<< plenteous plenteousness >>

plenteously Meaning in Odia (Oriya). ( plenteously ଶବ୍ଦର ଓଡିଆ ଅର୍ଥ)



ପ୍ରଚୁର ପରିମାଣରେ,

ପ୍ରଚୁର,

plenteously తెలుగు అర్థానికి ఉదాహరణ:

| ଆଧାର |୧୯୮୪ ମୃତ୍ୟୁ|ଓଡ଼ିଆ ଲୋକ|କନ୍ଧମାଳ ଜିଲ୍ଲାର ଲୋକ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ ହାଇପରଟ୍ରିଗ୍ଲାଇସେରିଡେମିଆ, ଟ୍ରାଇଗ୍ଲାଇସେରାଇଡର ଉଚ୍ଚ ( ହାଇପର- ) ରକ୍ତ ସ୍ତର ( -ମିଆ )କୁ ସୂଚିତ କରେ ଓ ଅଧିକାଂଶ ଜୀବଙ୍କ ଶରୀରରେ ପ୍ରଚୁର ପରିମାଣରେ ଏହି ଚର୍ବିଳ ଅଣୁ ବା ଫ୍ୟାଟି ଅଣୁ ଥାଏ ।

|ଇବ ନଦୀ ସନ୍ନିକଟ ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଶୋଭା ରାଜି ଥିବା ଅଞ୍ଚଳ ରହିଛି ।

ମାଛ ଚାଷରେ ଏହା ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଇଥାଏ ।

|ଓଡ଼ିଶାର ବାଙ୍କୀ ଅଞ୍ଚଳରେ ପ୍ରବାହିତ ମହାନଦୀ କୂଳରେ ଏହି ବାଇଗଣ ପ୍ରଚୁର ପରିମାଣରେ ଚାଷ କରାଯାଏ ।

ଏତଦବ୍ୟତୀତ କ୍ୟାଲସୟିମ, ଭଟିାମନି ଡି, ଭଟିାମିନ୍ ସି, ଲୌହସାର ଏବଂ ଆଣ୍ଟିଅକସ୍‍ଡିାଣ୍ଟ ଯୁକ୍ତ ଖାଦ୍ୟପଦାର୍ଥ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ ।

|ଏହି ନାମଟି ସାଧାରଣତଃ ଜାତିଗତ, ଜାତୀୟ, ଧର୍ମୀୟ, ସାଂସ୍କୃତିକ ବା ଉପଜାତୀୟ ବିଷୟ ସହିତ ସଂଜ୍ଞାବଦ୍ଧ ଜାତିଗତ ଗୋଷ୍ଠୀମାନଙ୍କୁ ବୁଝାଇଥାଏ ଏବଂ ପ୍ରଚୁର ପରିମାଣରେ କ୍ଷମତା ଥିବା କ୍ଷେତ୍ରରେ ବ୍ୟବହୃତ ହୁଏ ।

ଉଦଜାନ ସବୁଠାରୁ ହାଲୁକା ମୌଳିକ ଓ ଏହାର ଏକ-ପରମାଣବିକ ଅବସ୍ଥା ବିଶ୍ୱର ସବୁଠାରୁ ପ୍ରଚୁର ପରିମାଣରେ ମିଳୁଥିବା ମୌଳିକ (ପାଖାପାଖି ୭୫% ପ୍ରତିଶତ) ।

୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ ।

ଏହିପରି ଭାବରେ ଜର୍ମାନୀ,ଫ୍ରାନସ୍‌, ଆମେରିକା ଓ ଇଂଲଣ୍ଡରେ ପ୍ରତିଷ୍ଠା କରାଯାଇଥିବା କାରଖାନାରେ ପ୍ରଚୁର ପରିମାଣରେ ଡିନାମାଇଟ୍‌ ଉତ୍ପାଦନ କରାଗଲା ଏବଂ ବ୍ୟବହାର କରାଗଲା।

| ୨୦୧୪ |ବୁର୍କିନା ଫାସୋରେ ପ୍ରଚୁର ପରିମାଣରେ ମାଙ୍ଗାନିଜ ଖଣିଜ ଦ୍ରବ୍ଯ ଉପଲବ୍ଧ ।

ଏହା ପ୍ରଚୁର ପରିମାଣରେ ମିଳୁଥିବା ଏକ ଅଧାତୁ ।

ଚକ ନିର୍ମିତ କୁମ୍ଭାର - ଏହାର କିଛି ପ୍ରାଣୀ ଏବଂ ଜ୍ୟାମିତିକ ମୋଟିଫ୍ ସହିତ ସୁସଜ୍ଜିତ ହୋଇଛି - ସମସ୍ତ ପ୍ରମୁଖ ଇଣ୍ଡସ୍ ସାଇଟଗୁଡ଼ିକରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଛି ।

ଜାମୁକୋଳିରେ ପ୍ରଚୁର ପରିମାଣରେ ଭିଟାମିନ ସୀ ରହିଥାଏ ।

plenteously's Usage Examples:

counsel him richly in the government of the kingdom, and anoint him plenteously with the grace of the Holy Spirit, etc.


of thy faithful people; that they, plenteously bringing forth the fruit of good works, may of thee be plenteously rewarded; through Jesus Christ our Lord.


blode trekelyn downe fro under the garlande hote and freisly and ryth plenteously, as it were in the time of His passion that the garlande of thornys was.


the Saviour, which when crucified by the Jews poured forth blood so plenteously that the churches of the East and West drew copiously from it.


we beseech thee, O Lord, the wills of thy faithful people; that they, plenteously bringing forth the fruit of good works.


never had any thoughts of turning against Zhu from this point on, and he plenteously supplied Zhu"s army in Zhu"s subsequent campaigns.



Synonyms:

bountifully, bounteously, plentifully,

plenteously's Meaning in Other Sites