partitively Meaning in Odia (Oriya). ( partitively ଶବ୍ଦର ଓଡିଆ ଅର୍ଥ)
ଆଂଶିକ ଭାବରେ,
Noun:
ବିଭାଜକ,
People Also Search:
partitivespartitur
partitura
partizan
partizans
partlet
partly
partner
partner in crime
partner off
partnered
partnering
partners
partnership
partnership certificate
partitively తెలుగు అర్థానికి ఉదాహరణ:
|ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ ।
ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।
ଆଂଶିକ ଭାବରେ ଏହା ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟିହିସ୍ଟାମିନ (antihistamine) ଭାବରେ କାମକରେ ।
Carriers of the ଜି୬ପିଡିଡି ଆଲେଲେ (G6PDD allele) ବାହକମାନେ ଆଂଶିକ ଭାବରେ ମ୍ୟାଲେରିଆରୁ ସୁରକ୍ଷା ପାଆନ୍ତି ।
ଆଂଶିକ ଭାବରେ ପରଜୀବୀର ସକର (sucker) କାମକୁ ପ୍ରଭାବିତ କରି ଏହା କାର୍ଯ୍ୟକାରୀ ହୁଏ ।
ଯୁକ୍ତରାଷ୍ଟ୍ର ଆମେରିକାର (contiguous United States) ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ଯେପରିକି ପଶ୍ଚିମ କାନାଡ଼ା (Western Canada) ଓ ଆଂଶିକ ଭାବରେ ମଧ୍ୟ ଆମେରିକା ତଥା ଦକ୍ଷିଣ ଆମେରିକାରେ (South America) ମଧ୍ୟ ଏହି ରୋଗ ଦେଖାଯାଏ ।
ଆଂଶିକ ଭାବରେ ଏହା ଜେନେଟିକ (genetic) ସହିତ ସଂପୃକ୍ତ ଥିବା ବିଶ୍ୱାସ କରାଯାଏ ।
ବିକାଶଶୀଳ ଦେଶମାନଙ୍କରେ ବଞ୍ଚିବା ଆଶା ଆହୁରି ଖରାପ, ଆଂଶିକ ଭାବରେ ସେଠାରେ ପ୍ରଚଳିତ ସାଧାରଣ କର୍କଟ ରୋଗକୁ ଚିକିତ୍ସା କରିବା ଅନ୍ୟ ଉନ୍ନତ ଦେଶମାନଙ୍କ ଜୀବନଚର୍ଯ୍ୟା ସହ ହେଉଥିବା ରୋଗ ଅପେକ୍ଷା ଅଧିକ କଷ୍ଟସାଧ୍ୟ ।
|ମାତାମାନଙ୍କୁ ଟିକା ଦେଇ ଓ ଉନ୍ନତ ଶିଶୁ ନିରାପଦ ବ୍ୟବସ୍ଥା ଗ୍ରହଣ କରି, ମୁଣ୍ଡ ଆଘାତ ନିରୋଧ କରି ଆଂଶିକ ଭାବରେ ସି.ପି. ରୋଗର ପ୍ରତିରୋଧ କରିହୁଏ ।
ଯମଜ ଅନୁଶୀଳନର ପ୍ରସ୍ତାବ ଅନୁସାରେ ଏହା ଆଂଶିକ ଭାବରେ ପିତାମାତାଙ୍କ ମଧ୍ୟରୁ ଜଣକଠାରୁ ବଂଶାନୁକ୍ରମିକ ଭାବରେ ଆସେ ।
ଏହି ଗୃହ ନିର୍ମାଣରେ ଆଂଶିକ ଭାବରେ ଆଗ୍ରାର ବାଲି ପଥର ରବ୍ୟବହାର ହେଇଥିଲା ।
ଆଂଶିକ ଭାବରେ ଏହା ଧମନୀ ସ୍ପୀତ କରି (increasing the size of arteries) କାମ କରେ ।
ଆଂଶିକ ଭାବରେ ଜେନେଟିକ ପ୍ରଭାବ ଓ ଅଧିକାଂଶ କେଶରେ ପାରିବାରିକ ହାର୍ନିଆ ଉପରେ ଥାଏ ।
partitively's Usage Examples:
The genitive was used partitively and in compounds and kennings (e.
The genitive nostrum is used partitively (ūnusquisque nostrum "each one of us"), nostrī objectively (memor nostrī.
The genitive is used partitively, and quite often in compounds and kennings (e.
" It was even used partitively, to signify that something was composed of something else: "a group of.