panthera Meaning in Odia (Oriya). ( panthera ଶବ୍ଦର ଓଡିଆ ଅର୍ଥ)
ପାନ୍ଥେରା,
Noun:
ପାନ୍ଥେରା |,
People Also Search:
panthera leopanthera tigris
pantherine
panthers
pantie
panties
pantile
pantiled
pantiles
pantiling
panting
pantingly
pantings
pantisocracy
pantler
panthera తెలుగు అర్థానికి ఉదాహరణ:
ପାନ୍ଥେରା ପ୍ରଜାତିଟି ଏସିଆରୁ ସୃଷ୍ଟି ହୋଇଥିବା ଓ ପରବର୍ତ୍ତୀ ସମୟରେ ଆଫ୍ରିକାକୁ ବିସ୍ତାର ଲାଭ କରିଥିବା ଅନୁମାନ କରାଯାଏ ।
୧୯୧୬ ମସିହାରେ ଈଂରେଜ ଜୀବବିଜ୍ଞାନୀ ରେଜିନାଲ୍ଡ ଇନିସ୍ ପୋକକ୍ ପାନ୍ଥେରା ପ୍ରଜାତି ଓ ପାନ୍ଥେରା ପାର୍ଡୁସ୍ ଉପପ୍ରଜାତିରେ ବର୍ଗୀକରଣକୁ ସଠିକ୍ ବୋଲି ଦର୍ଶାଇଥିଲେ ।
|nDNA ଓ mtDNA ବିଶ୍ଳେଷଣ ଭିତ୍ତିରେ କରାଯାଇଥିବା ଫାଇଲୋଜେନେଟିକ୍ ପରୀକ୍ଷାରୁ ଜଣାପଡ଼ିଛି ଯେ ପାନ୍ଥେରା ପ୍ରଜାତି ମଧ୍ୟରେ କଲରାପତରିଆ ବାଘ, ସିଂହ ଓ ଜାଗୁଆର ପ୍ରାୟ ଭଗିନୀ ପ୍ରଜାତି ପରି ।
ଏହାର ଜିଭ ପଛପଟର ହାଡ଼ ଗଠନ କିନ୍ତୁ ଅନ୍ୟ ପାନ୍ଥେରା ଜୀବଙ୍କ ପରି ।
୨୦୦୧ ମସିହାରେ କରାଯାଇଥିବା ଏକ ଜେନେଟିକ୍ ବିଶ୍ଳେଷଣରୁ ପାନ୍ଥେରା ପାର୍ଡସ୍ ଡେଲାକୁରି ଓ ପାନ୍ଥେରା ପାର୍ଡସ୍ ହାପୋନେନ୍ସିସ୍ ଉପପ୍ରଜାତିମାନଙ୍କ ବିଚରଣ ସୀମା ପରସ୍ପରକୁ ଲାଗି ରହିଥିବାର ଜଣାପଡ଼ିଲା ।
୨୦୧୭ ମସିହାରେ ବିଡ଼ାଳ ବିଶେଷଜ୍ଞ ଦଳର ବିଡ଼ାଳ ବର୍ଗୀକରଣ ଟାସ୍କଫୋର୍ସ୍ ପାନ୍ଥେରା ପାର୍ଡସ୍ ହାପୋନେନ୍ସିସ୍କୁ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍ର ଅଂଶ ବୋଲି ଚିହ୍ନଟ କରିଥିଲେ ।
|ଅନ୍ନାମରୁ ମିଳିଥିବା ଏକ କଲରାପତ୍ରିଆ ଛାଲକୁ ରେଜିନାଲ୍ଡ୍ ଇନ୍ନେସ୍ ପୋକକ୍ ୧୯୩୦ ମସିହାରେ ପାନ୍ଥେରା ପାର୍ଡସ୍ ଡେଲାକୁରି ବୋଲି ନାମିତ କରିଥିଲେ ।
|ଭୌଗୋଳିକ ଦୃଷ୍ଟିକୋଣରୁ ନେପାଳ, ସିକ୍କିମ୍ ଓ କାଶ୍ମୀରର କଲରାପତ୍ରିଆ ବାଘ ଭାରତୀୟ ଉପମହାଦ୍ୱୀପର ଅନ୍ୟ କଲରାପତ୍ରିଆ ବାଘଙ୍କଠାରୁ ସେତେ ବିଚ୍ଛିନ୍ନ ହୋଇନଥିବାରୁ ୧୯୯୬ ମସିହାରେ ସମସ୍ତଙ୍କୁ ମିଶାଇ “ପାନ୍ଥେରା ପାର୍ଡସ୍ ଫୁସ୍କା” ଶ୍ରେଣୀ ଭାବେ ପରିଗଣିତ କରାଯିବାକୁ ଲାଗିଲା ।
ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି ।
ଅନ୍ୟ ସମସ୍ତ ପାନ୍ଥେରା ପ୍ରଜାତିର ଜୀବଙ୍କ ତୁଳନାରେ କଲରାପତରିଆ ବାଘ ସର୍ବାଧିକ ସଂଖ୍ୟାରେ ଜୀବିତ ଅଛନ୍ତି, ଯେବେକି ଅନ୍ୟ ପ୍ରଜାତିଙ୍କ ସଂରକ୍ଷଣ ସ୍ଥିତି ନୈରାଶ୍ୟଜନକ ରହିଛି ।
|ଲଂଗ୍ଡାନ୍ ବାଘ ବା ପାନ୍ଥେରା ଡାନ୍ସ୍କିର ଜୀବାଶ୍ମ ଅବଶେଷ ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ ପ୍ରଗଣାରେ ମିଳିଥିଲା ।
ତୁଷାର ଚିତାବାଘ ଓ କ୍ଲାଉଡେଡ୍ ଲେପର୍ଡ୍ ପାନ୍ଥେରା ପ୍ରଜାତିର ବ୍ୟତିକ୍ରମ ରୂପେ ପରିଗଣିତ ହୋଇଥିଲେ ।
ତେଣୁ ସିଂହଳୀ କଲରାପତ୍ରିଆର ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡୁସ୍ କୋଟିୟା (Panthera pardus kotiya) ।
panthera's Usage Examples:
(Enggano) Elymnias panthera dolorosa Butler, 1883 (Nias) Elymnias panthera mimus Wood-Mason " de Nicéville, 1881 (Nicobars) Elymnias panthera tiomanica Eliot.
Other animals include the leopard, chital, panthera, striped hyena, canis, sloth bear, dhole, sambar deer, nilgai, Indian four-horned antelope and chinkara, which populate the sanctuary in equal numbers.
Hampson, 1912 Spilomela pantheralis (Geyer in Hübner, 1832) Spilomela personalis Herrich-Schäffer, 1871 Spilomela perspicata (Fabricius, 1787) Spilomela.
leopards (Panthera pardus panthera), striped hyenas (Hyaena hyaena) and caracals (Caracal caracal), which were found once in the area, are extinct.