porrections Meaning in Odia (Oriya). ( porrections ଶବ୍ଦର ଓଡିଆ ଅର୍ଥ)
ସଂଶୋଧନ,
Noun:
ସଂଶୋଧନ,
People Also Search:
porridgeporridges
porrigo
porringer
porringers
porsche
port
port jackson fig
port jackson heath
port jackson pine
port louis
port of call
port of entry
port of spain
port sudan
porrections తెలుగు అర్థానికి ఉదాహరణ:
ତ୍ରୁଟି ସଂଶୋଧନ ଆଲଗୋରିଦମଗୁଡିକ ଏହି ଚିତ୍ରକୁ Lର ଅତିରିକ୍ତ ଫ୍ୟାକ୍ଟର୍ଦ୍ୱାରା ବତାଏ ୧୦୦୦-ବିଟ୍ ସଂଖ୍ୟା ପାଇଁ, ଏହା ତ୍ରୁଟି ସଂଶୋଧନ ବିନା ପ୍ରାୟ ୧୦୪ ବିଟ୍ ଆବଶ୍ୟକତାକୁ ସୂଚିତ କରେ ।
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା|ଛତିଶାନିଯୋଗ|ଜଗନ୍ନାଥଙ୍କର ଛତିଶି ପାଟକ ସେବା ରହିଥିବା ବେଳେ, ତାଙ୍କର ପ୍ରତିଟି କାର୍ଯ୍ୟ ପାଇଁ ସେବକ ଖଞ୍ଜା ହୋଇଛନ୍ତିା ହେଲେ ତାଙ୍କର ଛତିଶି ପାଟକ ସେବାର ପ୍ରତିନିଧିତ୍ୱ କରନ୍ତି ଛତିଶା ନିଯୋଗ।
ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏବଂ କୃଷ୍ଣଭକ୍ତିର ପ୍ରଚାର ନିମିତ୍ତ ଉକ୍ତ ପତ୍ରିକାର ଲେଖା, ସଂପାଦନା, ପତ୍ରିକା ଡିଜାଇନ, ସଂଶୋଧନ, ବିତରଣ ତଥା ପ୍ରକାଶନ ଏ ସମସ୍ତ ଦାୟିତ୍ୱ ସେ ନିଜେ ବହନ କରିଥିଲେ ।
ସାମାନ୍ୟ ସଂଶୋଧନ ପରେ ପୁରୀ ମୁକ୍ତି ମଣ୍ଡପ ସଭା ଏହି ପାଞ୍ଜିକୁ ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ୧୯୩୫ ମସିହାରେ କୋହେନୂର ପାଞ୍ଜି ଜନ୍ମ ନେଇଥିଲା ।
ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ ।
ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁସାରେ ପ୍ରାୟ ସମସ୍ତ ହିନ୍ଦୁ କିମ୍ବା ଶିଖ ଧର୍ମାବଲମ୍ବୀ ଥିବା ୩୦,୦୦୦ ଶରଣାର୍ଥୀ ଏହି ନିୟମ ସଂଶୋଧନୀଦ୍ୱାରା ଉପକୃତ ହୋଇଛନ୍ତି ବା ହେବେ ।
ପ୍ରାୟ ୭୫ ଭାଗ ସଂଶୋଧନ ଐକିକ ଜିଲ୍ଲା ଓ ସହର ପାଇଁ ପ୍ରଯୁଜ୍ୟ ଏବଂ କେତେକ କେବଳ ବିଶେଷ ଅଧିକାରୀମାନଙ୍କ ଦରମା ସହ ସମ୍ବନ୍ଧିତ ଉଦାହରଣ ସ୍ୱରୂପ ୪୮୦ ସଂଶୋଧନ) ।
ତାଙ୍କ ଏଡିଟର ମାକ୍ସୱେଲ୍ଲଙ୍କୁ (Maxwell Perkins) ଏହି ବହି ପସନ୍ଦ ନ ଆସିବାରୁ ଲେଖକଙ୍କୁ ପରବର୍ତ୍ତୀ ଶୀତଦିନରେ ସଂଶୋଧନ କରିବାକୁ ରାଜି କରେଇଲେ ।
ପ୍ରତିନିଧି ସଭା ନିମ୍ନଲିଖିତ ପରିସ୍ଥିତିରେ ହିଁ ପାର୍ଷଦ ସଭାର ନିର୍ଣ୍ଣୟକୁ ରଦ୍ଦ କରିପାରିବ;|ଯଦି ଏକ ଚିଠା ପ୍ରତିନିଧି ସଭାଦ୍ୱାରା ପାରିତ ହୋଇସାରିଛି, ଏବଂ ପାର୍ଷଦ ସଭା ଦ୍ବାରା ୬୦ ଦିନ ମଧ୍ଯରେ ପ୍ରତ୍ୟାଖ୍ୟାନ, ସଂଶୋଧନ କିମ୍ବା ଅସ୍ୱୀକାର କରାଯାଇଛି, ତେବେ, ଉକ୍ତ ଚିଠାଟି ପ୍ରତିନିଧି ସଭାର ଅତିକମରେ ଦୁଇ-ତୃତୀୟାଂଶ ସଦସ୍ଯଙ୍କ ଦ୍ବାରା ପୁନଃପାରିତ ହେଲେ ସ୍ୱତଃ ଅଧିନିୟମରେ ପରିଣତ ହେବ ।
| ଆସାମ ଗଣ ପରିଷଦ |ନାଗରିକ ସଂଶୋଧନ ବିଲ ବିରୋଧରେ ଆନ୍ଦୋଳନ କରି ଏହି ଦଳ ଗଠବନ୍ଧନରୁ ଓହରି ଆସିଥିଲା ।
| ନୂତନ ବ୍ୟବସ୍ଥାର ସାମ୍ବିଧାନିକତା |ଉଚ୍ଚତମ ନ୍ୟାୟାଳୟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ୧୬, ଅକ୍ଟୋବର ୨୦୧୫ ତାରିଖରେ ୯୯ତମ ସଂବିଧାନ ସଂଶୋଧନ ତଥା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ବ୍ୟବସ୍ଥାକୁ ଗଣତନ୍ତ୍ର ବିରୋଧୀ ବୋଲି ଦର୍ଶାଇ ରଦ୍ଦ କରିଦେଇଛନ୍ତି ।
| ଅଧିକ ପଠନ |ପୁରୀ ସପ୍ତମାତୃକା ପୀଠର ଚିତ୍ର|ମାଦଳା ପାଞ୍ଜି|ଚୈତ୍ର ମଙ୍ଗଳବାର ଓଷା| ଆଧାର |ଏକାଦଶ ଶତାବ୍ଦୀ ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬ ୧୯୬୧ରେ ପ୍ରଣୟନ ହୋଇଥିବା ମାତୃତ୍ୱକାଳୀନ ସୁବିଧା ଆଇନର ସଂଶୋଧନ ଚିଠା ଅଟେ ।
| ଆଧାର ଭାରତୀୟ ସଂସଦର ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ୧୯୫୫ ନାଗରିକତା ନିୟମର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ ।