<< polyhymnia polymath >>

polymasty Meaning in Odia (Oriya). ( polymasty ଶବ୍ଦର ଓଡିଆ ଅର୍ଥ)



ବହୁମୂଲ୍ୟ,

Noun:

ପ୍ଲାଇମାଉଥ୍ |,

polymasty తెలుగు అర్థానికి ఉదాహరణ:

|ଖୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ବିଭିନ୍ନ ଅଭିଲେଖରୁ ଜଣାଯାଏ ଯେ ଏକଦା କଳିଙ୍ଗର ହାତୀ, ବହୁମୂଲ୍ୟ ପ୍ରସ୍ତର, ହାତୀଦାନ୍ତ, ଗୋଲମରିଚ, ଗୁଆ, ବସ୍ତ୍ରାଦି ପାଇଁ ସିଂହଳ ବଜାରରେ ଖୁବ୍ ଚାହିଦା ଥିଲା ।

ଜବ୍ସଙ୍କ ପିତାମାତା ଜବ୍ସଙ୍କ ଉଚ୍ଚଶିକ୍ଷା ପାଇଁ ତାଙ୍କ ବହୁମୂଲ୍ୟ ଭବିଷ୍ୟତ ପାଇଁ ସଞ୍ଚିତଧନ ଖର୍ଚ୍ଚ କରି ଚାଲିଥିଲେ।

ଏହି ଉପହାରଟି ସ୍ୟମନ୍ୟକ ନାମକ ଏକ ବହୁମୂଲ୍ୟ ମଣି ଥିଲା ।

ସୁଜୁକି ହାୟାବୁସା ପରି ୧୦ରୁ ଉର୍ଦ୍ଧ୍ୱ ବହୁମୂଲ୍ୟ ମୋଟର ସାଇକେଲ ଧୋନି ନିଜ ଘରେ ଥିବା ସୋରୁମରେ ସଜାଇ ରଖିଛନ୍ତି ।

ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା ।

| ପୁରସ୍କାର ଓ ସମ୍ମାନ |ତାଙ୍କର ବହୁମୂଲ୍ୟ ସାହିତ୍ୟିକ କୃତି ପାଇଁଁ ୧୯୨୫ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ତେବେ ଯାହା ବି ହେଉ ନା କାହିଁକି ଏସବୁ ସତ୍ତ୍ୱେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସୋଭିଏଟ ରାଷ୍ଟ୍ରସଙ୍ଘ ଏକ କ୍ରୁଷି ଅର୍ଥନୀତିରୁ ଶିଳ୍ପାର୍ଥନୀତିରେ ପରିଣତ ହୋଇଥିଲା ,ଏଥିପାଇଁ ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା ।

କବି ମାନସିଂହ ଜଣେ ଶିକ୍ଷାବିତ୍, କବି ଓ ସମାଲୋଚକ ଭାବରେ ଅନେକ ବହୁମୂଲ୍ୟ ରଚନା ରଚି ଯାଇଛନ୍ତି ।

" ଶିମା ଚିଆନ୍ ଲେଖିଯାଇଛନ୍ତି ଯେ ପ୍ରଥମ ସମ୍ରାଟ ବହୁ ବହୁମୂଲ୍ୟ ବସ୍ତୁ, ପ୍ରାସାଦ, ମୀନାର, ସଭାଷଦ ଓ ସୁନ୍ଦର କୃତିର ନମୁନା ସହ ଏଠାରେ ସମାଧୀ ନେଇଥିଲେ ।

ବାର୍ଷିକ ୧୫.୫ କୋଟି ୟୁରୋର ଏହି ବହୁମୂଲ୍ୟ ବ୍ୟାବସାୟିକ ଚୁକ୍ତି ଅନୁସାରେ ବାର୍ସେଲୋନା ଦଳ ଲା ଲିଗାରେ ଯୋଗ୍ୟତା ହାସଲ କରିବାରେ ବିଫଳ ହେଲେ କିମ୍ବା କୌଣସି ବର୍ଷ ୟୁରୋପୀୟ ପ୍ରତିଯୋଗିତା ଖେଳିବାକୁ ଅସମର୍ଥ ହେଲେ ବାର୍ସେଲୋନା କ୍ଲବ୍ ନାଇକି କମ୍ପାନୀକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେବ ।

ବହୁମୂଲ୍ୟ କାଗଜ ଓ ତାଳପତ୍ରରେ ଲେଖିବାରେ ସେ କୃତିତ୍ୱ ଅର୍ଜନ କରିଥିଲେ ।

ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ଓ ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।

polymasty's Meaning in Other Sites