pertusion Meaning in Odia (Oriya). ( pertusion ଶବ୍ଦର ଓଡିଆ ଅର୍ଥ)
ବିଘ୍ନ,
Noun:
ସୁଗନ୍ଧିତ,
People Also Search:
pertussalpertussis
peru
perugia
perugino
peruke
peruked
perukes
perusal
perusals
peruse
perused
peruser
peruses
perusing
pertusion తెలుగు అర్థానికి ఉదాహరణ:
|ସଂରକ୍ଷଣ ଦିଗରେ ବାଧାବିଘ୍ନ|ଭାରତୀୟ ଗଣ୍ଡାମାନଙ୍କ ପ୍ରଜନନରେ ସହାୟତା ପାଇଁ ଏମାନଙ୍କ ନିମନ୍ତେ ଏକ ସଂରକ୍ଷିତ ଅଞ୍ଚଳ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଜରୁରୀ ଥିଲା ।
ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ।
|ଉପରୋକ୍ତ ମନ୍ତ୍ରଟିର ଅର୍ଥ ହେଲା—|ହେ ଗଣପତି ! ତୁମେ ବିଘ୍ନେଶ ! ତୁମେ ବିଶାଳ ବପୁ ଧାରଣ କରିଛ ।
ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ଏହି ମୁକ୍ତିଦାତା ଗଣେଶଙ୍କୁ ଦର୍ଶନ କଲେ ସମସ୍ତ ବିଘ୍ନ ବିନାଶ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।
ସେମାନେ ତାଙ୍କର କାର୍ଯ୍ୟରେ ବିଭିନ୍ନ ବିଘ୍ନର ସମ୍ମୁଖୀନ ହେଲେ ଓ ଏହାଦ୍ୱାରା ବ୍ୟଥିତ ରହିଲେ ।
ସେଠାରୁ, ଅକ୍ଷମ ଲୋକଙ୍କ ବାଧାବିଘ୍ନଗୁଡ଼ିକ ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ ।
ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ।
ଏହି ସବୁ ଜଙ୍ଗଲରେ ମନୁଷ୍ୟମାନେ ମଧ୍ୟ ବାଧା ବିଘ୍ନ ସୃଷ୍ଟି ନ କରୁଥିବା ଜଣାପଡିଛି ।
|ଜଣେ ମହିଳା ବୈଜ୍ଞାନିକ ହେବା ନିମନ୍ତେ ଗୋଟିଏ ସାଧାରଣ ପ୍ରଶ୍ନ ଉଠେ: ଏହି ବୈଜ୍ଞାନିକ ପେଶାରେ କିଛି ବାଧା ବିଘ୍ନ ଅଛି କି ନାହିଁ ।
|ନବକଳେବରରେ ଏହି ନବନିର୍ମିତ ଦର୍ଶନ କଲେ ସାୟୁଜ୍ୟ ମୁକ୍ତି, ସର୍ବବିଘ୍ନ ନାଶ ଓ ରୋଗସନ୍ତାପ ଦୂରୀଭୂତ ହୁଏ ବୋଲି ଲୋକବିଶ୍ୱାସ ରହିଛି ।
|ବକ୍ରତୁଣ୍ଡ:|ବିକଟ:|ବିଘ୍ନରାଜେନ୍ଦ୍ର:|ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ ।
ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ ।