<< plotter plottering >>

plottered Meaning in Odia (Oriya). ( plottered ଶବ୍ଦର ଓଡିଆ ଅର୍ଥ)



ଷଡ଼ଯନ୍ତ୍ର,

Adjective:

ଅଭିଭୂତ,

plottered తెలుగు అర్థానికి ఉదాహరణ:

ଫଳରେ ସେଠାକାର ଏକ ମଦ ବେପାରୀ ଶଶି (ସମ୍ପଥ ରାଜ) ଏବଂ ମନ୍ତ୍ରୀ ଥିବା ତା' ଭାଇ ଭେଙ୍କଟ ରତ୍ନମ୍ (ମୁକେଶ ରିଶି) ତା' ବିରୋଧରେ ଷଡ଼ଯନ୍ତ୍ର କରନ୍ତି ।

ନ୍ୟାୟର ଦ୍ୱାର ଅବରୋଧ, ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଶୀଘ୍ର ସମର୍ଥନ ଓ ଘଟଣାରେ ସରକାରୀ ସହାପରାଧ ପ୍ରମାଣ ଅଭିଯୋଗକୁ ଅଣଦେଖା କରିବା କାରଣକୁ ନେଇ କମିଟି ଖ୍ରୀଷ୍ଟୋଫେ ଜଫ୍ରେଲଟ ଆଦିଙ୍କଦ୍ୱାରା ସମାଲୋଚିତ ହୋଇଥିଲା ।

|୨୦୧୨ ମସିହାରେ ଆଡ଼ଭୋକେଟ ସୁବ୍ରମଣ୍ୟମ ସ୍ୱାମୀ [ଦିଲ୍ଲୀ]] ମେଟ୍ରୋପାଲିଟିଆନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ମୋତିଲାଲ ଭୋରା, ଅସ୍କାର ଫର୍ଣ୍ଣାଣ୍ଡିଜ, ସୁମନ ଦୁବେ ଓ ସାମ ପିଟ୍ରୋଡ଼ା ମିଳିତ ଭାବେ ପୂର୍ବତନ ନାସନାଲ ହେରାଲଡ଼ର ୨୦୦୦ କୋଟି ସମ୍ପତି ହଡ଼ପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ।

|ଧାରା ୧୨୦(କ)– ଯେତେବେଳେ ଦୁଇ ବା ତତୋଧକ ବ୍ୟକ୍ତି:|୧.କୌଣସି ଅବୈଧ କାର୍ଯ୍ୟ(Illegal Act)|୨.କୌଣସି କାର୍ଯ୍ୟ ଯାହା ଅବୈଧ ନୁହେଁ, ସେହି କାର୍ଯ୍ୟକୁ କୌଣସି ଅବୈଧ ଉପାୟରେ କରିବାକୁ ବା କରାଇବାକୁ ପରସ୍ପର ମଧରେ ସମ୍ମତ ହୁଅନ୍ତି ତାହାକୁ ଅପରାଧୀକ ଷଡ଼ଯନ୍ତ୍ର କୁହାଯାଏ ।

ନୂରଜାହାନଙ୍କ ଷଡ଼ଯନ୍ତ୍ର ଆଶଙ୍କା କରି ଶାହା ଜାହାନ ପିତାଙ୍କ ଆଦେଶ ନ ମାନି ବିଦ୍ରୋହ କଲେ ।

ଦ୍ୱିତୀୟତଃ : ଅନ୍ୟମାନଙ୍କ ସହିତ ଷଡ଼ଯନ୍ତ୍ରରେ ଲିପ୍ତ ହୁଏ ଏବଂ ଏହି ଷଡ଼ଯନ୍ତ୍ର ହେତୁ ଉକ୍ତ ଅପରାଧ ସଂଗଠିତ ହୁଏ ।

ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଦୁଗ୍ଧରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା ।

It welcomed the High Court judgement, saying that it was a setback for the Congress. ଲାଲୁ ପ୍ରସାଦ ଯାଦବ ଏହି ରିପୋର୍ଟକୁ ମୋଦୀ ସରକାରଙ୍କଦ୍ୱାରା ସୁସଂଯୋଜିତ ଦଙ୍ଗା ଷଡ଼ଯନ୍ତ୍ରର ପ୍ରମାଣ ଓ ଏହା ବିଜେପିର ମୁଖା ଖୋଲିଦେଇଛି ବୋଲି ଉଲ୍ଲେଖ କରିଥିଲେ ।

ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ୱାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ ।

ତାହା କେବେ ସମ୍ଭବ ହୋଇନଥିଲା ଯେହେତୁ ଏୟାର ଇଣ୍ଡିଆ ଫ୍ଲାଇଟ ୧୮୨ରେ ଯାତ୍ରା କରୁଥିବା ତାଙ୍କ ପରିବାର ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରର ଶିକାର ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହାକୁ ଏକ ବ୍ୟବସ୍ଥାପିକ ଷଡ଼ଯନ୍ତ୍ର ଅଭିହିତ କରିଥିଲେ ।

|ଧାରା ୧୨୦ (ଖ)- ଯେ କେହି, ପ୍ରାଣଦଣ୍ଡ, ଆଜୀବନ କାରାଦଣ୍ଡ ଅଥବା ଦୁଇ ବା ତତୋଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡନୀୟ କୌଣସି ଅପରାଧ କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ହେବେ, ସେ ସେହି ଅପରାଧରେ ସହାୟତା କଲେ ଯେତିକି ଦଣ୍ଡ ମିଳିବ ସେତିକି ଦଣ୍ଡ ପାଇବେ ।

plottered's Meaning in Other Sites