<< prayers prays >>

praying Meaning in Odia (Oriya). ( praying ଶବ୍ଦର ଓଡିଆ ଅର୍ଥ)



ପ୍ରାର୍ଥନା,

Verb:

ଦୟାକରି କୁହନ୍ତୁ |, ଲାଗୁ କରିବାକୁ, ଭିକ୍ଷା, ପ୍ରାର୍ଥନା କରିବା, ପୂଜା କରିବା ପାଇଁ |,

praying తెలుగు అర్థానికి ఉదాహరణ:

ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ ।

ପୁଣି ଆଲୋକ ଫେରି ପାଇବା ଆଶାରେ ଶିବଭକ୍ତଙ୍କ ପ୍ରାର୍ଥନା କ୍ରମେ ମା' ପାର୍ବତୀ ଶିବଭକ୍ତଙ୍କ ସହ ମିଶି ତପସ୍ୟା କଲେ ।

ତାଙ୍କ ସିଦ୍ଧାନ୍ତ ଅନୁସାରେ ନାଜ୍‍କା ରେଖାସମୂହର ଜଳର ଦେବାଦେବୀଙ୍କ ପ୍ରାର୍ଥନାପ୍ରାର୍ଥନାଦ୍ୱାରା ଶସ୍ୟ ଉତ୍ପାଦନର ବୃଦ୍ଧି କାମନା କରିବା ପ୍ରଭୃତି ଧାର୍ମିକ ମହତ୍ତ୍ୱ ରହିଥିଲା ।

ଓଡ଼ିଶା ଟେଲିଭିଜନ ନେଟୱାର୍କର ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀରେ ସେ ତବଲା ବାଦକ ଭାବରେ କାର୍ଯ୍ୟ କରୁଥିଲେ ।

ପାପମୋଚନ ଲାଗି ଅର୍ଜୁନଙ୍କୁ ସତ୍ୟଭାମାଙ୍କ ଠାରୁ କ୍ଷମାପ୍ରାର୍ଥନା କରାଇ ପରେ ପରେ ଅର୍ଜୁନଙ୍କୁ 'ଉଲା' ଡାକି ଉପହାସ କରନ୍ତି ।

ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ ।

ମାଳତୀର ଆକୁଳ ଭକ୍ତିପୂତ ପ୍ରାର୍ଥନା ମା' ଦୁର୍ଗାଙ୍କ କର୍ଣ୍ଣପାତ ହେଲା ।

ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’, 'ଅବସର ବାସରେ' ଓ ’ଧୂଳି’ ପ୍ରଧାନ ।

ମିନାମୋତୋନୋ ୟୋରିତୋମୋଙ୍କ ପଦାନୁସରଣ କରି, ତାକାଉଜି ସେହିଠାରେ ପ୍ରାର୍ଥନା କଲେ ଓ ରାଜଧାନୀ ଆଡକୁ ଅଗ୍ରସର ହେଲେ ।

ପ୍ରତ୍ୟେକ ବ୍ୟକ୍ତି ଏକ ଘନାକାର ଇମାରତ କାବାର ଚାରି ପାର୍ଶ୍ୱରେ ବାମ ପାର୍ଶ୍ୱ ଦେଇ ସାତ ଥର ଚାଲିଥା'ନ୍ତି, ଯାହାକି ମୁସଲମାନ ମାନଙ୍କପାଇଁ ପ୍ରାର୍ଥନାର ଦିଗ ଅଟେ ।

ତେଣୁ ଦିନେ ଋଷି ଚ୍ୟବନଙ୍କ ନେତୃତ୍ୱରେ ଅନେକ ଋଷି ତାଙ୍କୁ ରକ୍ଷା କରିବା ପାଇଁ ଭଗବାନ ରାମଙ୍କୁ ପ୍ରାର୍ଥନା କରିବା ପାଇଁ ମଧୁବନରୁ ଆସିଥିଲେ ।

|ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷାଦେଇଥାନ୍ତି।

ସେଠାରେ ପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ ଦେବାକୁ ଧ୍ୟାନମଗ୍ନ ହୋଇ ପ୍ରାର୍ଥନା କଲେ।

praying's Usage Examples:

Sister Mary Michael spent 12 hours praying on her knees outside the cathedral in protest against what she saw as the blasphemous use of a holy place to film a book containing heresy.


Although proponents have tried to prove that chemical spraying occurs, their analyses have been flawed or based on misconceptions.


Less sprayings in the dry season has proven to be more effective than more sprayings in the wet season.


(Its purposes are to give rigidity to the air form, secure the re-bar in place, provide support for spraying in the concrete mixture, and insulate the final structure.


The Sister was happy to see her; she had been praying that God would send Barbara to her, to discuss their faith, which they did, to their mutual edification.


praying for a good crop; it lasted only for one day, which was fixed by the pontiffs.


The shadow of Pink"s wife emerges on the back wall before materialising into a praying mantis-like monster, which then transforms into the vulva-shaped.


caused by a burst hydraulic line that was spraying the hot fluids on an electrical relay panel.


estimates of DDT residual spraying examined were not found to provide an accurate estimate of the cost-effectiveness of DDT spraying; the resulting estimates.


A hand-operated atomizer called a Flit gun was commonly used to perform the spraying.


The airline specialises in the transport of dangerous goods and radioactive products and other specialist aerial work, including oil spill response, dispersant spraying and icing trials.


" – Patrick Anderson "It was an old and rather poor church, many of the ikons were without settings, but such churches are the best for praying in.


One of the key attributes of atomised spraying is giving excellent tip coverage to components.



Synonyms:

commune,

praying's Meaning in Other Sites