<< populous populus >>

populously Meaning in Odia (Oriya). ( populously ଶବ୍ଦର ଓଡିଆ ଅର୍ଥ)



ଜନସଂଖ୍ୟାରେ,

Adjective:

ଭିଡ଼,

populously తెలుగు అర్థానికి ఉదాహరణ:

ଏହି କାରଣରୁ ସେଠାକାର ଜନସଂଖ୍ୟାରେ ଦୃତ ବୃଦ୍ଧି ଘଟିଥିଲା ଚୀନ ଦେଶର ୟୁଞ୍ଚେଙ୍ଗ ପାଖରେ ଥିବା ଜିଏଚି ହ୍ରଦ ପୃଷ୍ଠରୁ ଲୁଣ ମରାଯାଉଥିଲା ଓ ଏହା ସର୍ବପୁରାତନ ତଦାରଖ ଯୋଗ୍ୟ ଲୁଣ କାମର ସ୍ଥାନ ।

|ବାର୍ଷିକ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୦ ଜଣକୁ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହୁଏ ।

ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ଼ ଜନବହୁଳ ସହର କଲିକତାକୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା।

୧୯୯୧ ମସିହାରେ ଭାରତ ଜନସଂଖ୍ୟାରେ "ଦ୍ୱି ଭାଷାବାଦ" ୧୯.୪% ଏବଂ "ତ୍ରି ଭାଷାବାଦ" ୭.୨% ଭାବେ ମିଳିପାରିଛି ।

୨୦୦୧ ଜନଗଣନାଠାରୁ ମୋଟ ଜନସଂଖ୍ୟାରେ ୧୧.୮୨ ଶତକଡ଼ା ବଢ଼ିଥିବା ଜଣାଯାଏ ।

ଏଠାରେ ନୂତନ ବାସଗୃହ ପ୍ରକଳ୍ପ ମାନ ନିର୍ମିତ ହେଇ ଜନସଂଖ୍ୟାରେ ବୃଦ୍ଧି ଘଟିଚାଲିଛି ।

ବହୁ ସଂଖ୍ୟକ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଥିବା ଏକ ଜନସଂଖ୍ୟାରେ ଏହିପରି ଲୋକ ରୋଗ ସଂକ୍ରମଣରେ ସହଯୋଗ କରିବାର ସମ୍ଭାବନା ନଥାଏ ଓ ସଂକ୍ରମଣର ଶୃଙ୍ଖଳ ବ୍ୟାହତ ହେବାର ସମ୍ଭାବନା ଅଧିକ ଥାଏ, ଯାହା ରୋଗ ବିସ୍ତାର ବନ୍ଦ କରିଦିଏ କିମ୍ବା ମନ୍ଥର କରିଦିଏ ।

ପଚାଶରୁ ଅଧିକ ଦେଶରେ ଜନସଂଖ୍ୟାରେ ଏନଟିଡି ହାର କମେଇବା ନିମନ୍ତେ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶେଇ ଖାଦ୍ୟ ଦୁର୍ଗୀକରଣ (fortification of certain foods) କରାଯାଏ ।

ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ ।

ବିଗତ ୧୦,୦୦୦ବର୍ଷରେ କେତେକ ମାନବ ଜନସଂଖ୍ୟାରେ ଲାକ୍ଟୋଜ ହଜମକାରୀ ଶକ୍ତି ବିକାଶ ପ୍ରାପ୍ତ ହୋଇଛି ।

କେତେକ ଜନସଂଖ୍ୟାରେ ଏହା ୨ରୁ ୩% ଦେଖାଯାଏ ।

|୨୦୧୧ ଜନଗଣନା ଅନୁସାରେ ହନୁମାନପୁରର ଜନସଂଖ୍ୟାରେ ୮୦୪ ରହିଥିଲା ।

populously's Usage Examples:

His experience in leading the armed forces of the world’s fourth most populously country with thousands of ethnic groups and competence in handling conflicts.



populously's Meaning in Other Sites