<< persuader persuades >>

persuaders Meaning in Odia (Oriya). ( persuaders ଶବ୍ଦର ଓଡିଆ ଅର୍ଥ)



ପ୍ରବର୍ତ୍ତକ,

ପ୍ରବର୍ତ୍ତାଇବା |,

persuaders తెలుగు అర్థానికి ఉదాహరణ:

ଓଡ଼ିଶୀ ସଙ୍ଗୀତରେ ବତିଶ ମେଳ ପ୍ରଥାର ସେ ପ୍ରଥମ ପ୍ରବର୍ତ୍ତକ ଓ ଶ୍ରୀ ଗୀତଗୋବିନ୍ଦର ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ୱରଲିପି କରିଥିଲେ ।

ଶ୍ରୀ ଚୈତନ୍ୟ ଦେବ ଏହାର ପ୍ରବର୍ତ୍ତକ

|ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ ।

ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ

କହିବାକୁ ଗଲେ ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ପଛରେ ପ୍ରେରଣା ଥିଲା ଟଲଷ୍ଟୟଙ୍କର ।

|ଦୃଷ୍ଟାନ୍ତ|ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଆରମ୍ଭରୁ , ଏହିପରି ଏକ ପାଠାନ୍ତର ଦିଆଯାଇଥିଲା(ପଞ୍ଜାବର ଆର୍.ସି. ମନ୍ଦିରର ଏକ କିମ୍ବଦନ୍ତୀ , ରୁପା ଏବଂ କମ୍ପାନୀ , ଦୁଇ ଗ୍ରନ୍ଥଖଣ୍ଡ , ପୃଷ୍ଠା ୬୦୬)|ରାଗ ହୀର-ରାଞ୍ଝା :|ପ୍ରଥମ ଆଲ୍ଲାଙ୍କ ନାମ ଏବଂ ଦ୍ୱିତୀୟ ପ୍ରଧାନ ମହମ୍ମଦ , (ଭଗବାନ)ଙ୍କର ଅର୍ଧପ୍ରବର୍ତ୍ତକ|ତୃତୀୟ , ପିତା ଏବଂ ମାତାଙ୍କ ନାମ , ଯାହାଙ୍କ ରକ୍ତ , କ୍ଷୀର ମୋ ଶରୀରରେ ଉନ୍ନତି କରିଥିଲା ।

ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଚୈତନ୍ୟ ଦେବ ।

|ତିଳକ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନରପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ ।

| ଆଧାର |୧୯୫୩ ଜନ୍ମ|ଓଡ଼ିଆ ଲୋକ|କଟକ ଜିଲ୍ଲାର ଲୋକ|ପଦ୍ମଶ୍ରୀ ସମ୍ମାନିତ ଗୋବିନ୍ଦ ଚନ୍ଦ୍ର ଶୂରଦେଓ (ଜନ୍ମ ୧୮୮୪) ଊନବିଂଶ ଓ ବିଂଶ ଶତାବ୍ଦୀରେ ଓଡ଼ିଶାର ଅଗ୍ରଗଣ୍ୟ ରାସ ପ୍ରବର୍ତ୍ତକ ଥିଲେ ।

ବୋଷ୍-ଆଇନ୍ ଷ୍ଟାଇନ୍ ପରିସଂଖ୍ୟାନର ଅନ୍ୟତମ ପ୍ରବର୍ତ୍ତକ ସତ୍ୟେନ୍ଦ୍ର ନାଥ ବୋଷଙ୍କ ସମ୍ମାନରେ ବୈଜ୍ଞାନିକ ପଲ୍ ଡିରାକ୍ ଏହି କ୍ଷୁଦ୍ରକଣର ନାମ "ବୋଜୋନ୍" ରଖିଥିଲେ ।

|ଆଧାର|ବାହାର ଆଧାର|Fansite Lara Dutta Zone|୧୯୭୮ ଜନ୍ମ|ଜୀବିତ ବ୍ୟକ୍ତି|ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ସେତୁ ପାର୍ବତୀ ବାୟୀ ସମ୍ପୁର୍ଣ୍ଣ ନାମ ମୂଲାମ ଥିରୁନାଲ ସେତୁ ପାର୍ବତୀ ବାୟୀ (ଇଂରାଜୀ ଭାଷାରେ Moolam Thirunal Sethu Parvathi Bayi (୧୮୯୬–୧୯୮୩), ଜଣାଶୁଣା ନାମ ଆମ୍ମା ମହାରାଣୀ (Amma Maharani) ଟ୍ରାଭାଙ୍କୋରର କନିଷ୍ଠ ମହାରାଣୀ ଓ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରବର୍ତ୍ତକ ଥିଲେ ।

’ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍‌ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍‌ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ ।

persuaders's Usage Examples:

“Soap Advertising – the trader as civilizer and the scramble for Africa”, in Imperial persuaders: images of Africa.



Synonyms:

wheedler, communicator, lobbyist, Svengali, inducer, coaxer,

persuaders's Meaning in Other Sites