phase ii Meaning in Odia (Oriya). ( phase ii ଶବ୍ଦର ଓଡିଆ ଅର୍ଥ)
ଦ୍ୱିତୀୟ ପର୍ଯ୍ୟାୟ,
Noun:
ଦ୍ୱିତୀୟ ପର୍ଯ୍ୟାୟ,
People Also Search:
phase iii clinical trialphase iv
phase modulation
phase of cell division
phase of the moon
phase space
phase transition
phased
phaseless
phaser
phases
phases of the moon
phasic
phasing
phasma
phase ii తెలుగు అర్థానికి ఉదాహరణ:
ଚୀନୀ ବନ୍ୟପ୍ରାଣୀ ସୁରକ୍ଷା ନିୟମ (୧୯୮୮)ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ପ୍ରାଣୀଙ୍କ ମଧ୍ୟରେ ବଳିଆ କୁକୁର ଅନ୍ୟତମ ।
| ଦ୍ୱିତୀୟ ପର୍ଯ୍ୟାୟ ବିଦ୍ରୋହ |କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରିନଥିଲେ ।
|ଅସହଯୋଗ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ|ଦ୍ୱିତୀୟ ପର୍ଯ୍ୟାୟରେ କେତେକ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
| ସ୍ପିଂକ୍ଙ୍କ ପ୍ରସ୍ତାବିତ ସମୟକ୍ରମ ଓ ଗୁମ୍ଫାର ଇତିହାସ |ୱାଲ୍ଟର୍ ଏମ୍. ସ୍ପିଂକ୍ ବହୁ ବର୍ଷର ଗବେଷଣା ପରେ ଅଜନ୍ତା ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣର ସମୟକ୍ରମ ନିର୍ଦ୍ଧାରଣ କରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଅଜନ୍ତାର ଅଧିକାଂଶ ଗୁମ୍ଫା ଖୋଦିତ ହୋଇଥିଲା ।
କିନ୍ତୁ ୱାଲ୍ଟର୍ ସ୍ପିଂକ୍ଙ୍କଦ୍ୱାରା ବିଗତ କିଛି ଦଶନ୍ଧିରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଦ୍ୱିତୀୟ ପର୍ଯ୍ୟାୟର ସମୟସୀମା (ଖ୍ରୀ ୪୬୦-୪୮୦) ଅତି ଛୋଟ ଥିଲା ।
||ଦ୍ୱିତୀୟ ପର୍ଯ୍ୟାୟର ଗୁମ୍ଫାମାନଙ୍କରେ ମହାଯାନ ବୌଦ୍ଧ ପରମ୍ପରାର ଛାପ ଦେଖିବାକୁ ମିଳେ ।
|ପର୍ଯ୍ୟାୟ ୨|ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା ।
|ଗୁମ୍ଫା-୧ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମିତ ଏକ ବୃହତ୍ ବିହାର ।
ଏହା ଆମେରିକାର ନାସାଦ୍ୱାରା ଚନ୍ଦ୍ରକୁ ମାନବ ପ୍ରେରଣ ନିମିତ୍ତ ଆପୋଲୋ ଚନ୍ଦ୍ର ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ।
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ଯେଉଁ ସବୁ କାର୍ଯ୍ୟକୁ ଲକଡାଉନ କଟକଣାରୁ ବାଦ୍ ଦିଆଯିବ, ସେସବୁ ହେଲା:|ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟକୁ ଅନୁମତି ।
Synonyms:
phase II clinical trial, clinical trial, clinical test,
Antonyms:
day, night, time off, uptime, point of periapsis,