poisonable Meaning in Odia (Oriya). ( poisonable ଶବ୍ଦର ଓଡିଆ ଅର୍ଥ)
ବିଷାକ୍ତ,
Adjective:
ପୂର୍ବାବଲୋକନ, ବିଦ୍ୟାଙ୍ଗ, ସୁନ୍ଦର,
People Also Search:
poisonedpoisoner
poisoners
poisoning
poisonings
poisonivy
poisonous
poisonous nightshade
poisonous parasol
poisonously
poisons
poisson distribution
poitier
poitiers
poitou
poisonable తెలుగు అర్థానికి ఉదాహరణ:
ଏହାର ବିଷାକ୍ତତା ହେତୁ ଅନେକ ଦେଶରେ ଏହାର ଉତ୍ପାଦନ ଏବଂ ବିକ୍ରୟ ପାଇଁ ନିୟମ କାନୁନ ରହିଛି | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ସୁପ୍ରଭା ରାୟ ଜଣେ ଓଡ଼ିଆ ଅନୁବାଦିକା ।
ଅଳ୍ପ ପରିମାଣର ମେଥାନୋଲ ପାନ କଲେ ମଧ୍ୟ ବିଷାକ୍ତ ହୋଇଯାଇ ମୃତ୍ୟୁ ହୋଇପାରେ ।
|ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ।
| ଆଧାର ୧୯୯୨ ମସିହା ମେ ମାସରେ କଟକରେ ବିଷାକ୍ତ ମଦ ପିଇ ପ୍ରାୟ ୨୦୦ରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡିବା ସହ ଏହାର ଶିକାର ହୋଇଥିବା ୬୦୦ରୁ ଅଧିକ ଲୋକ ଭୀଷଣ ଅସୁସ୍ଥ ହୋଇ ଚିକିତ୍ସିତ ହୋଇଥିଲେ ।
କେତେକ ଦାବୀ କରନ୍ତି ଯେ କ୍ରନ୍ଦନ ଯୋଗୁ କେତେକ ଜୈବରାସାୟନିକ ଲକ୍ଷ ସାଧିତ ହୋଇଥାଏ ଯେପରିକି ଚାପମୁକ୍ତି ଓ ଦେହରୁ ଦେହରୁ ବିଷାକ୍ତ ପଦାର୍ଥର ରେଚନ ହୁଏ ।
କିଛି ଖଳ ପ୍ରକୃତିର ଅବୈଧ ମୁନାଫାଖୋର ମଦ୍ୟ ବେପାରୀ ବିଷାକ୍ତ ମଦ୍ୟ ବିକ୍ରୟ କରିଥିଲେ ।
ଯେଉଁଥିରେ ଦ୍ୱିତୀୟକ ବିଷାକ୍ତତାକୁ ପୂର୍ଣ୍ଣତୟା ରୋକିବାରେ ସାହାଯ୍ୟ ମିଳିଥାଏ ।
ଉଦାହରଣ ସ୍ୱରୁପ ହର୍ବିସାଇଡ ୨,୪-ଡି ଚାରା ହରମୋନକୁ ଅନୁକରଣ କରିବାଦ୍ୱାରା ଚାରାକୁ ଘାତକ ବିଷାକ୍ତ ହୁଏ ।
ବିଷାକ୍ତ ପଦାର୍ଥ ନଷ୍ଟ କରେ(Detoxify)।
|ବିକିରଣର ବିଷାକ୍ତ ପ୍ରଭାବ (Radiation poisoning)|ଭୁତାଣୁ ଜନିତ ରକ୍ତାକ୍ତ-ଜ୍ୱର ।
ଏହାର କର୍ଯ୍ୟପ୍ରଣାଳୀ: ଗ୍ଲୁଟାଥାୟନ ସ୍ତର ବୃଦ୍ଧି କରେ ଓ ପରାସେଟାମୋଲର ବିଷାକ୍ତ ରାସାୟନିକ ବିଭାଜିତ ଦ୍ରବ୍ୟଗୁଡ଼ିକ ସହିତ ଯୋଡ଼ିହୋଇଯାଏ ।
ତଥ୍ୟ ପ୍ରଦୂଷିତ ହେଲେ ବିଷାକ୍ତ ଟ୍ରାକିଂ ।