preferred Meaning in Odia (Oriya). ( preferred ଶବ୍ଦର ଓଡିଆ ଅର୍ଥ)
ପସନ୍ଦ, ପଦୋନ୍ନତି ପ୍ରାପ୍ତ କରନ୍ତୁ, ଉପସ୍ଥାପନ କରିବାକୁ,
Adjective:
ପସନ୍ଦ ଅନୁସାରେ,
People Also Search:
preferrerpreferrers
preferring
prefers
prefigurate
prefiguration
prefigurations
prefigurative
prefigure
prefigured
prefigures
prefiguring
prefill
prefix
prefixed
preferred తెలుగు అర్థానికి ఉదాహరణ:
ଏହି ରୋଗ ନିର୍ଣ୍ଣୟ ନିମନ୍ତେ ସିଟି ସ୍କାନ ଏକ ପସନ୍ଦ ଯୋଗ୍ୟ ପ୍ରଣାଳୀ; କିନ୍ତୁ ସାଧାରଣ ଏକ୍ସ-ରେ ଚିତ୍ରରେ ମୁକ୍ତ ବାୟୁ ଚିତ୍ର ଦେଖି ଛିଦ୍ର ଥିବା ନିର୍ଣ୍ଣୟ କରାଯାଏ ।
| ଚିନ୍ତାଧାରା |ସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ।
ମାତ୍ର ନିର୍ଦ୍ଦେଶକ ସୁବାସ ଘାଇ ଏହି ଗୀତକୁ ପସନ୍ଦ କରିନଥିଲେ, ଫଳରେ ଉଭୟ ଗୁଲ୍ଜାର୍ ଓ ରହମାନ ଏହି ଗୀତକୁ ସ୍ଲମ୍ଡଗ୍ ମିଲେନିୟର୍ ପାଇଁ ବାଛିଥିଲେ ।
ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପୁରୁଷମାନେ ଏବେ ମଧ୍ୟ ଗାନ୍ଧୀ ଟୋପି ପିନ୍ଧିବାକୁ ପସନ୍ଦ କରନ୍ତି ।
ଏହି ବିଭିନ୍ନତା ଓ ପାର୍ଥକ୍ୟ ଇଂରେଜମାନଙ୍କର ପସନ୍ଦ ହେଲାନାହିଁ ।
ବିଶ୍ଳେଷଣରୁ ବ୍ୟକ୍ତି କେତେ ଦାମର ଘଣ୍ଟା ଖୋଜୁଛନ୍ତି, କେଉଁ ବ୍ରାଣ୍ଡ୍ ଖୋଜୁଛନ୍ତି, କେଉଁ ରଙ୍ଗର ଫଳକ ତାଙ୍କୁ ପସନ୍ଦ – ଏହି ସବୁ କଥାର ପୂର୍ବାନୁମାନ କରାଯାଇ ତାଙ୍କ ସାମନାରେ ଚାରି-ପାଞ୍ଚଟି ବିଜ୍ଞାପନ ରଖାଯାଏ ।
ୟଶ ରାୟଚାନ୍ଦ ପରିବାରର ପରମ୍ପରା ଅନୁସାରେ ରାହୁଲର ଜୀବନସାଥି ଭାବେ ନୈନା (ରାଣୀ ମୁଖାର୍ଜୀ)କୁ ପସନ୍ଦ କରନ୍ତି ଏବଂ ନୈନାକୁ ବୋହୁ କରିବା ଅଭିଳାଷ ବ୍ୟକ୍ତ କରନ୍ତି ।
|ଏହି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିମନ୍ତେ ଚିକିତ୍ସାର ଅଗ୍ରଣୀ ପସନ୍ଦ ହେଉଛି ଆବ୍ଡୋମିନାଲ୍ ହିସ୍ଟେରେକ୍ଟୋମି ଅପରେଶନ୍ ଯେଉଁଥିରେ ସମୁଦାୟ ଜରାୟୁ କଢ଼ାଯାଏ ଓ ଫାଲୋପିଆନ ଟ୍ୟୁବ୍ ସହ ଦୁଇ ପାଖର ଓଭାରି ବା ଡିମ୍ବକୋଷ ବାହାର କରିଦିଆଯାଏ ଯାହାକୁ ବାଇଲାଟେରାଲ ସାଲ୍ପିଙ୍ଗୋ-ଉଫୋରେକ୍ଟୋମି କୁହାଯାଏ ।
|ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ ।
ତାଙ୍କ ଅଭିନିତ ଗଙ୍ଗା ଓ ଅନ୍ୟ ଏକ ସ୍ୱରୂପ- ନାଗାବଲି ଭୂମିକାରେ ଅଭିନୟକୁ ସମାଲୋଚକମାନେ 'ମନ୍ତ୍ରମୁଗଧ' ଭୂମିକା କହି ବହୁତ ପସନ୍ଦ କରଥିଲେ ।
ଡିସଲିପିଡେମିଆର ପ୍ରକାର ଉପରେ ଅନ୍ୟାନ୍ୟ ଚିକିତ୍ସା ନିର୍ଭର କରେ | ଯଦି ଔଷଧ ବ୍ୟବହାର ଆବଶ୍ୟକ ହୁଏ, ତେବେ ପ୍ରାରମ୍ଭିକ ପସନ୍ଦ ସାଧାରଣତଃ ଷ୍ଟାଟିନ ଅଟେ | ବର୍ଦ୍ଧିତ ବୟସରେ ରୋଗ ସାଧାରଣତଃ ଅଧିକ ହୁଏ।
ତାଙ୍କ ଏଡିଟର ମାକ୍ସୱେଲ୍ଲଙ୍କୁ (Maxwell Perkins) ଏହି ବହି ପସନ୍ଦ ନ ଆସିବାରୁ ଲେଖକଙ୍କୁ ପରବର୍ତ୍ତୀ ଶୀତଦିନରେ ସଂଶୋଧନ କରିବାକୁ ରାଜି କରେଇଲେ ।
ଏହି କଥାଚିତ୍ରରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ନାପସନ୍ଦ କରିଥିବାବେଳେ ତାଙ୍କ ନୃତ୍ୟକୁ ପ୍ରସଂଶା କରିଥିଲେ ।
preferred's Usage Examples:
