penitency Meaning in Odia (Oriya). ( penitency ଶବ୍ଦର ଓଡିଆ ଅର୍ଥ)
ଅନୁତାପ,
Noun:
ପାପ ପାଇଁ ଅନୁତାପ |,
People Also Search:
penitentpenitential
penitentially
penitentials
penitentiaries
penitentiary
penitently
penitents
penk
penknife
penknives
penks
penlight
penlights
penman
penitency తెలుగు అర్థానికి ఉదాహరణ:
ଅନୁତାପରେ ମାଦ୍ରୀ ପଣ୍ଡୁଙ୍କ ଜୁଇରେ ନିଜକୁ ବିସର୍ଜନ କଲେ , କୁନ୍ତୀ ମଧ୍ୟ ସତୀ ହେବାକୁ ଚାହୁଁଥିଲେ ।
ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ ।
କିନ୍ତୁ ଦେବୀଦ୍ୱୟ ଏଥିପାଇଁ ଅନୁତାପ କରିବାରୁ ବଶିଷ୍ଠ ଶାନ୍ତ ହେଲେ ଏବଂ କହିଲେ, କଳିଯୁଗର ମଧ୍ୟଭାଗରେ ତାଙ୍କର ଜ୍ୟେଷ୍ଠଭଗ୍ନୀ ଋଷିକୁଲ୍ୟା ନଦୀ ତୀରରେ ମୋର ମାନସ ପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମେଦୁହେଁ କିଛିଦିନ ଲାଳିତ ପାଳିତ ହେବାପରେ ତାରାତାରିଣୀ ପର୍ବତର ଶୀର୍ଷଦେଶରେ ପୂଜାପାଇବ ଓ ଶାପମୁକ୍ତ ହେବ ।
ଯୁଦ୍ଧପରେ ବବ୍ରୁବାହନ ଅର୍ଜୁନଙ୍କ ପରିଚୟ ଜାଣି ନିଜ କାର୍ଯ୍ୟରେ ଅନୁତାପ କରି ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ, କିନ୍ତୁ ସେ ତାଙ୍କ ସାବତ ମା ଉଲୂପିଙ୍କଠାରୁ ପାଇଥିବା ନାଗମଣି ବ୍ୟବହାର କରି କୃଷ୍ଣଙ୍କ ସାହାଯ୍ୟରେ ଅର୍ଜୁନଙ୍କୁ ଜୀବିତ ଫେରି ପାଇଲେ ।
ସୀତାଙ୍କ ବିଷୟ ଆସିବା ପରେ ରାମ ଦୁଖରେ ଜର୍ଜରିତା ହେଇଗଲେ ଓ ଅନୁତାପ କଲେ ।
କିନ୍ଦମ ଋଷିଙ୍କଦ୍ୱାରା ଅଭିଶାପ ପାଇବା ପରେ ପାଣ୍ଡୁ ଅନୁତାପ କରିବାକୁ ରାଜ୍ୟ ତ୍ୟାଗ ପୂର୍ବକ ବନ ଗମନ କରିଥିଲେ ।
ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘ ଆଦି ଅନ୍ୟତମ ।
| ଅଭିନୀତ ଓଡ଼ିଆ କଥାଚିତ୍ର |କିଏ କାହାର|ଅନୁତାପ|ଗପ ହେଲେ ବି ସତ|ମାନସୀ|ରାମାୟଣ|ଏଇ ଆଖି ଆମ ସାକ୍ଷୀ|କୁଳ ଚନ୍ଦ୍ରମା| ଆଧାର | ଅଧିକ ତଥ୍ୟ |ଜୀବିତ ବ୍ୟକ୍ତି|ଓଡ଼ିଆ କଥାଚିତ୍ର ଅଭିନେତ୍ରୀ|ବୃତ୍ତି ଅନୁସାରେ ଓଡ଼ିଆ ଲୋକ|କଟକର ଲୋକ ହିମାଂଶୁ ପରିଜାଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଲଭ ମାଷ୍ଟର ୨୦୧୨ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା ।
penitency's Usage Examples:
there would be no secrecy: or, if it were in confession, he professed no penitency, and therefore you could not absolve him.