<< pathogenicity pathogens >>

pathogenies Meaning in Odia (Oriya). ( pathogenies ଶବ୍ଦର ଓଡିଆ ଅର୍ଥ)



ଜୀବାଣୁ,

Adjective:

ପାଥୋଜେନିକ୍ |,

pathogenies తెలుగు అర్థానికి ఉదాహరణ:

ସ୍ୱଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ

ସନ ୧୯୮୧ରେ ଉଇଲି ବରଗରଫର (Willy Burgdorfer) ପ୍ରଥମେ ଏହି ଜୀବାଣୁ ବିଷୟରେ ବର୍ଣ୍ଣନା କରିଥିଲେ ।

ଏହି ରୋଗ ସୃଷ୍ଟି କରିବା ନିମନ୍ତେ ଗୋତିଏ ଜୀବାଣୁ(କ୍ରିପ୍ଟୋସ୍ପୋରିଡିଅମ୍)ଠାରୁ ଆରମ୍ଭ କରି ୧୦୮ (କଲେରା ଜୀବାଣୁ) ସ୍ଥଳ ବିଶେଷରେ ଆବଶ୍ୟକ ହୁଅନ୍ତି ।

ଏହି ଔଷଧ ସ୍ଟ୍ରେପ୍ଟୋମାଇସେସ ପାର୍ଭୁଲସ (Streptomyces parvullus) ଜୀବାଣୁରୁ (bacteria) ପ୍ରସ୍ତୁତ କରାଯାଏ ।

|ପ୍ରତିରୋଧ ଅକ୍ଷମତା ଏବଂ ଜନ୍ମଗତ ବା ଅର୍ଜିତ ଶରୀର ଗଠନ ଦୋଷ ଥିଲେ ବାରମ୍ବାର ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ହୁଏ ।

ପକ୍ଷୀଙ୍କ ମ୍ୟାଲେରିଆ ଜୀବାଣୁଠାରୁ ଏମାନେ ସୁରକ୍ଷିତ, କିନ୍ତୁ ଦହିଆଳ ପକ୍ଷୀମାନେ ଏଚ୍୪ଏନ୍୩ (H4N3) ଓ ଏଚ୍୫ଏନ୍୧ (H5N1)ଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।

ଛାତି ଏକ୍ସ‌ରେ, ରକ୍ତ ପରୀକ୍ଷା, ଓ ଖଙ୍କାର ଜୀବାଣୁର (କଲ୍‌ଚର) କରି ରୋଗ ନିର୍ଣ୍ଣୟ କରାଯାଏ ।

ଗର୍ଭାବସ୍ଥାରେ ଲକ୍ଷଣ ବିହୀନ ଜୀବାଣୁ ମିଶ୍ରିତ ପରିସ୍ରା ସଂକଟ ଜନକ ନ ହେଲେ ମଧ୍ୟ ୨୫ରୁ ୪୦% ବୃକକ ସଂକ୍ରମଣ ସଂକଟ ରହେ ।

|ପାରାଟାଇଫଏଡ ରୋଗ ସୃଷ୍ଟି କରନ୍ତି ସାଲମୋନେଲା ଏଣ୍ଟେରିକାର ତିନି ପ୍ରଜାତି ପାରାଟାଇଫଏଡ ଏ, ପାରାଟାଇଫଏଡ ବି, ଓ ପାରାଟାଇଫଏଡ ସି ଜୀବାଣୁ ଓ ଏମାନେ ଅନ୍ତନଳୀ ଓ ରକ୍ତରେ ବଢ଼ନ୍ତି ।

|ଖୋଲା ବା କମ୍ପାଉଣ୍ଡ(Compound) ଅସ୍ଥି ଭଗ୍ନ: ଏହି ଭଙ୍ଗାରେ ଚର୍ମ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହୋଇଥାଏ ଓ ହାଡ଼ ଭଙ୍ଗା ସ୍ଥାନରେ ଜମା ହୋଇଥିବା ରକ୍ତ ଜୀବାଣୁ ସଂସ୍ପର୍ଷରେ ଆସିବାଦ୍ୱାରା ଅସ୍ଥି ଅତ୍ୟଧିକ ସଂକ୍ରମିତ (Infection) ହେବାର ସମ୍ଭାବନା ଥାଏ ।

ଏହି ଜୀବାଣୁ ଅନେକ ଲୋକଙ୍କ ଦେହରେ ପ୍ରବେଶ କଲେ ମଧ୍ୟ ରୋଗ ନ ହେବା ପ୍ରମାଣ ମିଳିଛି ଓ ଜେନେଟିକ୍‌ର ପ୍ରଭାବ ଥିବା ଚିନ୍ତା କରାଯାଉଛି କାରଣ କେତେକ ପରିବାରରେ ଏହି ରୋଗର ଆଧିପତ୍ୟ ଅଛି ଓ କେତେକ ଲୋକଙ୍କୁ ଲେପ୍ରୋମାଟସ୍ ଲେପ୍ରୋସି ହେଲେ ମଧ୍ୟ ଆଉ ଅନେକ ଲୋକଙ୍କର ଅନ୍ୟ ପ୍ରକାର ଲେପ୍ରୋସି ହେଉଛି  ।

ଏହା ପରେ ନାକରୁ ବାହାରୁଥିବା ପାଣି ଜୀବାଣୁମୁକ୍ତ ହୋଇଯାଏ ।

ରିସ୍ ଓ ମ୍ୟାକ୍‌ଡୁଗଲ୍ (Rees and McDougall) ଇମ୍ମ୍ୟୁନ ଉଣା ମୂଷା ଦେହରେ ଏରୋସଲ୍ଦ୍ୱାରା ଜୀବାଣୁ ପ୍ରବେଶ କରାଇ ରୋଗ କରେଇଥିବା ସମ୍ଭବ ହେବାରୁ ମାନବ ଦେହରେ ସେହି ଉପାୟରେ ହେବା ସମ୍ଭବ ବୋଲି ପ୍ରସ୍ତାବ ଦେଇଛନ୍ତି ।

pathogenies's Meaning in Other Sites