paying attention Meaning in Odia (Oriya). ( paying attention ଶବ୍ଦର ଓଡିଆ ଅର୍ଥ)
ଧ୍ୟାନ ଦେବା,
Noun:
ଧ୍ୟାନ ଦେବା |,
People Also Search:
paying backpaying guest
payings
payload
payloads
paymaster
paymasters
payment
payment rate
payments
paynim
paynimry
paynims
payoff
payoffs
paying attention తెలుగు అర్థానికి ఉదాహరణ:
ତେଣୁ ଜୀବାଣୁଙ୍କ ପ୍ରତି ଧ୍ୟାନ ନଦେଇ ଏହି ସନ୍ତୁଳନ ବଜାୟ ରଖିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି ।
|ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା, ଦୁଗ୍ଧର ପୌଷ୍ଟିକ ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବ୍ୟକ୍ତିବିଶେଷ ତଥା ସଂପ୍ରଦାୟଙ୍କ ସହାୟତା କରିବା ।
ରାସାୟନିକ କୀଟ ନିୟନ୍ତ୍ରଣ ଆଜି ମଧ୍ୟ କୀଟ ନିୟନ୍ତ୍ରଣର ଏକ ପ୍ରମୁଖ ସାଧନ ଅଟେ, ହୁଏତ ଏହାର ଦୀର୍ଘକାଳୀନ ଦୁଃପ୍ରଭାବ ଚାଲୁଥିବା ୨୦ବିଂ ଶତାବ୍ଦୀ ଶେଷରେ ପାରମ୍ପରିକ ଓ ଜୈବିକ କୀଟ ନିୟନ୍ତ୍ରଣରେ ଲୋକମାନେ ପୁନଃ ଧ୍ୟାନ ଦେବା ଆରମ୍ଭ କରିଦେଇଥିଲେ ।
ଏହା ପରେ ତାଙ୍କର କଲେଜର ଅଧକ୍ଷ, ଲିଓନାର୍ଡ଼ ଡି ଆଲ୍ୱାଇସ୍ ସାଙ୍ଗାଙ୍କୁ କ୍ରିକେଟ ଖେଳ ଅଧିକ ଧ୍ୟାନ ଦେବାକୁ ତାଙ୍କ ମାଆଙ୍କୁ ଉପଦେଶ ଦେଇଥିଲେ ।
|କମ ବୟସରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବା ତଥା ସ୍ତନ କର୍କଟରୋଗର ପୁନରାଗମନ ଭଳି ବିପଦରୁ ରକ୍ଷା ପାଇବା ପାଇଁ ହେଲେ ବିଶେଷଜ୍ଞ ଡାକ୍ତରଙ୍କଦ୍ୱାରା ସ୍ତନର ନିୟମିତ ପରୀକ୍ଷା ସାଙ୍ଗକୁ ସ୍ତନ ଆତ୍ମ ପରୀକ୍ଷା, ଆବଶ୍ୟକତାଠାରୁ ଅଧିକ ଚର୍ବିର ପରିମାଣ କମାଇବା ସହିତ ନିୟମିତ ସ୍ୱସ୍ଥ ଆହାର ଉପରେ ଧ୍ୟାନ ଦେବାକୁ ହେବ ।
ଅଧିକନ୍ତୁ ଅନେକ ଗର୍ଭନିରୋଧ କରିବାକୁ ଇଚ୍ଛା କରନ୍ତି, ନିୟୋଜନ ନୁହେଁ ଓ ଏହି ଦଳରେ ଅବିବାହିତ ଯୁବକ ଯୁବତୀ, ଯୁବାବସ୍ଥାର ବିବାହିତ ଯୋଡ଼ି, ପେଷା ପ୍ରତି ଧ୍ୟାନ ଦେବାକୁ ଗର୍ଭାଧାନ ବିଳମ୍ବିତ କରିବା ଲୋକ ଅଛନ୍ତି; ଏହି ଦିଗରେ ଅନେକ କାମ କରାଯାଇଛି ।
ଧୂମ୍ରପାନ ନ କରିବା ବା କମ କରିବା ଓ ବାହାର ତଥା ଗୃଗ ଭିତରେ ଉପଯୁକ୍ତ ବାୟୁ ଚଳାଚଳ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଗଲା ବେଳେ ନିକଟରେ ଥିବା ମୁନି ତୃଣବିନ୍ଦୁଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ ।
ସେ ତାଙ୍କ ବହିମାନଙ୍କରେ ମୁଖ୍ୟତଃ ଅଶାଠୁ ଅଧିକ ସଫଳତା ପାଇଁ ଉଚ୍ଚରେ ଥିବା ଉଦ୍ୟୋଗପତିଙ୍କୁ ହିଁ ସ୍ଥାନିତ କରିଥାନ୍ତି ଏବଂ ସେହିଭଳି ସ୍ତରରେ ପହଞ୍ଚିବାକୁ ହେଲେ କେମିତି ଛୋଟଛୋଟ ବିଷୟକୁ ନିରିକ୍ଷଣ କରି ଧ୍ୟାନ ଦେବାକୁ ହୋଇଥାଏ, ସେହି ବିଷୟରେ ହିଁ ଦର୍ଶାଇଥାନ୍ତି ।
ଇତ୍ୟବସରରେ ଜାତୀୟ ଆଇନ ସେବା ପ୍ରାଧୀକରଣ ତରଫରୁ ରାଜ୍ୟ ତଥା ଜିଲ୍ଲା ଓ ତାଲୁକ ଆଇନ ସେବା ପ୍ରାଧୀକରଣ ଗୁଡିକୁ ମନସିକ ଅନଗ୍ରସରମାନଙ୍କୁ ଆଇନ ସେବା ଯୋଗାଇଦେବା ସହ ନିମ୍ନଲିଖିତ ମାର୍ଗଦର୍ଶିକା ଗୁଡିକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
paying attention's Usage Examples:
paying attention to people speaking, but at first she remained mostly unexpressive and it was unclear whether she responded more to verbal or nonverbal.
In the latter approach, mindfulness, understood as the awareness that arises by paying attention on purpose, in the present moment, and non-judgmentally, is the central practice, instead of vipassana.
In doing so, governments focused on output to develop the economy while not paying attention to the environment.
derivative word "Mittyesque" have entered the English language, denoting an ineffectual person who spends more time in heroic daydreams than paying attention.
shown to not suffer fools gladly, particularly Hammond, whom she always chides for some misdemeanor or other reasons; such as not paying attention, for.
Chip Tolentino is called next, but he is not paying attention.
Have You Been Paying Attention? (abbreviated on social media as HYBPA? and stylised on-screen as Have you been paying attention? in sentence case) is.
During the 2016 presidential election, many journalists began paying attention to the site"s delegate counts, and Quoctrung Bui of The New York Times.
This involved paying attention to intra-individual variability that was found to be more than the.
In children, problems paying attention may result in poor school performance.
It's like they're punishing [the audience] for paying attention.
Investigators said the pedestrian was walking on the tracks and not paying attention to what was coming toward him.
In 1972, when the World Hockey Association was beginning to take form, some teams were more focused on the amateur draft that they stopped paying attention to other issues (mainly the WHA raiding NHL rosters) and were spending their time preparing for the draft.
Synonyms:
heedless, attention, unheeding, attending, attentive, advertency, attentiveness, regard, advertence, heed, heedful, thoughtful,
Antonyms:
heedful, inattention, inattentiveness, heedless, nonattendance,