ponderments Meaning in Odia (Oriya). ( ponderments ଶବ୍ଦର ଓଡିଆ ଅର୍ଥ)
ଚିନ୍ତା,
Noun:
ଚମତ୍କାର |, ଆଶ୍ଚର୍ଯ୍ୟ,
People Also Search:
ponderosaponderosa pine
ponderosities
ponderosity
ponderous
ponderously
ponderousness
ponders
ponding
ponds
pondweed
pondweeds
pone
ponent
pones
ponderments తెలుగు అర్థానికి ఉదాహరణ:
୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ ।
| ଚିନ୍ତାଧାରା |ସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ।
ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ ।
ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୋହିତ ଚକ୍ରବର୍ତ୍ତୀ, ବନଜ ମହାପାତ୍ର, ଚିନ୍ତାମଣି ଦାସ, ଦେବାନନ୍ଦ ନାୟକ ଆଦି ଗୀତିକାରମାନେ ରଚନା କରିଥିଲେ ।
|ଜଣେ ମଧ୍ୟବିତ୍ତ ବ୍ୟକ୍ତି ହିସାବରେ ଫ୍ରାଙ୍କ୍ଙ୍କ ପାଇଁ ବିବାହ ବେଚ୍ଛେଦ ତାଙ୍କ ଚିନ୍ତା ଶକ୍ତିର ବାହାରେ ଥିଲା ।
ତଥାପି ଏହି ସ୍ୱଳ୍ପ ସଂଖ୍ୟକ ଚିତ୍ର ସହ ତାଙ୍କର ଟିପା ଖାତାରେ ଲିଖିତ ଓ ଅଙ୍କିତ ଚିତ୍ର, ବୈଜ୍ଞାନିକ ଚିତ୍ର, ତାଙ୍କର ପେଣ୍ଟିଙ୍ଗ ବିଷୟରେ ଚିନ୍ତାଧାରା ପରବର୍ତ୍ତୀ ପିଢୀକୁ (genetation) ଦାନ କରିଥିଲା ଯାହାକି କେବଳ ମାଇକେଲଆଞ୍ଜେଲୋ ସହ ସମକକ୍ଷ ଥିଲା ।
କୋଷ୍ଠକାଠିନ୍ୟ ସାଥୀରେ ଆନିମିଆ, ରକ୍ତମିଶା ମଳ (blood is present in the stool), ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ, ଇନଫ୍ଲାମେଟରି ବାୱେଲ ରୋଗ (Inflammatory bowel disease) ବା କୋଲୋନ କର୍କଟ ରୋଗର ଇତିହାସ ପରିବାରରେ ଥିଲେ ଚିନ୍ତାର ବିଷୟ ହୁଏ ।
ପଶୁମାନଙ୍କ ଗର୍ଭାବସ୍ଥାରେ ଏହି ଔଷଧ ଦେବାର ଅନୁଶୀଳନରୁ ଜଣାଯାଏ ଗର୍ଭାବସ୍ଥାରେ ଦେବା ଚିନ୍ତା ଜନକ ହୋଇପାରେ ।
ସଚେତନତା ଜନିତ ଚିକିତ୍ସା, କିଛି ବିଷୟରେ ଗମ୍ଭୀର ଅବୁଝା ଚିନ୍ତା ଏବଂ ଅସ୍ତବ୍ୟସ୍ତତା ମଧ୍ୟ ଦୁରକରିବାରେ ସାହାଯ୍ୟ କରେ ।
| ଜନ୍ମ ଓ ଜୀବନ |ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।
|ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମ ଅଞ୍ଚଳରେ ୨ ସପ୍ତାହ ଜର ହେଲେ ଡେଙ୍ଗୁ ହେବା ଚିନ୍ତା କରିବା ଉଚିତ ।