parly Meaning in Odia (Oriya). ( parly ଶବ୍ଦର ଓଡିଆ ଅର୍ଥ)
ପାର୍ଲି,
Noun:
କ icks ଶଳ |, ଆସାର୍ |, ସମ୍ପୃକ୍ତ ବ୍ୟକ୍ତି, ସହଭାଗୀ, ବଳର ଏକ ଅଂଶ |, ପାର୍ଟିସାନ୍, ଦଳର ଏକ ଅଂଶ |, ପାର୍ଶ୍ୱ, ରାଜନୈତିକ ଦଳ, ଦଳ, ପାର୍ଟୀ |, ଅଂଶଗ୍ରହଣକାରୀ |, ନିମନ୍ତ୍ରିତ ବ୍ୟକ୍ତି |, କାଲପା |,
People Also Search:
parmesanparnassian
parnassus
parnell
parnellism
parochial
parochialise
parochialised
parochialises
parochialism
parochiality
parochialize
parochially
parochins
parodical
parly తెలుగు అర్థానికి ఉదాహరణ:
|ମହାଭିଯୋଗ ସମ୍ପର୍କରେ ନିର୍ଦ୍ଦଷ୍ଟ ପ୍ରାବଧାନ ଭାରତୀୟ ସମ୍ବିଧାନରେ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା Judges (Inquiry) Act, 1968ରେ ବର୍ଣ୍ଣିତ :|ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ଲୋକ ସଭା କିମ୍ବା ରାଜ୍ୟ ସଭାରେ ଆଗତ କରାଯାଇପାରିବ ।
ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସମ୍ମତିଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଜ୍ୟମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ବିଧାନ ମଣ୍ଡଳଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠ ମତରେ ସମର୍ଥିତ ହେବା ଦରକାର ।
ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ ।
ରାଜ୍ୟ କ୍ୟାବିନେଟ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଜୁନ ୨୦୦୮ରେ ଗ୍ରହଣ କରିବା ପରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଅଗଷ୍ଟ ୨୦୦୮ରେ ଗୃହୀତ ହୋଇ ପାର୍ଲିଆମେଣ୍ଟରେ ଅନୁମୋଦନ ପାଇଁ ପଠାଯାଇଥିଲା ।
ପାର୍ଲିଆମେଣ୍ଟର ବିଶ୍ୱାସଭାଜନ ହୋଇଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତା ପ୍ରୟୋଗ କରିପାରିବ ।
ଏହି ଧାରା ଅନୁଯାୟୀ ଭାରତୀୟ ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇପାରିବ ।
ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା ।
|ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ ।
|୨୦୧୦ ମସିହାରେ ଭାରତରେ ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭାମାନଙ୍କୁ ରେ ୩୩% ସ୍ଥାନ ସଙ୍ଗରକ୍ଷଣର ବ୍ୟବସ୍ଥା କରାଗଲା ।
| ପ୍ରକାରଭେଦ ||ବିଭିନ୍ନ ପ୍ରକାରର ଏ.ଏନ.ଏନ. ଦେଖିବାକୁ ମିଳିଥାଏ, ତନ୍ମଧ୍ୟରୁ କିଛି ନିମ୍ନରେ ଦର୍ଶାଗଲା:|କନଭୋଲ୍ୟୁସନାଲ ନ୍ୟୁରାଲ ନେଟୱର୍କ|ରିକାରେଣ୍ଟ ନ୍ୟୁରାଲ ନେଟୱର୍କ|ଲଙ୍ଗ ଶର୍ଟ ଟର୍ମ ମେମୋରୀ|| ସମାଲୋଚନା | ଆଧାର |ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାରିବାରିକ ଅଦାଲତ ଅଧିନିୟମ, ୧୯୮୪ ଭାରତୀୟ ପାର୍ଲିଆମେଣ୍ଟଦ୍ୱାରା ୧୯୮୪ ମସିହାରେ କାର୍ଯ୍ୟକାରୀ କରାଯାଇଥିବା ଏକ ଅଧିନିୟମ ।
.| ଆଧାର | ବାହାର ଲିଙ୍କ |ଜୀବିତ ବ୍ୟକ୍ତି ରାମ ଦୁଲାରି ସିହ୍ନା (୧୯୨୨-୧୯୯୪) ଜଣେ ଭାରତୀୟ ମହିଳା ପାର୍ଲିଆମେଣ୍ଟାରିଆନ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟପାଳ ।
ଏହି ନୂତନ ପ୍ରତିଷ୍ଠାନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସମେତ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ସମାର୍ଜିତ କରିବା ପାଇଁ ପାର୍ଲିଆମେଣ୍ଟରେ ବିଧେୟକ ଅଣା ଯାଇଛି ।