<< pleased pleasence >>

pleaseman Meaning in Odia (Oriya). ( pleaseman ଶବ୍ଦର ଓଡିଆ ଅର୍ଥ)



ପ୍ରସନ୍ନ,

Noun:

ସରକାରୀ କର୍ମଚାରୀ,

pleaseman తెలుగు అర్థానికి ఉదాహరణ:

ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)।

ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଜ୍ଞାନରଞ୍ଜନ ନାୟକ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ପ୍ରସନ୍ନ ପାଟ୍ଟସାଣୀ, ପ‌ପୁ ମହାନ୍ତି, ମଳୟ ମିଶ୍ର, ବିଜିତ୍, କୁସୁମ, ବୁଲୁ, ରାଣୀ, ଗଣେଶ, କାଳୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ସ୍ୱର୍ଗର ନାରୀମାନେ ଦୁର୍ଦ୍ଦଶାଗ୍ରସ୍ତ କନ୍ୟା ଦୁହିଁଙ୍କ ପାଇଁ ବହୁ ସ୍ତୁତି କରି ସୂର୍ଯ୍ୟଙ୍କୁ ପ୍ରସନ୍ନ କଲେ ।

| ଅଭିନୟରେ |ଓଡ଼ିଆକଥାଚିତ୍ର ‘ଅଗ୍ନି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ପ୍ରସନ୍ନଜିତ ଚାଟାର୍ଜି|ରଚନା ବାନାର୍ଜି| ଆଧାର | ବାହାର ଆଧାର |୨୦୦୫ର ଓଡ଼ିଆ କଥାଚିତ୍ର ସକଳ ତୀର୍ଥ ତୋ ଚରଣେ, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।

ସାଙ୍ଗାଙ୍କ ବିଷୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଉଲ୍ଲେଖ କରିଥିଲେ "a lovely person". ଶ୍ରୀଲଙ୍କା ଏବଂ ଇଂଲଣ୍ଡର ରାଜଦୂତ ହେବାକୁ ରାଷ୍ଟ୍ରପତି ଶିରିସେନା ସାଙ୍ଗାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସାଙ୍ଗାଙ୍କ ବିଷୟରେ କ‌ହିଥିଲେ କି, "ସାଙ୍ଗା ଆମ ଦେଶ ପାଇଁ ଗୋଟିଏ ପ୍ରଭାବଶାଳୀ ଚେହେରା ଏବଂ ତାଙ୍କୁ ଇଂଲଣ୍ଡର ରାଜଦୂତ ଭାବେ ଦାୟିତ୍ୱ ନେବାରେ ମୋତେ ଅତ୍ୟଧିକ ପ୍ରସନ୍ନତା ମିଳିବ ।

ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ୱରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।

ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଦେବୀ ପ୍ରସନ୍ନ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।

| ଆଧାର |ଚିକିତ୍ସା ବିଜ୍ଞାନ ଦେବୀପ୍ରସନ୍ନ ପଟ୍ଟନାୟକ, ଜଣେ ଓଡ଼ିଆ ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ ।

pleaseman's Meaning in Other Sites