participations Meaning in Odia (Oriya). ( participations ଶବ୍ଦର ଓଡିଆ ଅର୍ଥ)
ଅଂଶଗ୍ରହଣ,
ଏକ ଗୋଷ୍ଠୀର କାର୍ଯ୍ୟକଳାପର ବିଭାଜନର ନିୟମ |,
Noun:
ଅଂଶଗ୍ରହଣ,
People Also Search:
participativeparticipator
participators
participatory
participial
participially
participle
participles
particle
particle accelerator
particle beam
particle board
particle physics
particles
particoloured
participations తెలుగు అర్థానికి ఉదాహరణ:
ସେ ୨୦୨୧ରେ ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ ।
ଏହି କଥାଚିତ୍ରଟି ମଧ୍ୟ ଅନେକ ସଫଳତା ପାଇଥିଲା, ତେଣୁ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶ ତରଫରୁ ୭୮ତମ ଆକାଡେମୀ ପୁରସ୍କାର ଉତ୍ସବ ପାଇଁ 'ଫରେନ୍ ଲାଙ୍ଗୁଏଜ୍ କାଟାଗୋରି'ରେ ଅଂଶଗ୍ରହଣ କରିବାପାଇଁ ପଠାଯାଇଥିଲା ।
୨୦୦୦ ମସିହା ପରଠାରୁ ପଞ୍ଜାବୀ ଚଳଚ୍ଚିତ୍ର ପ୍ରତିବର୍ଷ ଅଧିକ ଚଳଚ୍ଚିତ୍ର ମୁକ୍ତିଲାଭ ସହ ବଡ଼ ବଜେଟ୍, ଘରୋଇ ଅଭିନେତା, ଓ ପଞ୍ଜାବୀ ଚଳଚ୍ଚିତ୍ରରେ ବଲିଉଡ ଅଭିନେତାଙ୍କ ଅଂଶଗ୍ରହଣଦ୍ୱାରା ପ୍ନଃଉତ୍ଥାନ ଦେଖୁଛି ।
ସଙ୍ଗେ ସଙ୍ଗେ ଦୁଇ ସରକାରଙ୍କ ମଧ୍ୟରେ ଏକ ଖୋଲା ଯୁଦ୍ଧ ଆରମ୍ଭ ହେଲା, ଏହି ବିବାଦରେ ସାଉଦି ଆରବ ଏବଂ ଜୋର୍ଡାନ ବିପ୍ଳବୀମାନଙ୍କ ପ୍ରତି ହାସନ ଏବଂ ଇଜିପ୍ଟରେ ଅଂଶଗ୍ରହଣ କରିବା ଆରମ୍ଭ କଲେ ।
ସେ, ରୋଟାରୀ କ୍ଳବ ଓ ମଦର ଟେରେସାଙ୍କ ଅନୁଷ୍ଠାନ ଆଦି ସହ ଜଡ଼ିତ ରହି ବହୁ ସେବାମୂଳକ କାମରେ ଅଂଶଗ୍ରହଣ କରିଥିଲେ ।
|ଅଭିନୟ କରିବା ସଙ୍ଗେ ସେ ତାଙ୍କ ମା'ଙ୍କ ଅନାଥ ଆଶ୍ରମରେ ମଧ୍ୟ ଜଡୀତ ଥାଆନ୍ତି ଓ ଅନେକ ମଞ୍ଛ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି।
|ଶ୍ରାବଣ ମାସରେ ହେଉଥିବା ଝୁଲଣ ଯାତ୍ରା ଓ କାର୍ତ୍ତିକ ମାସରେ ହେଉଥିବା ରାସଯାତ୍ରା ସମୟରେ ମଦନ ମୋହନଙ୍କ ମୁର୍ତ୍ତି ହିଁ ଉତ୍ସବମାନଙ୍କରେ ଅଂଶଗ୍ରହଣ କରନ୍ତି ।
|ହୃଦାନନ୍ଦ ୨୦୦୬ ମସିହାରେ କୁରୁକ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଲେଖକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲ ।
|ଅଭିନୟ ଜୀବନ|୨୦୦୭ରେ ବିଦ୍ୟା ଲକ୍ସ ଚେଲାଇ ଆଇ ସୁପରଷ୍ଟାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ବିଜୟିନୀ ହୋଇଥିଲେ ।
ଅଲିମ୍ପିକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାରେ, ସେ ଥିଲେ ଆସାମ ରାଜ୍ୟର ପ୍ରଥମ ମହିଳା ।
|ମଡେଲିଂ ଏବଂ ଅଭିନୟ ଜୀବନ|ଅଫସାନା ଆରା ବିନ୍ଦୁ ୨୦୦୬ ମସିହାରେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହି ମଡେଲିଂରେ ତାଙ୍କର ପେଶା ଆରମ୍ଭ କରିଥିଲେ ।
|||| ପ୍ରତିଯୋଗୀତାଟିର ପଦ୍ଧତି |ଅଂଶଗ୍ରହଣ କରୁଥିବା ୧୬ ଜଣ ଦଳକୁ ଚାରୋଟି ବିଭାଗରେ ବଣ୍ଟନ କରାଯାଇଅଛି ।
participations's Usage Examples:
Special participations in festivalsMember of the Jury of the 29th São Paulo International Film Festival, held in São Paulo, Brazil, from 21 October to 3 November 2005.
2The team has 8 participations as APEP Limassol.
2003 FIBA World Championship for Young Women 2007 FIBA Under-21 World Championship for Women Archived records of France team participations v t e v t e.
Loan participations can either be made on a pari passu basis with equal risk sharing for all loan participants, or on a senior/subordinated.
Meanwhile, Austria, Hungary, and Serbia and Montenegro announced their non-participations in the contest for various reasons.
1The team has 4 participations as PAEK, 3 participations as PAEK/AEK and 40 participations as PAEEK.
play-off participations: 10 – Preston North End, Brentford Most unsuccessful play-off participations: 9 – Brentford (from 10 participations), Preston.
European Championship 2019 FIBA U20 European Championship 1993 FIBA Under-22 World Championship Archived records of France team participations v t e v t e.
as APEP Limassol and 3 participations as APEP Pitsilias.
Africa cup* 17 participations : 1972, 1976, 1978, 1980, 1986, 1988, 1992, 1998, 2000, 2002, 2004, 2006, 2008, 2012, 2013, 2017, 2019.
The following years saw similar low placements and non-participations in , , and .
Record of the Moroccan national team World Cup* 5 participations : 1970, 1986, 1994, 1998, 2018.
Synonyms:
involution, intercession, group action, involvement, intervention, engagement, commitment, group participation,
Antonyms:
non-engagement, non-involvement, nonparticipation, simplicity, misconstruction,