pilgrimager Meaning in Odia (Oriya). ( pilgrimager ଶବ୍ଦର ଓଡିଆ ଅର୍ଥ)
ତୀର୍ଥଯାତ୍ରୀ,
Noun:
ପାରୀବ୍ରାଜା |, ତୀର୍ଥଯାତ୍ରା,
People Also Search:
pilgrimagespilgrimize
pilgrims
pili
piliferous
piliform
piling
pilipino
pilis
pill
pill bottle
pill bug
pill pusher
pill roller
pillage
pilgrimager తెలుగు అర్థానికి ఉదాహరణ:
ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି ।
ସିଂହଳର ତୀର୍ଥଯାତ୍ରୀମାନେ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ବେଳେ କଳିଙ୍ଗର ବନ୍ଦରମାନଙ୍କରେ ଭାରତୀୟ ଭୂଖଣ୍ଡକୁ ପ୍ରବେଶ କରୁଥିବାରୁ କଳିଙ୍ଗ ମଧ୍ୟ ସିଂହଳର ସଂସ୍କୃତି; ବିଶେଷ କରି ବୁଦ୍ଧଘୋଷଙ୍କ ତେରବାଦଦ୍ୱାରା ପ୍ରଭାବିତ ହୋଇଥିଲା ।
ଦ୍ୱାଦଶ ଶତାବ୍ଦୀର ରୋମ୍ର ତୀର୍ଥଯାତ୍ରୀଙ୍କ ନିମନ୍ତେ ଲିଖିତ ଯାତ୍ରା ପୁସ୍ତିକାରେ କୋଲୋଜିୟମ୍ ସ୍ଥାନ ପାଇନଥିଲା ।
ପରବର୍ତ୍ତୀ ସମୟରେ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ଯାତ୍ରା ପୁଣି ଖୋଲାଗଲା ।
କିଛି ତୀର୍ଥଯାତ୍ରୀଙ୍କ ଅନୁସାରେ ଗୋଟିଏ ଦିନରେ ଏହି ପରିକ୍ରମା ସମ୍ପୂର୍ଣ୍ଣ ହେବା ଉଚିତ ।
ଅନେକ ଧର୍ମାବଲମ୍ବୀ ତୀର୍ଥଯାତ୍ରୀ ବିଶ୍ୱାସ କରନ୍ତି ଯେ ଚାଲି ଚାଲି କୈଳାସ ପର୍ବତର ପ୍ରଦକ୍ଷିଣା କଲେ ସୌଭାଗ୍ୟ ଲାଭ ହୋଇଥାଏ ।
କିଛି ଐତିହାସିକ ଦସ୍ତାବିଜ ଅନୁସାରେ ଏଠାରେ ପାଳନ କରାଯାଉଥିବା ଉତ୍ସବରେ ବହୁ ତୀର୍ଥଯାତ୍ରୀ ଯୋଗ ଦେଉଥିଲେ ଏବଂ ଏହି ବିରାଟ ପ୍ରତିମୂର୍ତ୍ତିମାନଙ୍କ ଉଦ୍ଦେଶ୍ୟରେ ଭୋଗ ଓ ପ୍ରାର୍ଥନା କରାଯାଉଥିଲା ।
ଅଂକୋର୍ ଅଞ୍ଚଳରେ ମିଳିଥିବା ସପ୍ତଦଶ ଶତାବ୍ଦୀର ୧୪ଟି ଶିଳାଲେଖର ଅନୁଶୀଳନ କଲେ ଜଣାପଡେ ଯେ ଜାପାନରୁ ଆସିଥିବା ବୌଦ୍ଧ ତୀର୍ଥଯାତ୍ରୀମାନେ କ୍ଷ୍ମେର୍ର ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ବସବାସ କରୁଥିଲେ ।
ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି ।
ଏହି ମନ୍ଦିର ସର୍ବଦା ତୀର୍ଥଯାତ୍ରୀମାନଙ୍କଦ୍ୱାରା ପରିପୂର୍ଣ୍ଣ | ଲୋକମାନେ ମଧ୍ୟ ସେହି ମହରଗଡରେ ପ୍ରଭୁ ପର୍ଶୁରାମ ମନ୍ଦିର ପରିଦର୍ଶନ କରିବାକୁ ଆସନ୍ତି ।
ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି ।
|ଚୀନୀ ବୌଦ୍ଧ ତୀର୍ଥଯାତ୍ରୀ ଓ ପରିବ୍ରାଜକ ହୁଏନ୍ସାଂ ଖ୍ରୀଷ୍ଟାବ୍ଦ ୬୩୦ ଅପ୍ରେଲ୍ ୩୦ ତାରିଖ ଦିନ ବାମିୟାନ୍ ଅଞ୍ଚଳ ପରିଭ୍ରମଣରେ ଯାଇଥିଲେ ଓ ଏହି ଅଞ୍ଚଳର ବିବରଣୀ ପ୍ରଦାନ କରି "ଦା ତାଂଗ୍ ହିୟୁ ଜି"ରେ ଲେଖିଛନ୍ତି ଯେ, ଦଶରୁ ଅଧିକ ବୌଦ୍ଧ ବିହାର ଓ ଦଶ ହଜାରରୁ ଅଧିକ ବୌଦ୍ଧଭିକ୍ଷୁ ରହୁଥିବା ଏହି ଅଞ୍ଚଳ ଏକ ଚଳଚଞ୍ଚଳ ବୌଦ୍ଧ ଧାର୍ମିକ ସ୍ଥଳୀ ଥିଲା ।
|ଏଲୋରା ଗୁମ୍ଫା ମନ୍ଦିର ଗୁଡ଼ିକ ମଠ, ବିହାର, ମନ୍ଦିର ଓ ତୀର୍ଥଯାତ୍ରୀଙ୍କ ବିଶ୍ରାମସ୍ଥଳ ରୂପେ ବ୍ୟବହାର ହେଉଥିଲା ବୋଲି ଅନୁମାନ କରାଯାଏ ।