<< possibile possibilist >>

possibilism Meaning in Odia (Oriya). ( possibilism ଶବ୍ଦର ଓଡିଆ ଅର୍ଥ)



ସମ୍ଭାବ୍ୟତା,

Noun:

ସମ୍ଭାବ୍ୟ ବସ୍ତୁଗୁଡ଼ିକ |, ସମ୍ଭାବ୍ୟ ସମସ୍ୟାଗୁଡିକ |, ସମ୍ଭାବନା |,

possibilism తెలుగు అర్థానికి ఉదాహరణ:

|ଗୀତ|ଆଧାର|ବାହାର ଆଧାର|୨୦୦୯ର ଓଡ଼ିଆ କଥାଚିତ୍ର କୌଣସି ଘଟଣା ଘଟିବାର ଗାଣିତିକ ସମ୍ଭାବନା “ସମ୍ଭାବ୍ୟତା ସିଦ୍ଧାନ୍ତ” ବା “ସମ୍ଭାବନା ସିଦ୍ଧାନ୍ତ” (ଈଂରାଜୀରେ Probability Theory)ଦ୍ୱାରା ନିରୂପିତ ହୋଇଥାଏ ।

|ପୃଥକ୍ ଘଟଣାରେ ସମ୍ଭାବ୍ୟତା ନିରୂପଣର ଉଦାହରଣ|ପୃଥକ୍ ଘଟଣାରେ ପରିଦର୍ଶ ସମଷ୍ଟିର ସମସ୍ତ ପରିଣାମ ଗଣନା କରିହେବ ।

|ରିଚାର୍ଡ୍ ଭୋନ୍ ମିଜେସ୍‍ଙ୍କ ପରିଦର୍ଶ ସମଷ୍ଟି ତତ୍ତ୍ୱ ସହିତ ଆଣ୍ଡ୍ରେ ନିକୋଲାଭିକ୍ କୋଲ୍ମୋଗ୍ରୋଭ୍ ଅନ୍ୟ କେତେକ ସୂତ୍ର ଓ ପ୍ରଣାଳୀ ମିଶାଇ ୧୯୯୩ ମସିହାରେ ଆଧୁନିକ ସମ୍ଭାବ୍ୟତା ସିଦ୍ଧାନ୍ତର ସ୍ୱୟଂସିଦ୍ଧମାନଙ୍କ ବ୍ୟାଖ୍ୟା ପ୍ରକାଶ କରିଥିଲେ ।

|ପ୍ରାରମ୍ଭିକ ଅବସ୍ଥାରେ ଅଲଗା ଅଲଗା ଘଟଣା ପାଇଁ ସମ୍ଭାବନା ନିରୂପଣ ପାଇଁ ସମ୍ଭାବ୍ୟତା ସିଦ୍ଧାନ୍ତର ଉପଯୋଗ କରାଗଲା ।

ସମ୍ଭାବ୍ୟତା ସିଦ୍ଧାନ୍ତରେ ଏହାକୁ ଅନେକ ସ୍ୱୟଂସିଦ୍ଧ ସୂତ୍ରର ବ୍ୟବହାର କରି ଗାଣିତିକ ଭାଷାରେ ପ୍ରକାଶ କରାଯାଏ ।

ଏହାକୁ ଗାଣିତିକ ସୂତ୍ରଭାବେ ଲେଖିଲେ \sum_{x\in \Omega} f(x) 1\,.|କୌଣସି ଏକ ଘଟଣା E\,ର ସମ୍ଭାବ୍ୟତାକୁ ଗାଣିତିକ ସୂତ୍ରରେ ଲେଖିଲେ|P(E)\sum_{x\in E} f(x)\,.|ନିରନ୍ତର ଘଟଣାରେ ସମ୍ଭାବ୍ୟତା ବଣ୍ଟନ|ଅନେକ ଛୋଟ ଛୋଟ ବ୍ୟବଧାନରେ ଘଟୁଥିବା ଘଟଣାମାନଙ୍କ ପରିଦର୍ଶ ସମଷ୍ଟିକୁ ନିରନ୍ତର ପରିଦର୍ଶ ସମଷ୍ଟି କୁହାଯାଏ ।

ପ୍ରମାତ୍ର ବିଜ୍ଞାନ (ଈଂରାଜୀରେ Quantum Physics)ରେ ଆଣବିକ ସ୍ତରରେ ଘଟୁଥିବା ବିଷୟମାନଙ୍କ ସମ୍ପୂର୍ଣ୍ଣ ଜ୍ଞାନ ନଥିବା ବେଳେ, ସମ୍ଭାବ୍ୟତା ସିଦ୍ଧାନ୍ତର ପ୍ରୟୋଗ କରି ଏକବିଂଶ ଶତାବ୍ଦୀରେ ଅନେକ ଅଗ୍ରଗତି ହୋଇପାରିଛି ।

