<< played out players >>

player Meaning in Odia (Oriya). ( player ଶବ୍ଦର ଓଡିଆ ଅର୍ଥ)



ପ୍ଲେୟାର, ଖେଳାଳିମାନେ, ତାହା ଖେଳେ, ଜୁଆ ଖେଳାଳୀ,

Noun:

ଖେଳାଳିମାନେ |, କ୍ରୀଡା, ଗୀତିକାର, ପ୍ଲେୟାର, ଜୁଆ ଖେଳାଳୀ |, ଅଭିନେତା,

player తెలుగు అర్థానికి ఉదాహరణ:

ସେହି ବର୍ଷ ଦ୍ୱିତୀୟ ସିରିଜ୍‌ରେ, ଇଂଲଣ୍ଡ ବିପକ୍ଷରେ ୬୭.୫ ଆଭରେଜ୍‌ରେ ରନ୍ କରି ସେ ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।

୨୦୦୯ ଅଷ୍ଟ୍ରେଲିଆ ବିଶ୍ୱକପରେ , ୭୬ ରନ କରି ସେ ଭାରତକୁ ଜିତାଇଥିଲେ ଏବଂ "ପ୍ଲେୟାର ଅଫ ଦ ମ୍ୟାଚ" ସମ୍ମାନ ପାଇଥିଲେ ।

|ଶ୍ରେଷ୍ଠ ଯୁବ ଖେଳାଳୀ (ବେଷ୍ଟ୍ ୟଂଗ୍ ପ୍ଲେୟାର୍ - Best Young Player) : ୨୧ ବର୍ଷରୁ କମ୍ ବୟସ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଏହି ପୁରସ୍କାର ମିଳେ ।

୨୦୧୧ ମସିହା ବିଶ୍ୱ କପ କ୍ରିକେଟରେ ମଧ୍ୟ ଯୁବରାଜ ଚମତ୍କାର ପ୍ରଦର୍ଶନ କରିବା ଫଳରେ ଭାରତ ଚମ୍ପିୟାନ ହେଇଥିଲା ଓ ଯୁବରଜ ସେଥିରେ "ପ୍ଲେୟାର ଅଫ ଥି ଟୁର୍ଣମେଣ୍ଟ" ବା ଶ୍ରେଷ୍ଠ ଖେଳାଳି ଘୋଷିତ ହେଇଥିଲେ ।

|ପୂଜାରା ମାତ୍ର 11ଟି ଟେଷ୍ଟରେ 1.000 ରଣ ପୂରଣ କରି 2013 ପାଇଁ ଏମରଜିଙ୍ଗ "ଏମରଜିଙ୍ଗ ପ୍ଲେୟାର ଅଫ ଥି ଇୟର  " ପୁରସ୍କାର ପ୍ରାପ୍ତ ହେଇଥିଲେ ।

୨୦୦୮ ଓ ୨୦୦୯ ମସିହାରେ ଆର୍ନ୍ତଜାତୀୟ କ୍ରିକେଟ୍ କାଉନସିଲଦ୍ୱାରା ଧୋନି ପ୍ଲେୟାର ଅଫ ଦ ଇୟର ପୁରସ୍କାର ମଧ୍ୟ ପାଇଛନ୍ତି ।

ଭାରତ ତରଫରୁ ସେ ସର୍ବାଧିକ ରନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ ।

ସେ ୨୦୦୮ ମସିହାରେ ମହିଳା କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବରେ ଘୋଷିତ ହୋଇଥିଲେ ଏବଂ ବର୍ତ୍ତମାନ ICC ପ୍ଲେୟାର ମାନ୍ୟତାରେ ମହିଳା ODI ବୋଲରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହି ବିଶ୍ୱକପରେ ସେ ଭାରତ ତରଫରୁ ସବୁଠୁ ଅଧିକ ରନ କରିଥିଲେ ଓ ଦୁଇଥର "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ ।

|ଝୁଲଣ 2007 ମସିହା ପାଇଁ ICCର "ପ୍ଲେୟାର ଅଫ ଥି ଇୟର " ପୁରସ୍କାର ସହ ଏମ . ଏ . ଚିଦମ୍ବରମ ଟ୍ରଫି ମଧ୍ୟ ୨୦୧୧  ମସିହାରେ ପାଇଥିଲେ ।

player's Usage Examples:

Backward induction in game theory: Multi-stage gameThe proposed game is a multi-stage game involving 2 players.


Through mechanisms like these, the setting of a particular location is explained to the player, with the plot or storyline being disclosed as the character progresses.


However, the Dutchmen, augmented by players loaned from other teams, were again sent to represent Canada at the 1960 Winter Olympics.


Also, if the player has tucked the ball into his body and then loses possession, it is a fumble.


Battier became the only player in NBA history to have been a part of two 20-game winning streaks.


Finally, Rebel Raider tasks the player with locating specific objects in a map and returning them to a designated drop point, similar to Capture the flag.


It is ok to play a little farther back or even a little closer, it would just depend on how confident the player is in his abilities and the skill of the attacker.


The 2003 relegation happened despite having many national team players on its roster.


playersEnglish Football League playersEnglish football managersArsenal F.



Synonyms:

server, volleyball player, football player, soccer player, playmaker, ice-hockey player, grandmaster, golf player, footballer, bowler, participant, billiard player, dart player, tennis player, shooter, lacrosse player, ballplayer, most valuable player, scorer, stringer, contestant, baseball player, golfer, pool player, seeded player, linksman, card player, hockey player, seed, chess player, MVP,

Antonyms:

gradual, temperate, empty, lively, nonindulgent,

player's Meaning in Other Sites