photoglyphy Meaning in Odia (Oriya). ( photoglyphy ଶବ୍ଦର ଓଡିଆ ଅର୍ଥ)
ଫଟୋଗ୍ରାଫି,
Noun:
ଫଟୋଗ୍ରାଫି |,
People Also Search:
photogramphotograms
photograph
photographed
photographer
photographers
photographic
photographic camera
photographic density
photographic equipment
photographic film
photographic material
photographic paper
photographic plate
photographical
photoglyphy తెలుగు అర్థానికి ఉదాహరణ:
୨୮ ନଭେମ୍ବର ୨୦୧୩ରେ ଏହି ଚଳଚ୍ଚିତ୍ରଟିର ସୁଟିଂ, ଫଟୋଗ୍ରାଫି କାମ ଆରମ୍ଭ ହେଲା ଏବଂ ୫ ସେପ୍ଟେମ୍ବର ୨୦୧୪ ଯାଏଁ ଏହାର କାମ ଚାଲିଥିଲା ।
ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି ।
ଶଶିକଳା ଜୟଲଳିତାଙ୍କ ସଂଷ୍ପର୍ଶରେ ଆସିବା ପୂର୍ବରୁ ଏକ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉ ଥିଲେ ଏବଂ ବିବାହ ଓ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କରୁଥିଲେ ।
ଦୁହେଁ ସ୍କୁଲ, କଲେଜ ଜୀବନରୁ ବକ୍ସ କ୍ୟାମେରା ବ୍ୟବହାର କରି, ଫଟୋଗ୍ରାଫି କରିଆସୁଥିଲେ ।
ପ୍ରାରମ୍ଭରେ ସେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କାର୍ଯ୍ୟ କରୁଥିଲେ ଏବଂ ସେହିଠାରୁ ସେ ଜୟଲଳିତାଙ୍କର ଏକ ବିଶେଷ ବନ୍ଧୁ ହୋଇଥିଲେ ।
|ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ|୧୯୬୧ରେ ଦିଲ୍ଲୀ ଜନ୍ମିତ ସିଂ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନ ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ ।
ସେ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନ ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ ।
ସମାଲୋଚକ ମାନଙ୍କ ମତରେ , ତାଙ୍କ ଭିତରେ ଏକ ଅଦ୍ଭୁତ କଳାତ୍ମକତା ଲୁଚି ରହିଥିଲା , ଯାହା ଫଟୋଗ୍ରାଫି ବାଟଦେଇ ପ୍ରକଟିତ ହେଉଥିଲା ।
ତେବେ ଫଟୋଗ୍ରାଫି ପ୍ରତି ତାଙ୍କର ମୋହ ସୃଷ୍ଟି ହୋଇଥିଲା ତାଙ୍କ ମାମୁ ଚ୍ମେଫିଙ୍ଗଟନ ଲୁଚୱୀଜଙ୍କୁ ଦେଖି ।
|ପାମେଲା ନ୍ୟୁୟର୍କର ପାର୍ସନସ୍ ସ୍କୁଲ୍ ଅଫ୍ ଡଜାଇନ୍, ଫ୍ରାନ୍ସର ଆମେରିକାନ୍ ୟୁନିଭର୍ସିଟି ଅଫ୍ ପ୍ୟାରିସ୍,ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଶିକ୍ଷାଲାଭ କରିଥିଲେ ।
ତାହା ହେଉଛି ଫଟୋଗ୍ରାଫି ।
|ଫଟୋଗ୍ରାଫି|ଲେଖିବା ଆଉ ପଢିବାକୁ ବାଦଦେଲେ କାରୋଲଙ୍କ ଥିଲା ଆଉ ଗୋଟେ ସୌକ ।