ଉନବିଂଶ ଶତାବ୍ଦୀରେ ପିଏରେ ଲାପ୍ଲାସ୍ ସମ୍ଭାବ୍ୟତା ସିଦ୍ଧାନ୍ତର କିଛି ଅଂଶକୁ ପୂର୍ଣ୍ଣତା ପ୍ରଦାନ କରିଥିଲେ ଯାହା ଆଜିର ସମୟରେ ପାରମ୍ପରିକ ବ୍ୟାଖ୍ୟା ଭାବେ ଜଣାଶୁଣା ।

ଯୋଜନା ଆୟୋଗ ୨୦୧୦ ମସିହାରେ ଧନୁଷ୍କୋଡ଼ି ଓ ରାମେଶ୍ୱରମ ମଧ୍ୟରେ ରେଳ ଚଳାଚଳର ସମ୍ଭାବ୍ୟତା ବିଚାର କରିଥିଲା ।

ପତ୍ର ମାଧ୍ୟମରେ ସେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଚର୍ଚ୍ଚାରୁ ପରେ ସମ୍ଭାବ୍ୟତା ସିଦ୍ଧାନ୍ତର ଜନ୍ମ ହୋଇଥିଲା ।

|ସମ୍ଭାବ୍ୟତା ଶାଖା ପରିସଂଖ୍ୟାନ ନିରୂପଣର ଏକ ଉପଶାଖା ଓ ବିଭିନ୍ନ ପ୍ରକାର ତଥ୍ୟର ବିଶ୍ଳେଷଣ କରିବା ପାଇଁ ସମ୍ଭାବ୍ୟତା ସିଦ୍ଧାନ୍ତର ବ୍ୟବହାର କରାଯାଏ ।

ଏହି ଜୀବଟି ପ୍ରକୃତରେ ଜାଞ୍ଜିବର କଲରାପତ୍ରିଆ ବାଘ ନା ନୁହଁ ଓ ଏମାନଙ୍କ ସଂରକ୍ଷଣର ସମ୍ଭାବ୍ୟତା ଜାଣିବା ପାଇଁ ଜାଞ୍ଜିବର କଲରାପତ୍ରିଆଙ୍କ ବିଷୟରେ ଆହୁରି ସର୍ବେକ୍ଷଣ କରାଯିବାର ଯୋଜନା କରାଯାଉଛି ।

କୌଣସି ଜଟିଳ ବ୍ୟବସ୍ଥା ବିଷୟରେ ଆଂଶିକ ଜ୍ଞାନ ବା ବିବରଣୀ ରହିଥିଲେ ସମ୍ଭାବ୍ୟତା ସିଦ୍ଧାନ୍ତ ବ୍ୟବହାର କରି ଏହାର ଅନ୍ୟ ପ୍ରକୃତି ବିଷୟରେ କଳନା କରାଯାଏ ।

possibilism's Usage Examples:

politics Reformist socialism and Possibilism, gradualist tendencies in the socialist movement Libertarian possibilism, current in the Spanish anarchist.


be a very easy way to "get off the hook" that is avoided by possibilism.


community Free association Free love Free school General strike Libertarian possibilism Mutual aid Post-leftism Prefigurative politics Proletarian internationalism.


of chorology; Paul Vidal de la Blache in France, with the possibilism approach (possibilism being a softer notion than environmental determinism); and.


include movements based on orthodox Marxist theory such as De Leonism, impossibilism and Luxemburgism as well as movements based on Leninism and the theory.


The party"s political position has been described as a form of impossibilism.


argue that spontaneous revolutionary action is the only viable method of instituting the structural changes necessary for the construction of socialism; impossibilism.


As a doctrine, impossibilism views the pursuit of such reforms as counterproductive to the goal of achieving socialism as they stabilize, and therefore.


Individualism Individual reclamation Left-wing market anarchism Libertarian possibilism Liberty Non-voting Participatory economics Propaganda of the deed Property.


Incrementalism Iranian Reformists Libertarian possibilism Opportunism Passive revolution Radicalism Possibilism (politics) Reform movement Revolutionary socialism.


But possibilism has to face the objection that in some cases it sanctions and.


Overall, the POSR was a moderate reformist party, influenced by possibilism which believed that socialism could be achieved through democratic action.


As a doctrine, impossibilism.



possibilism's Meaning in Other Sites