<< prerogatived prerogatives >>

prerogatively Meaning in Odia (Oriya). ( prerogatively ଶବ୍ଦର ଓଡିଆ ଅର୍ଥ)



ଅଧିକାର,

Noun:

ବିଶେଷ ଶକ୍ତି |, ବିଶେଷ ଅଧିକାର |, ଗର୍ବ,

prerogatively తెలుగు అర్థానికి ఉదాహరణ:

|ଏହି ମୂଳ ଅଧିନିୟମର ଧାରା ୨୬ ପ୍ରକାରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କର ଯଦିଓ ଉତ୍ତରାଧୀକାର ଅଧିକାର ବଜାୟ ରହିବ, କିନ୍ତୁ ତାଙ୍କ ପୁତ୍ର କିମ୍ବା କନ୍ୟା ସେମାନଙ୍କ ହିନ୍ଦୁ ସମ୍ପର୍କୀୟଙ୍କ ଉତ୍ତରାଧୀକାରି ହେବାରୁ ବଞ୍ଚିତ ହେବେ ।

ଆର୍ଥିକ କିମ୍ବା ଆଞ୍ଚଳିକ ଅଧିକାରକ୍ଷେତ୍ର ବହିର୍ଭୂତ ମାମଲା ପାଇଁ ଯଦି ନିମ୍ନ ନ୍ୟାୟାଳୟଗୁଡ଼ିକ କ୍ଷମତା ସମ୍ପନ୍ନ ନଥାନ୍ତି, ତେବେ ସେହି ଲୋକ ଏବଂ ଅପରାଧୀକ ମାମଲା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଧିନକୁ ଆସିପାରିବ ।

ଏହା ବ୍ୟତିତ ଶିକ୍ଷା, ପୋଷଣ, କାନୁନ କ୍ଷେତ୍ରରେ ଅଧିକାର, ଚିକିତ୍ସା, ଦେଖାରେଖା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ ପରି ମାମଲାରେ ଶିଳି କନ୍ୟାମନଙ୍କୁ ସୁରକ୍ଷା ଯୋଗାଇଦେବା ଏହାର ଉଦ୍ଦେଶ୍ୟ ।

ହୁମାୟୁନ ମୃତ୍ୟୁ ଖବର ପାଇ ସେ ବହୁ ସୈନ୍ୟ ନେଇ ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।

ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ପୁଣି ମୂଳ ଅଧିନିୟମର ଧାରା ୬ ସ୍ଥଳରେ ନୂତନ ସଂଶୋଧିତ ଧାରା ଅନୁସାରେ :|ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ;|ପୈତୃକ ଋଣ ପରିଶୋଧ ସମ୍ବନ୍ଧେ ପୁଅଙ୍କ ଭଳି ଝିଅଙ୍କ ମଧ୍ୟ ଦାୟାଦ ସୂତ୍ରେ ଦେୟତା ରହିବ;|ପୈତୃକ ସମ୍ପତ୍ତିର ଭାଗ ସୂତ୍ରେ ଝିଅ କିମ୍ବା ଝିଅ ଯଦ୍ୟପି ମୃତ ସେହିସ୍ଥଳେ ଝିଅର ଜୀବିତ ଦାୟାଦ ସେହି ଭାଗର ହକଦାର ହେବେ ।

୫୧୭୨.୪୮ ବର୍ଗ କି.ମି. କ୍ଷେତ୍ରଫଳ ସହ ଏହା ଜାପାନର ୧.୩୬% ଭାଗ ଅଧିକାର କରେ ।

୬୫୦ ନିୟୁତ ଲୋକଙ୍କୁ ଆକ୍ରମଣ କରି ସନ ୨୦୧୦ରେ ଏହା ସାରା ପୃଥିବୀରେ ୮ମ ସାଧାରଣ ରୋଗର ସ୍ଥାନ ଅଧିକାର କରିଥିଲା ।

ତାଙ୍କ ବାପାଙ୍କ ନାମ ଅଧିକାରୀ ସାମଲ ଓ ପତ୍ନୀଙ୍କ ନାମ ଅବନ୍ତୀ ସାମଲ ।

| ଆବାସ |ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି ।

ପିତାଙ୍କଠାରୁ ପ୍ରେରଣା ପାଇଁ ସେ ଶିକ୍ଷା ଅଧିକାର ଆନ୍ଦୋଳନ କରିଥିଲେ ।

prerogatively's Usage Examples:

He described him quite prerogatively as a "blond-Jewish" example of an "international culture-capitalistic.



prerogatively's Meaning in Other Sites