pestiferously Meaning in Odia (Oriya). ( pestiferously ଶବ୍ଦର ଓଡିଆ ଅର୍ଥ)
କୀଟନାଶକ,
Adjective:
ସଂକ୍ରାମକ,
People Also Search:
pestilencepestilences
pestilent
pestilential
pestilentially
pestle
pestled
pestles
pestling
pesto
pestology
pests
pet
pet name
pet peeve
pestiferously తెలుగు అర్థానికి ఉదాహరణ:
ଅରଳର ସୁଖି ଯାଇଥିବା ଚଟାଣ ଉପରେ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାର କୀଟନାଶକ ପଦାର୍ଥ ମିଶା ଯାଇଥିଲା, ଯାହା ନହରରୁ ବୋହି ହୋଇ ଏଠାକୁ ଆସି ଯାଇଥିଲା ।
ଏହାଛଡ଼ା ଏହା ସୁଗନ୍ଧ ତେଲ, ଜୈବ-କୀଟନାଶକ ଓ ଜୀବାଣୁ ନାଶକ ଗୁଣ ମଧ୍ୟ ରହିଛି।
|ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗଦ୍ୱାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ୱାଦଯୁକ୍ତ ପାକଳ ପାନ ଉପଯୁକ୍ତ ପରିମାଣରେ ନ ମିଳୁଥିବାରୁ ଓଡ଼ିଶାର ପାନ, ଯାହା ବନାରସରେ ସବୁଠାରୁ ଅଧିକ ଲୋକପ୍ରିୟଥିଲା ତା’ର ଆଗ ଚାହିଦା ଆଉ ନାହିଁ।
ଏଥିରେ ଥିବା ବ୍ରାଇଓଫିଲିନ ‘ସି’ର କୀଟନାଶକ ଗୁଣ ମଧ୍ୟ ରହିଛି।
|ଚାଷ କାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁ ପର୍ଯ୍ୟାବରଣ (ecosystem), ଜୈବବିବିଧତା, ଭୂତଳ ଜଳରାଶି, ପାନୀୟ ଜଳ ଯୋଗାଣ, ଚାଷୀଙ୍କ ସ୍ୱାସ୍ଥ୍ୟ ତଥା ପ୍ରଜନନ (fertility) କ୍ଷମତା କ୍ଷତିଗ୍ରସ୍ତ ହେଉଛି ।
|କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ଓ ବର୍ଷା ସମୟରେ ଚାଷ ଜମିରୁ ରାସାୟନିକ ସାର ଓ କୀଟନାଶକ ମିଶ୍ରିତ ଜଳ ନଦୀ, ପୋଖରୀରେ ମିଶିବାଦ୍ୱାରା ଜଳ ପ୍ରଦୂଷଣ ବହୁଳ ଭାବରେ ବୃଦ୍ଧି ପାଇଛି ।
ଏକ ଶିଳ୍ପ ରାସାୟନିକ ଭାବରେ କାଠ ସୁରକ୍ଷାକାରୀ, କୀଟନାଶକ ଓ କାଚ ଜିନିଷ ତିଆରିରେ ବ୍ୟବହୃତ ହୁଏ ।
ଚାଷୀ ନିଜ ବିଲ ହିଡ଼ରେ ରଞ୍ଜା ପୋତି କୀଟନାଶକ ପ୍ରୟୋଗ କରି ଗଛର ଯତ୍ନ ନିଏ ।
| ଆଧାର |ଔଷଧ ଆଟ୍ରୋପିନ ଔଷଧ କୀଟନାଶକ ଓ ସ୍ନାୟୁ ଏଜେଣ୍ଟମାନଙ୍କର ବିଷାକ୍ରିୟା ନିମନ୍ତେ, ଧୀର ହୃଦଗତି ହେଉଥିଲେ ଓ ଅପରେଶନ ସମୟରେ ଲାଳ ନ ବୋହିବା ନିମନ୍ତେ ବ୍ୟବହାର କରାଯାଏ ।
|୨୦୦୬ ମସିହାର ଏକ ଅନୁଶୀଳନରୁ ଜଣାଯାଏ, କୀଟନାଶକ କ୍ଲୋରୋପାଇରିଫୋସ୍ ()ମାନସିକ ଓ ମୋଟୋର ସ୍ନାୟୁ ବିକାଶକୁ କମେଇ ଦିଏ ।