The club duly achieved promotion, but once in Serie A, the partnership of Marco Borriello and Giuseppe Sculli was preferred, leaving Di Vaio to make only 9 appearances.
to succeed as duchesses, but this practice was not consistent with most apanages granted by the French crown, which usually preferred male-only succession.
When they acquired the skill of the loom, they decided to honour their heritage by weaving a cloth with black-and-white stripes, reminiscent of the zebra skin; this would then be made the preferred attire.
high esteem in the 13th century: Petrarch called him "master of the troubadours", while Dante, who preferred Arnaut Daniel, mentions that many considered.
Any twine can be used, but tarred two strand hemp (marline) is preferred.
Number Class Trade name indication 1 subscription right to common share DO (direito a ordinária) 2 subscription right to preferred share DP (direito a preferencial).
It combines characteristics of the health maintenance organization (HMO) and the preferred provider organization (PPO).
Bangles may also be worn by young girls and bangles made of gold or silver are preferred for toddlers.
Preferred stock (also called preferred shares, preference shares or simply preferreds) is a component of share capital which may have any combination of.
impact, including accurately estimating paint quantities so waste is minimized, and use of environmentally preferred paints, coating, painting accessories.
Like all Pedicularis it is a hemiparasite and the preferred host is probably Dryas octopetala.
Its few users generally preferred the 1360, and three of the five were still being used in 1977, and the last system shut down only in 1980 when IBM stopped servicing them.
Its preferred habitat is moist but well-drained sandy loam, loam, or silt loam soil, mixed with other [However, it also grows on dry uplands, especially on rocky ridges and In philosophy, gnosology (also known as gnoseology or gnostology) literally means the study of gnosis, meaning knowledge or esoteric knowledge.
Synonyms:
desirable, preferable,
Antonyms:
unpopular, unwanted, undesirable,