postgraduate Meaning in Odia (Oriya). ( postgraduate ଶବ୍ଦର ଓଡିଆ ଅର୍ଥ)
ସ୍ନାତକୋତ୍ତର,
Adjective:
ସ୍ନାତକୋତ୍ତର,
People Also Search:
postgraduatesposthaste
postholder
posthouse
posthouses
posthumous
posthumously
postiche
postiches
postie
posties
postil
postilion
postilions
postillate
postgraduate తెలుగు అర్థానికి ఉదాహరణ:
ଘରୋଇ ଭାବରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସେ ଅଧ୍ୟାପକ ପାଲଟିଥିଲେ ।
ସେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ୨, ଜୟପୁର ବିକ୍ରମଦେବ କଲେଜରୁ ଯୁକ୍ତ ୩ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଲାଭ କରିଥିଲେ ଓ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ ।
|ଜୀବନୀ|ପ୍ରାଥମିକ ଜୀବନ ଓ ଶିକ୍ଷା |ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରୁ ଅପୂର୍ବାବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ , ବାଙ୍ଗାଲୋରରୁ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଡିଗ୍ରୀ ସମାପ୍ତ କରିଛନ୍ତି ।
| ଅଧ୍ୟାପନା |ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା ।
ପରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ୧୯୫୨ ଓ ୧୯୫୪ରେ ପାଇଥିଲେ ।
ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ଓ ଆଇନ ଶିକ୍ଷାରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।
ଏହାପରେ ମଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ବିଶ୍ୱବିଦ୍ୟାଳୟରୁ ପ୍ରସାରଣ ସମ୍ବାଦିକତାରେରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲାପରେ ବିବିସି ମିଡିଆ ଆକ୍ସନରେ ସ୍ରୁଜନଶୀଳ ଲେଖକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।
ମାତ୍ର ତା'ପରେ ଓଡ଼ିଆ ସାହିତ୍ୟ ଏବଂ ମାସ-କମ୍ୟୁନିକେସନ ଓ ଜର୍ଣ୍ଣାଲିଜିମରେ ସ୍ନାତକୋତ୍ତର ଶିକ୍ଷା ଲାଭକଲେ ।
କାଳନ୍ଦୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।
ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର ଓ ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢ଼ିଥିଲେ ।
postgraduate's Usage Examples:
The university offers courses leading to certificates, diplomas, baccalaureate degrees as well as postgraduate academic qualifications.
Farber pursued postgraduate training in pathology at Peter Bent Brigham Hospital (the predecessor of Brigham and Women's Hospital) in Boston, Massachusetts, where he was mentored by Kenneth Blackfan, and was appointed to a resident pathologist post at Children's Hospital in 1929.
The college has nearly 360 residents, of whom about 260 are undergraduate men; the remainder are postgraduate women and men undertaking further study or holding university positions.
It serves approximately 400 students in grades 9–12 and a postgraduate year.
See alsoNational Union of Students - Representative body of postgraduate students in the UKAssociação dos Bolseiros de Investigação Cientifica - The equivalent organisation in Portugal.
summa cum laude in 1946, followed by postgraduate study at the University of Rome in 1949.
Ngagel campus is for diploma program and rectorate building, Rungkut campus is the main campus for undergraduate and postgraduate.
MPhil may be awarded to postgraduate students after completing taught coursework and one to two years of original research, which may also serve as a provisional.
MembersUCAS ConservatoiresIn conjunction with UCAS, Conservatoires UK runs a clearing house for undergraduate and postgraduate music courses at seven of its member institutions called UCAS Conservatoires (formally CUKAS).
Both undergraduate and postgraduate applicants have similar admissions requirements.
(BD or BDiv; Latin: Baccalaureus Divinitatis) is an undergraduate or postgraduate academic degree awarded for a course taken in the study of divinity or.
It is responsible for the postgraduate training of paediatricians and.
Synonyms:
high, graduate,
Antonyms:
side, short, low,