pig sized Meaning in Odia (Oriya). ( pig sized ଶବ୍ଦର ଓଡିଆ ଅର୍ଥ)
ଘୁଷୁରୀ,
Adjective:
ଘୁଷୁରି ଆକାର,
People Also Search:
pigboatpigboats
pigeon
pigeon breasted
pigeon droppings
pigeon house
pigeon loft
pigeon pea
pigeon toed
pigeoned
pigeonhole
pigeonholed
pigeonholer
pigeonholes
pigeonholing
pig sized తెలుగు అర్థానికి ఉదాహరణ:
|ଚୀନୀ ଶବ୍ଦ ବାକ୍ (肉) ଅର୍ଥ ମାଂସ (ବିଶେଷରେ ଘୁଷୁରୀ ମାଂସ)କୁ ହୋକ୍କିଏନ୍ ଉଚ୍ଚାରଣରେ ବାକ୍ କୁହାଯାଏ କିନ୍ତୁ ତ୍ୟୋଚ୍ୟୁମାନେ ଏହାକୁ ନେକ୍ ବୋଲି କୁହନ୍ତି ।
ଥାଇ ଲାଲ୍ ତରକାରୀରେ କୁକୁଡ଼ା, ବତକ, ଗୋରୁ, ଘୁଷୁରୀ, ଚିଙ୍ଗୁଡ଼ି ପ୍ରଭୃତି ମାଂସ ବ୍ୟବହାର କରାଯାଇପାରିବ ।
ପଲମୋନାରି ସରଫାକ୍ଟାଣ୍ଟ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଇପାରେ ବା ଗାଈ ବା ଘୁଷୁରୀର ଫୁସଫୁସରୁ ପୃଥକ କରାଯାଇପାରେ ।
ବନ୍ଧୁକରେ ବ୍ୟବହୃତ ଗୁଳି ଉପରେ ଗାଇ ଓ ଘୁଷୁରୀ ଚର୍ବିର ବ୍ୟବହାରକୁ ନେଇ କ୍ଷୁବ୍ଧ ହୋଇଥିବା ଭାରତୀୟ ସିପାହୀମାନେ ଏହି ବିଦ୍ରୋହ କରିଥିଲେ ।
|ଜୀବଙ୍କାଳରେ ଏକ ମଧ୍ୟମ ଆନ୍ଥ୍ରାକୋଥେରିଡ଼େ ଏକ ପତଳା ଜଳହସ୍ତୀ ଆକାରର ଏକ ଅପେକ୍ଷାକୃତ ଛୋଟ, ପତଳା ମୁଣ୍ଡ ଓ ଘୁଷୁରୀ ଭଳି ଦେଖିବାକୁ ହୋଇଥିବ ।
ଅଧିକାଂଶ ସମୟରେ ଘୁଷୁରୀ ମାଂସ ଓ ବେଳେ ବେଳେ ଭାଲୁ ଓ କୁକୁର ମାଂସ ଖାଇଲେ ଏହି ରୋଗ ହୁଏ ।
|ମାଲେସିଆରେ ଘୁଷୁରୀ ପରିବର୍ତ୍ତେ ଅଳ୍ପ ଚର୍ବିବିଶିଷ୍ଟ କୁକୁଡ଼ା ମାଂସରେ ମଧ୍ୟ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଯାହାକୁ ‘‘ଚିକ୍ କୁତ୍ ତେଃ’’ ବୋଲି କୁହନ୍ତି ।
ଘୁଷୁରୀ (Pigs) ଓ ପକ୍ଷୀମାନଙ୍କ ଦେହରେ ଏହି ଭୂତାଣୁ ଥାଏ ।
ଏହି ସୁପ୍ ପ୍ରସ୍ତୁତି ସମୟରେ ଏଥିରେ ଚିଙ୍ଗୁଡ଼ି କିମ୍ବା ଘୁଷୁରୀ ଓ କୁକୁଡ଼ା ମାଂସ ମଧ୍ୟ ମିଶାଯାଏ ।
| ଆଧାର |୧୯୪୨ ଜନ୍ମ|୧୯୯୯ ମୃତ୍ୟୁ|ଓଡ଼ିଆ ଲୋକ|କଟକ ଜିଲ୍ଲାର ଲୋକ|୭ମ ଓଡ଼ିଶା ବିଧାନ ସଭାର ସଭ୍ୟ କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ ।
ଟିନିଆସିସ ଏକ ଅନ୍ୟ ରୋଗ ଯାହା ଭଲରୁପେ ରନ୍ଧା ହୋଇନଥିବା ଘୁଷୁରୀ ମାଂସ ଖାଇଲେ ହୁଏ ।
ଏହି ପାତ୍ରରେ ୫୦୦ କିଲୋଗ୍ରାମ ଘୁଷୁରୀ ମାଂସ, ୪୫୦ କିଲୋଗ୍ରାମ ଝୋଳ (ସୁପ୍) ଓ ୫୦ କିଲୋଗ୍ରାମ ଔଷଧୀୟ ଉପାଦାନ ରହିଥିଲା ।
ପ୍ରତିଷେଧ ନିମନ୍ତେ ବାଦୁଡ଼ି ତଥା ରୋଗା ଘୁଷୁରୀଠାରୁ ଦୂରରେ ରହିବା, ରୋଗୀ ସଂସ୍ପର୍ଶରୁ ଦୂରରେ ରହିବା ଓ କଞ୍ଚା ଖଜୁରୀ ରସ (date palm sap) ନପିଇବାକୁ ପରାମର୍ଶ ଦିଆଯାଏ ।
Synonyms:
sized,
Antonyms:
unsized, unsorted,