<< parchments parclose >>

parchmenty Meaning in Odia (Oriya). ( parchmenty ଶବ୍ଦର ଓଡିଆ ଅର୍ଥ)



ଚିତ୍ରକଳା,

Noun:

ଚମଡା କାଗଜ |,

People Also Search:

parclose
pard
parded
pardine
pardner
pardners
pardon
pardonable
pardonably
pardoned
pardoner
pardoners
pardoning
pardonless
pardons

parchmenty తెలుగు అర్థానికి ఉదాహరణ:

|ପ୍ରଦର୍ଶନୀ|ତାଙ୍କର କଳାକୃତି ଦେଖାଇଥିବା କେତେକ ଚିତ୍ର ପ୍ରଦର୍ଶନୀ :|ନିଜେ ଓ ପୃଥିବୀ: ଦିଲ୍ଲୀରେ ଜାତୀୟ ଆଧୁନିକ ଚିତ୍ରକଳା ଗ୍ୟାଲେରିରେ ଭାରତୀୟ ମହିଳା ଚିତ୍ରକରମାନ‌ଙ୍କ ପ୍ରଦର୍ଶନୀ ।

| ଆଧାର | ଅଧିକ ତଥ୍ୟ |ଓଡ଼ିଆ ଚଳଣି|ଓଡ଼ିଆ ଚିତ୍ରକଳା|କଳା କଟକ, ଦି ସିଲଭର ସିଟି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।

ଏହି ପ୍ରଦର୍ଶନୀରେ ତାଙ୍କର ୫୦ଟି ଚିତ୍ରକଳା ସ୍ଥାନିତ ହୋଇଥିଲା ।

|ଆଧାର|କଳା ଓଡ଼ିଶାର ଆଦିବାସୀ ସମାଜରେ ପ୍ରଚଳିତ ଚିତ୍ରକଳା, ମୁଖ୍ୟତଃ ଝୋଟି ଚିତ୍ର ଭାବେ ଜଣାଶୁଣା ।

||ଚିତ୍ରପୋଥିରେ ବିଭିନ୍ନ ଅବଦାନ|ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି ।

ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ, ଚିତ୍ରକଳାରେ, ସେ ଉଚ୍ଚଶିକ୍ଷା ଲାଭ କରିଥିଲେ ।

ତାଙ୍କର ଚିତ୍ରକଳା ଢାକାର ମିନିଏଚର ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।

ପରେ ମୋର୍ସ ତାଙ୍କଠାରୁ ଚିତ୍ରକଳାର ଅନେକ ହୁନ୍ଦର ଶିଖିଥିଲେ ଓ ୧୮୧୧ ପର୍ଯ୍ୟନ୍ତ ତାଙ୍କରି ତତ୍ତ୍ୱାବଧାନରେ ଇଂଲାଣ୍ଡରେ ଅନେକ କଳାକୃତିର ସର୍ଜନା କରିଥିଲେ।

ଏହା ମେକ୍ସିକୋର ସର୍ବାଧିକ ପରିଦର୍ଶକ ଆସୁଥିବା ଚିତ୍ରକଳା ସଂଗ୍ରହାଳୟ ଏବଂ ବିଶ୍ୱର ସର୍ବାଧିକ ପରିଦର୍ଶକ ଆସୁଥିବା ସଂଗ୍ରହାଳୟମାନଙ୍କ  ମଧ୍ୟରେ ୫୬ତମ ସ୍ଥାନରେ ରହିଛି ।

|ଅଙ୍କନ ବିଧି|ଇଡିତାଲ ହେଉଛି ରେଖା ପ୍ରଧାନ, ଏହାର ସମସ୍ତ ଚିତ୍ରକଳାର ମୌଳିକ ରୂପ ଯେପରି ବିନ୍ଦୁ, ରେଖା ଓ ବୃତ୍ତଦ୍ୱାରା ନିୟନ୍ତ୍ରିତ ।

ପ୍ରକୃତି ଓ ପରିବେଶ ତାଙ୍କ ଚିତ୍ରକଳାର ମୁଖ୍ୟ ସ୍ଥାନ ଅଧିକାର କରୁଥିଲା ।

୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନାଚ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।

parchmenty's Meaning in Other Sites