<< planning board plano >>

planning commission Meaning in Odia (Oriya). ( planning commission ଶବ୍ଦର ଓଡିଆ ଅର୍ଥ)



ଯୋଜନା କମିଶନ, ଯୋଜନା ଆୟୋଗ,

Noun:

ଯୋଜନା ଆୟୋଗ,

planning commission తెలుగు అర్థానికి ఉదాహరణ:

ପି.ଭି.ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।

୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନ ଅଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କୁ ଚିଠି ଲେଖି ସେଥିରେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି, ଏଣୁ ଯେପର୍ଯ୍ୟନ୍ତ ରାୟ ପ୍ରକାଶ ନ ପାଇଛି ସେତେବେଳ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖାଯାଉ ବୋଲି ଦର୍ଶାଇଥିଲେ ।

କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ|ପ୍ରତିଯୋଗିତା, କେନ୍ଦ୍ରର ଆର୍ଥିକ ସ୍ୱଚ୍ଛଳତା ଓ ରାଜ୍ୟମାନଙ୍କର ଆର୍ଥିକ ଦୁର୍ଗତି, ଯୋଜନା କମିଶନ, ଅତିମାନବ ମନ୍ତ୍ରୀପରିଷଦ ତଥା ରାଷ୍ଟ୍ରାଧିପତି ପରି କ୍ଷମତା ପ୍ରୟୋଗ କରି ଭାରତୀୟ ଯୋଜନା ନିୟନ୍ତ୍ରଣ କରୁଛନ୍ତି ।

୨ ମେ ୧୯୭୧ରୁ ୨୨ ଜୁଲାଇ ୧୯୭୨ ପର୍ଯ୍ୟନ୍ତ ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ।

୧୯୬୭ରେ ସେ ଯୋଜନା କମିଶନର ସଦସ୍ୟ ହେବା ସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶିଳ୍ପ, ଶ୍ରମିକ, ଶକ୍ତି, ପରିବହନ, ଯୋଗାଯୋଗ ଓ ରେଳ ବିଭାଗ ମନ୍ତ୍ରୀ ଭାବେ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

|୧୯୯୧-୧୯୯୬ : ଯୋଜନା କମିଶନ ଉପାଧ୍ୟକ୍ଷ|୧୯୯୩-୧୯୯୫ : ବାଣିଜ୍ୟ ମନ୍ତ୍ରୀ|୧୯୯୫-୧୯୯୬ : ବହିର୍ବ୍ୟାପାର ମନ୍ତ୍ରୀ|୧୯୯୬-୧୯୯୯ : ବହିର୍ବ୍ୟାପାର ମରାମର୍ଶ କମିଟି ସଦସ୍ୟ|୨୦୦୪ : ଲୋକ ସଭାକୁ ନିର୍ବାଚିତ ଓ ପ୍ରତିରକ୍ଷା ମନ୍ତ୍ରୀ|୨୦୦୬ : ବହିର୍ବ୍ୟାପାର ମନ୍ତ୍ରୀ|୨୦୦୮ : ପଦ୍ମ ବିଭୁଷଣରେ ସମ୍ମାନିତ|୨୦୦୯-୨୦୧୨ : ଅର୍ଥମନ୍ତ୍ରୀ| ମୃତ୍ୟୁ |ପ୍ରଣବ ମୁଖାର୍ଜୀ ୨୦୨୦ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।

planning commission's Usage Examples:

Community members often serve on a city planning commission, council or board.


department, urban planning commission, or zoning board must normally review and approve them.


Lake Hodges Pedestrian Bridge The Lake Hodges Pedestrian Bridge, officially named the David Kreitzer Lake Hodges Bicycle Pedestrian Bridge after a retired planning commissioner, is a pedestrian bridge spanning Lake Hodges immediately south of the Interstate 15 span.


she served on the Lyndonville, Vermont planning commission, zoning board of appeals, and as a village trustee.


body, such as a public works department, urban planning commission, or zoning board must normally review and approve them.


The company was determined that the town would be well-planned, and Devon holds the distinction of being the first Canadian community to be approved by a regional planning commission.


to 1997 she served on the Lyndonville, Vermont planning commission, zoning board of appeals, and as a village trustee.



Synonyms:

commission, committee,

Antonyms:

enfranchisement, outgoing, leeward, windward, incoming,

planning commission's Meaning in Other Sites