<< parure parvenu >>

parvati Meaning in Odia (Oriya). ( parvati ଶବ୍ଦର ଓଡିଆ ଅର୍ଥ)



ପାର୍ବତୀ,

Noun:

ପାର୍ବତୀ |,

People Also Search:

parvenu
parvenue
parvenus
parvis
parvise
parvises
parvo
parvovirus
parvoviruses
pas
pasadena
pasan
pascal
pascals
pasch

parvati తెలుగు అర్థానికి ఉదాహరణ:

ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି ।

ଉପୋରକ୍ତ କଥା ସହିତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ଉତ୍ତରାକାଣ୍ଡରେ ଶ୍ରୀରାମ-ବଶିଷ୍ଠ ସମ୍ବାଦ, ନାରଦଙ୍କର ଅଯୋଧ୍ୟା ଆସି ରାମଚନ୍ଦ୍ରଙ୍କ ସ୍ତୁତି ଗାନ ଓ ଶିବ ପାର୍ବତୀ ସଂବାଦ, ଗରୁଡ ମୋହ, ଗରୁଡଙ୍କର କାକଭୁଷଣ୍ଡିଙ୍କଠାରୁ ରାମକଥା ଏବଂ ରାମ ମହିମା ଶ୍ରବଣ ଇତ୍ୟାଦି ବର୍ଣ୍ଣନା କରିଅଛନ୍ତି ।

ପୁଣି ଆଲୋକ ଫେରି ପାଇବା ଆଶାରେ ଶିବଭକ୍ତଙ୍କ ପ୍ରାର୍ଥନା କ୍ରମେ ମା' ପାର୍ବତୀ ଶିବଭକ୍ତଙ୍କ ସହ ମିଶି ତପସ୍ୟା କଲେ ।

୧୯୫୩ର ଚଳଚ୍ଚିତ୍ର ଆମରି ଗାଁ ଝୁଅରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ପାର୍ବତୀୟ ଛେଳି ଗୋରାଲ୍ ଏଠାକାର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପ୍ରଜାତି ।

ଏହି ମନ୍ଦିରର ଗର୍ଭଗୃହରେ ଶିବ ଓ ପାର୍ବତୀଙ୍କ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ପ୍ରତିଷ୍ଠିତ ।

ତାଙ୍କ ମା ପାର୍ବତୀ ଅମ୍ମାଲ ଜଣେ ସଂସ୍କୃତ ପରିବାରର ମହିଳା ଥିଲେ।

" ସେ ଧଉଳୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଆଦିରେ ସେ ଅଭିନୟ କରିଥିଲେ ।

ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି।

ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ ।

ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରହନ୍ତି ।

parvati's Usage Examples:

The temple is dedicated to Murugan, the warrior deity and First son of Shiva and parvati.


On Basant Panchami Baba's Tilak is performed, Shivaratri marriage and Rangbhari Ekadashi marks parvati leaving with shiva.



parvati's Meaning in Other Sites