<< photogravures photojournalism >>

photoing Meaning in Odia (Oriya). ( photoing ଶବ୍ଦର ଓଡିଆ ଅର୍ଥ)



ଫଟୋ ଉଠାଇବା,

Noun:

ଶୁଟିଂ,

photoing తెలుగు అర్థానికి ఉదాహరణ:

ତେଣୁ ଜଙ୍ଗଲର ଗୁଢ ଜ୍ଞାନ ଥାଇ ମଧ୍ୟ କର୍ବେଟଙ୍କ ପାଇଁ ଏକ ଭଲ ବାଘ ଫଟୋ ଉଠାଇବା ଅତି କଷ୍ଟସାଧ୍ୟ କାମ ହୋଇଥିଲା ।

ଫଟୋ ଉଠାଇବା ବେଳେ ଗୁଡ଼ିଏ ଫିଲ୍ଟର୍ ବ୍ୟବହାର କରନ୍ତି ଓ ବହୁ ଫଟୋକୁ ପରେ ପ୍ରୟୋଗଶାଳାରେ ସଂଯୋଜିତ କରି ଦୃଶ୍ୟର ସଠିକ୍ ରଙ୍ଗ ଓ ଚିତ୍ର ଉପସ୍ଥାପନ କରିଥାନ୍ତି ।

|ଘଟଣା|ପୀଡ଼ିତା ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ।

ଏହି ରେକର୍ଡ଼ ପାଇଁ ସନ୍ଦୀପଙ୍କୁ ୧୨ଘଣ୍ଟା ଭିତରେ ଅତିକମରେ ୧୦୦ଜଣେ ମଡେଲଙ୍କର ଅଲଗା ଅଲଗା ଭଙ୍ଗୀରେ ୧୦୦୦୦ରୁ ଅଧିକ ଫଟୋ ଉଠାଇବାର ଥିଲା ।

|ଡେଭିଡ୍ ମାଲିନ୍ ନାମକ ଜଣେ ଚିତ୍ରତ୍ତୋଳକ ଧ୍ରୁବୀୟ ଜ୍ୟୋତିର ଫଟୋ ଉଠାଇବାରେ ପାରଙ୍ଗମତା ହାସଲ କରିଛନ୍ତି ।

ଏଥିରେ ବିଶାଳ ପ୍ରାଚୀର ଏତେ ଅସ୍ପଷ୍ଟ ଯେ ଉତ୍ତୋଳକ ଫଟୋ ଉଠାଇବା ପରେ ନିଜେ ବହୁ ସମୟ ପର୍ଯ୍ୟନ୍ତ ଜାଣି ପାରିନଥିଲେ ଯେ ସେ ବିଶାଳ ପ୍ରାଚୀରର ଫଟୋ ଉଠାଇଛନ୍ତି ।

ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।

ସେ ନୂଆ ନୂଆ ଫଟୋ ଉଠାଇବା ଆରମ୍ଭ କରିଥିବାରୁ ତାଙ୍କ ପାଖରେ ଫଟୋ ଉଠେଇବା ପାଇଁ କୌଣସି ମଡେଲ ରାଜି ହେଉନଥିଲେ ।

photoing's Meaning in Other Sites