<< pistole pistoleer >>

pistoled Meaning in Odia (Oriya). ( pistoled ଶବ୍ଦର ଓଡିଆ ଅର୍ଥ)



ପିସ୍ତଲ,

Noun:

ପିସ୍ତଲ, ଗୁଳି,

pistoled తెలుగు అర్థానికి ఉదాహరణ:

ମାତ୍ର ନିଜେ କେବେ ଜୀବିତାବସ୍ଥାରେ ଇଂରେଜଙ୍କଦ୍ୱାରା ଧରା ହେବାକୁ ଚାହୁଁନଥିବାରୁ ନିଜ ପିସ୍ତଲରେ ସେ ନିଜକୁ ଗୁଳି ମାରିଦେଲେ ।

|ଇଞ୍ଚିଅନ୍‌ଠାରେ ଅନୁଷ୍ଠିତ ୨୦୧୪ ଏସୀୟ କ୍ରୀଡାରେ ଚୌଧୁରୀ, ୧୭୬.୪ ପଏଣ୍ଟ୍ ସ‌ହ ମହିଳା ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ, ଯାହା ଭାରତ ପାଇଁ ପ୍ରଥମ ପଦକ ଥିଲା ।

ଦୁଇଥରର ବିଜେତା ମେକ୍ସିକୋର ଆଲେଜାଣ୍ଡ୍ରା ଜାୱାଲାଙ୍କୁ ହରେଇ ଭାକର ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ଭାକର ସ୍ୱର୍ଣ୍ଣ ପଦକ ଜିତିଥିଲେ ।

 ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା, ଗୋଲ୍ଡକୋଷ୍ଟରେ ୧୬ ବର୍ଷ ବୟସରେ ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ସ୍ୱର୍ଣ୍ନ ପଦକ ଜିତିଥିଲେ ।

ସେମାନଙ୍କ ନିକଟରେ ଶକ୍ତିଶାଳୀ ଟେଭୋର ଟାର୍-୨୧,ଜିଲକ୧୭,ଜିଲକ ୧୯,ସେମିଆଟମିକ ପିସ୍ତଲ,ଲାଇଟ ମେସିନ ଗନ,M4 କର୍ବାଇନ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।

ତାଙ୍କ ବାପାଙ୍କ ସ‌ହ ଭାଇ ତୋଷିନ୍ଦର୍ ସିଂ ମଧ୍ୟ ପିସ୍ତଲ୍ ଚାଳନାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

|ସେ ଏୟାର୍ ପିସ୍ତଲ୍‌ରେ ୬ ଥର ଜାତୀୟ ବିଜେତା ଓ ୧୧୭ ଜାତୀୟ ଓ ୪୩ ଆନ୍ତର୍ଜାତୀୟ ପଦକ ଜିତିଛନ୍ତି, ଯେଉଁଥିରେ ୨୦୦୪ରେ ପାକିସ୍ତାନରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ପଦକ ଓ ୨୦୧୦ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ପ୍ରତିଯୋଗିତାରେ ୩ଟି ସ୍ର୍ୱର୍ଣ୍ଣ ପଦକ ଅନ୍ତର୍ଭୁକ୍ତ ଅଛି ।

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ହୀନା ସିଦ୍ଧୁଙ୍କ ସହ ମିଶି ମହିଳା ଯୁଗଳ ୧୦ ମିଟର୍ ଏୟାର୍ ପିସ୍ତଲ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

|୨୦୦୯ରେ ଦୋହାଠାରେ ଅନୁଷ୍ଠିତ ୨୦୦୯ ଏସୀୟ ଏୟାର୍ ଗନ୍ ପ୍ରତିଯୋଗିତାରେ ଶ୍ୱେତା ୩୮୧ ପଏଣ୍ଟ୍ ସ‌ହ ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ ।

| ସମ୍ମାନ ଓ ପୁରସ୍କାର |କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୧| ଆଧାର |୧୯୧୫ ଜନ୍ମ|୧୯୮୯ ମୃତ୍ୟୁ|କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଶ୍ୱେତା ଚୌଧୁରୀ (ଜନ୍ମ ୩ ଜୁଲାଇ ୧୯୮୬) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି ଯେ,୧୦ ମଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରନ୍ତି ।

ସେହି ପିସ୍ତଲ ଏବେ ଆଲ୍ଲାହାବାଦ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

ସେ ମଧ୍ୟ ୨୬ ଜୁନ୍ ୨୦୧୪ରେ ଗ୍ଲାସ୍‌ଗୋ ନିକଟସ୍ଥ ବ୍ୟାରୀ ବଡ଼ନ୍ ସୁଟିଂ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ ।

ଅନିସା ପ୍ରଥମ ସ୍ୱର୍ଣ୍ଣ ପଦକ, ରାଜୀ ସାର୍ନୋବତଙ୍କ ସ‌ହ ମିଳିତ ଭାବେ ୨୫ ମିଟର୍ ପିସ୍ତଲ୍‌ରେ ଜିତିଥିଲେ ।

pistoled's Meaning in Other Sites