍ରେଟାରୀ ଓ ୱର୍ଲଡ ଡେମୋକ୍ରାଟିକ ୟୁଥ ଫେଡେରେସନର ପ୍ରେସିଡେଣ୍ଟ ଥିଲେ ।
|କଲେଜର ଅପ୍ରତିଦ୍ୱନ୍ଦି ଛାତ୍ର ସଂସଦର ପ୍ରେସିଡେଣ୍ଟ ଜେ ଦୁର୍ଗା ରାଓ (ଯିଏ କି J. D.ନାମରେ ବେଶ ପରିଚିତ) ବାସ୍ତବରେ ଏକ ଗୁଣ୍ଡା ଶ୍ରେଣୀର ପିଲା ।
ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ସେ ପ୍ରଥମେ ଆସିସ୍ଷ୍ଟାଣ୍ଟ ସୁପରିଟେଣ୍ଟ ଅଫ୍ ପୋଲିସ୍ ହିସାବରେ ଯୋଗ ଦେଇ ତାଙ୍କ ଭବିଷ୍ୟତର ଶୁଭାରମ୍ଭ କରିଥିଲେ ଓ ୧୯୮୯ ମସିହାରେ ସେ ପ୍ରେସିଡେଣ୍ଟ୍ସ୍ ପୋଲିସ୍ ମେଡାଲ ପାଇଥିଲେ।
| ଆଧାର ରବର୍ଟ ମୁଗାବେ ବା ରବର୍ଟ ଗାବ୍ରିଏଲ ମୁଗାବେ (ଇଂରାଜୀ ଭାଷାରେ Robert Mugabe or Robert Gabriel Mugabe (; ୨୧ ଫେବୃଆରୀ ୧୯୨୪ – ୬ ସେପ୍ଟେମ୍ବର ୨୦୧୯)) ଜିମ୍ବାୱେର ବିପ୍ଲବୀ ଓ ରାଜନୀତିଜ୍ଞ ଥିଲେ ଯିଏ ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଜିମ୍ବାୱେର ସଭାପତି ବା ପ୍ରେସିଡେଣ୍ଟ ପଦବୀରେ ଅଭିଷିକ୍ତ ହୋଇଥିଲେ ।