<< parasiticide parasitised >>

parasitise Meaning in Odia (Oriya). ( parasitise ଶବ୍ଦର ଓଡିଆ ଅର୍ଥ)



ପରଜୀବୀ,

Noun:

ପରଜୀବୀତା |,

parasitise తెలుగు అర్థానికి ఉదాహరణ:

ସଂକ୍ରମିତ ସିସି ମାଛି tsetse fly କାମୁଡ଼ିବାଦ୍ୱାରା ଏହି ଦୁଇ ପରଜୀବୀ ରୋଗ ହୁଏ ଓ ଏହା ଗ୍ରମାଞ୍ଚଳରେ ଅଧିକ ହୁଏ ।

ଚାର୍ଲ୍ସ ଲୁଇ ଅଲ୍ଫୋନ୍ସ ଲେବେରନ ନାମକ ଫରାସୀ ସୈନ୍ୟ ଡାକ୍ତର ଆଲଜେରିଆରେ କାର୍ଯ୍ୟରତ ଥିବା ସମୟରେ ମ୍ୟାଲେରିଆ ପିଡୀତଙ୍କ ଲୋହିତ ରକ୍ତ କଣିକା ମଧ୍ୟରେ ପରଜୀବୀ ଲକ୍ଷ୍ୟ କରିଥିଲେ ।

|ଚିକିତ୍ସା|ବିକଶିତ ଦେଶମନଙ୍କରେ ଏହାର ପ୍ରଭାବଶାଳୀ ଓ ଶସ୍ତା କେମୋଥେରାପି (chemotherapy) ମିଳୁନି ଓ ଏହାର ପରଜୀବୀ ତ‌ଥା କୀଟ ବାହକ କ୍ରମଶଃ ଔଷଧପ୍ରତି ପ୍ରତିରୋଧ କରୁଛନ୍ତି ।

ବିଭିନ୍ନ ଭୂତାଣୁ ଓ ପରଜୀବୀ ଜୀବାଣୁ ମଧ୍ୟ ଏମାନଙ୍କୁ ଆକ୍ରାନ୍ତ କରିପାରନ୍ତି ।

|ଲୋକମାନେ ଏହି ପରଜୀବୀର ଅଣ୍ଡା ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଟ୍ରାଇଚୁରିଆସିସ୍ ରୋଗ ହୁଏ ।

ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ ।

|ଆଧାର|ଚିକିତ୍ସା ବିଜ୍ଞାନ ଚାଗାସ୍ ରୋଗ, ଇଂରାଜୀରେ Chagas disease , ବା ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis), ଏକ ଗ୍ରୀଷ୍ମ ମଣ୍ଡଳୀୟ ଓ ପରଜୀବୀ ରୋଗ ଯାହା ଟ୍ରିପାନୋସୋମାକୃଜି ନାମକ ଏକ ପ୍ରୋଟୋଜୋଆଦ୍ୱାରା ହୁଏ ।

|ଆଧାର|ବାହାର ତଥ୍ୟ|୧୮୯୩ ଜନ୍ମ|୧୯୮୦ ମୃତ୍ୟୁ|କଟକ ଜିଲ୍ଲାର ଲୋକ|ଓଡ଼ିଆ ସାହିତ୍ୟ|୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ପ୍ରଥମ ଓଡ଼ିଆ ମହିଳା ଆଫ୍ରିକୀୟ ଟ୍ରିପାନୋସୋମିଆସିସ କିମ୍ବା ନିଦ୍ରାରୋଗ ଏକ ପରଜୀବୀ ରୋଗ ଯାହା ମାନବ ଓ ଅନ୍ୟାନ୍ୟ ପଶୁମାନଙ୍କୁ ହୁଏ ।

ଔଷଧମାନଙ୍କ ନାମ ଆଲ୍‌ବେଣ୍ଡାଜୋଲ ସ‌ହ ଆଇଭର୍‌ମେକ୍‌ଟିନ୍ କିମ୍ବା ଆଲ୍‌ବେଣ୍ଡାଜୋଲ ଓ ଡାଇଇଥାଇଲକାର୍‌ବାମାଜିନ. ଏହି ଔଷଧ ବ‌ୟସ୍କ ପରଜୀବୀଙ୍କୁ ମାରେନାହିଁ କିନ୍ତୁ ଏଗୁଡ଼ିକ ସ୍ୱତଃ ମରିବା ପର୍ଯ୍ୟନ୍ତ ଅଧିକ ବ୍ୟାପିବାରୁ ରକ୍ଷା କରେ ।

ଅଧିକାଂଶ ସମୟରେ ଜୀବାଣୁ ଏହାର କାରଣ ହେଲେ ମଧ୍ୟ କବକ ବା ଫିମ୍ପି, ଭୁତାଣୁ ଓ ପରଜୀବୀମାନେ ମଧ୍ୟ ଏହାର କାରଣ ହୋଇ ପାରନ୍ତି ।

|ଗଛ|ଏହା ଏକ ମଧ୍ୟମ ଧରଣର (୪ରୁ ୯ ମିଟର ଉଚ୍ଚତା ବିଶିଷ୍ଟ ) ବହୁ ବର୍ଷାୟୁ(ପାଖାପାଖି ୧୦୦ ବର୍ଷ), ଚିରହରିତ ଓ ଅର୍ଦ୍ଧ ପରଜୀବୀ ବୃକ୍ଷ ଅଟେ ।

|ଆଧାର|ଚିକିତ୍ସା ବିଜ୍ଞାନ ସିସ୍ଟୋସୋମିଆସିସ (ଇଂରାଜୀରେSchistosomiasis) (ଅନ୍ୟନାମ ବିଲ୍‌ହାର୍ଜିଆ ବା ଗେଣ୍ଡା ଜ୍ୱର ବା କାଟାୟାମା ଇଂରାଜୀରେ ଯଥାକ୍ରମେ Schistosomiasis, bilharzia, snail fever, and Katayama fever) ଏକ ରୋଗ ଯାହା ସିସ୍ଟୋସୋମା ଟାଇପର ଏକ ପରଜୀବୀପୋକଦ୍ୱାରା ହୁଏ ।

ଏମାନଙ୍କ ସଂଖ୍ୟା ଶିକାରୀ, ପରଜୀବୀ ଓ ରୋଗ ଯୋଗୁ କମିଯାଉଛି ।

parasitise's Usage Examples:

A small number of these fungi are also able to parasitise humans and animals, including species able to colonise human hair shafts.


jacobaeae (an arctiid moth) Nosema vespula parasitising European wasps Nosema locustae, which parasitises locusts and grasshoppers, and Nosema grylli, which parasitises.


asexual fruiting body that erupts through the epidermis of host plants parasitised by mitosporic fungi of the form order Melanconiales (Deuteromycota, Coelomycetes).


They parasitise their host plants as an intercellular mycelium using haustoria to penetrate the host cells.


wasp which parasitises the larvae of the diamondback moth and the potato tuber moth.


They are parasites that exclusively parasitise arthropods, mainly insects.


Species from this genus are known to parasitise sharks, rays, sawfishes, teleosts and crocodilians.


It parasitises on sea anemones and can reattach itself if it gets knocked off its host.


unusual host since it is only a distant relative to the firefinches parasitised by most indigobirds.


This copepod is in its turn often parasitised by a goose barnacle, Conchoderma virgatum.


In one study, nestling mortality almost doubled when comparing a non-parasitised nest to one that had been parasitised by a shiny cowbird.


Parvilucifera is a genus of marine alveolates that parasitise dinoflagellates.


female, although some males can endure for longer if they parasitise the engorging female.



parasitise's Meaning in Other Sites